ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି ପାଇଁ ଜାତିସଂଘରେ ସ୍ୱର ଉଠାଇଲେ ଓଡ଼ିଆ ଝିଅ ନୂଆଦିଲ୍ଲୀ,୧୧।୫: ଦେଶରେ ଏବେ ମଧ୍ୟ କେତେକ ଅଞ୍ଚଳରେ ମହିଳାମାନଙ୍କ ମାସିକ ଋତୁସ୍ରାବ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲୋକମାନେ ପଛଘୁଞ୍ଚା ଦେଉଥିଲା ବେଳେ ମିଳିତ ଜାତିସଂଘର ‘ସିଭିଲ୍ ସୋସାଇଟି କନଫରେନ୍ସ ୨୦୨୪’ ରେ ”ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି” ପାଇଁ...