Tag Archives: Chhattisgarh

ଛତିଶଗଡ଼ ପହଞ୍ଚିଲେ ଭାଜପା ପର୍ଯ୍ୟବେକ୍ଷକ, ଖୁବଶୀଘ୍ର ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାମ

ରାୟପୁର,୧୦।୧୨: ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବା ପାଇଁ ଛତିଶଗଡ଼ରେ ପହଞ୍ଚିଛନ୍ତି ଭାଜପାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍। ରାଜ୍ୟରେ ପାଞ୍ଚ ବର୍ଷ ବିରୋଧୀ ଆସନରେ ବସିବା ପରେ ଦଳ କଂଗ୍ରେସକୁ ହରାଇ କ୍ଷମତାକୁ ଫେରିଛି। ରବିବାର ପୂର୍ବାହ୍ନରେ ପର୍ଯ୍ୟବେକ୍ଷକ – ଦୁଷ୍ୟନ୍ତ...

ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩: ତିନି ରାଜ୍ୟରେ ଭାଜପା ଅଗ୍ରଣୀ, ତେଲଙ୍ଗାନାରେ ବିଜୟ ମୁହାଁ କଂଗ୍ରେସ

ନୂଆଦିଲ୍ଲୀ,୨ା୧୨: ମତଦାନ ଗଣନାର ପ୍ରାରମ୍ଭିକ ପର୍ଯ୍ୟାୟ ଫଳାଫଳ ଅନୁଯାୟୀ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭାଜପା ମ୍ୟାଜିକ ନମ୍ବର ଅତିକ୍ରମ କରି ଅନ୍ୟ ମାନଙ୍କ ଠାରୁ ଆଗରେ ରହିଛି। ସେହିପରି ଛତିଶଗଡରେ ମଧ୍ୟ ଶାସକ କଂଗ୍ରେସକୁ ମଧ୍ୟ ଅତିକ୍ରମ କରି ବିଜୟ...

Exit Poll: ମଧ୍ୟପ୍ରଦେଶ, ଛତିଶଗଡ଼ରେ ଭାଜପା-କଂଗ୍ରେସ ମଧ୍ୟରେ ଟାଇଟ ଫାଇଟ

ନୂଆଦିଲ୍ଲୀ,୩୦।୧୧: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆସିଛି ଏକଜିଟ ପୋଲ। ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ଛତିଶଗଡ଼ରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ସରକାର ଗଠନ ପାଇଁ ମଧ୍ୟରେ ଟାଇଟ ଫାଇଟ ହେବାର ଆକଳନ କରାଯାଉଛି।...

ଛତିଶଗଡ ନିର୍ବାଚନ ୨୦୨୩: ଆଇଡି ବିସ୍ଫୋରଣ କଲେ ମାଓବାଦୀ, ଅଳ୍ପକେ ବର୍ତିଲେ ୨ ସିଆରପିଏଫ ଯବାନ

ରାୟପୁର,୧୭ା୧୧: ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ନକ୍ସଲମାନେ ଶୁକ୍ରବାର ଛତିଶଗଡର ଧାମଟାରୀ ଠାରେ ଆଇଡି ବିସ୍ଫୋରଣ କରିଛନ୍ତି। ଖବର ଅନୁଯାୟୀ, ବିସ୍ଫୋରଣ ସମୟରେ ବାଇକରେ ଯାଉଥିବା ଦୁଇଜଣ ସିଆରପିଏଫ ଯବାନ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏବଂ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri