CSK vs DC: ଲଗାତର ହାରିବା ପରେ ଚେନ୍ନାଇ ସୁପର କିଙ୍ଗସ ବଦଳାଇଲା ପ୍ଲେଇଂ ଇଲେଭେନ ନୂଆଦିଲ୍ଲୀ,୫।୪: ଆଇପିଏଲ ୨୦୨୫ର ୧୭ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଦିଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଫିଲ୍ଡିଂ ପାଇଁ ଚେନ୍ନାଇର ଖେଳାଳିମାନେ ପଡ଼ିଆକୁ ଆସିବେ। ଗତ...