ICC ଚାମ୍ପିଅନ୍ସ ଟ୍ରଫି ୨୦୨୫: ବିଜେତାଙ୍କ ପାଇଁ ରେକର୍ଡ ପୁରସ୍କାର ରାଶି ଘୋଷଣା
ନୂଆଦିଲ୍ଲୀ,୧୪।୨: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର, ଫେବୃଆରୀ ୧୪ ତାରିଖରେ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ରେକର୍ଡ ମୋଟ ୬.୯ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଛି। ଏହା ୨୦୧୭ ରେ ଆଠ ଦଳ ବିଶିଷ୍ଟ...
Champions Trophy 2025: ପରିବାରକୁ ସାଥିରେ ନେବେନି ଟିମ୍ ଇଣ୍ଡିଆ ଖେଳାଳି
ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ ଟିମ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫିରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେଉଛି। ଭାରତୀୟ ଦଳ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ପ୍ରଥମ...
Champions Trophy 2025: କେଉଁ ଟିମ୍ର ଜର୍ସି ସବୁଠୁ ମହଙ୍ଗା, ଜାଣନ୍ତୁ
ନୂଆଦିଲ୍ଲୀ,୧୨।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଆରମ୍ଭ ହେବ। ଏହା ପୂର୍ବରୁ, ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ସମସ୍ତ ଦଳ ଟୁର୍ନାମେଣ୍ଟ ପାଇଁ ନିଜସ୍ବ ଜର୍ସି ମଧ୍ୟ ଲଞ୍ଚ କରୁଛନ୍ତି। ଆସନ୍ତୁ ଜାଣିବା ଚାମ୍ପିଅନ୍ସ ଟ୍ରଫିରେ ପ୍ରତ୍ୟେକ ଦଳର...
Champions Trophy 2025: ଚମକାଇଲା ବିସିସିଆଇ ନିଷ୍ପତ୍ତି, ଯଶସ୍ବୀଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଟିମ ଇଣ୍ଡିଆରେ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୧୨।୨: ଚାମ୍ପିଅନ ଟ୍ରଫି ୨୦୨୫ ପୂର୍ବରୁ ଟିମ ଇଣ୍ଡିଆ କିଛି ବଡ଼ ପରିବର୍ତ୍ତନ କରିଛି। ଜସପ୍ରିତ ବୁମ୍ରା ଆଘାତ ଯୋଗୁ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି। ବୁମ୍ରାଙ୍କ ସହିତ ଯଶସ୍ବୀ ଜୟସ୍ବାଲଙ୍କ ଉପରେ ମଧ୍ୟ ବ୍ରେକ୍ ଲଗାଯାଇଛି। ଯଶସ୍ବୀଙ୍କ ସ୍ଥାନରେ ସ୍ପିନ...
ଡେବ୍ୟୁ ମ୍ୟାଚ୍ରେ ଇତିହାସ ରଚିଲେ ଏହି କ୍ରିକେଟର୍: ଭାଙ୍ଗିଲା ୪୭ ବର୍ଷର ରେକର୍ଡ
ନୂଆଦିଲ୍ଲୀ,୧୦।୨: ପାଖେଇ ଆସୁଛି ଚାମ୍ପିଅନ୍ସ ଟ୍ରଫି ୨୦୨୫। ଦଳଗୁଡ଼ିକର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ, କିନ୍ତୁ ଟିମ ଇଣ୍ଡିଆ ଏହାର ମ୍ୟାଚ ଦୁବାଇରେ ଖେଳିବ। ବର୍ତ୍ତମାନ ପାକିସ୍ତାନରେ ତିନୋଟି ଦଳ ମଧ୍ୟରେ...
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବୁମରାଙ୍କ ଫିଟ୍ନେସ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୧୦।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଜସପ୍ରୀତ ବୁମରାଙ୍କ ଫିଟନେସ୍କୁ ନେଇ ବଡ଼ ଅପଡେଟ୍ ଆସିଛି। ବୁମରା ଏବେ ଜିମ ଏବଂ ହାଲୁକା ବୋଲିଂ ଆରମ୍ଭ କରିପାରିବେ। ସେ ଆଗାମୀ ଗୋଟିଏ କିମ୍ବା ୨ ଦିନ ମଧ୍ୟରେ ଅଭ୍ୟାସ ଆରମ୍ଭ କରିପାରିବେ।...
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟେନ୍ସନ୍ରେ ଟିମ୍ ଇଣ୍ଡିଆ: ଏବେ ହେବ କ’ଣ…
ନୂଆଦିଲ୍ଲୀ,୫।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହି ସିରିଜ ପାଇଁ ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ବିସିସିଆଇ ଘୋଷଣା କରିବା...
ହାଇବ୍ରିଡ୍ ମଡେଲ ପାଇଁ ରାଜି ହେଲା ପାକିସ୍ତାନ, କିନ୍ତୁ ଭାରତକୁ ଲାଗିଲା ବଡ଼ ଝଟକା
ମୁମ୍ବାଇ,୬।୧୨: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବାର ରାସ୍ତା ଏକ ପ୍ରକାର ପରିସ୍କାର ହୋଇଛି। କିନ୍ତୁ ଏହା ସମୁର୍ଣ୍ଣ ଭାବେ ପାକିସ୍ତାନରେ ଆୟୋଜିତ ହେବନାହିଁ। ଭାରତ ପାକିସ୍ତାନ ଗସ୍ତ ନ କରୁଥିବାରୁ ହାଇବ୍ରିଡ୍ ମଡେଲରେ ଏହା ଅନୁଷ୍ଠିତ ହେବ। ଭାରତ...
ପାକିସ୍ତାନ ଦାବିକଲା ହାଇବ୍ରିଡ୍ ମଡେଲ: ଭାରତ ଦେଲା କଡ଼ା ଜବାବ
ନୂଆଦିଲ୍ଲୀ,୪।୧୨: ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏବଂ ବିସିସିଆଇ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ହେବାର ସମ୍ଭାବନା ବାଟ ଫିଟୁନାହିଁ। ହାଇବ୍ରିଡ୍ ମଡେଲ ଗ୍ରହଣ କରିବାକୁ ପାକିସ୍ତାନ ରାଜି ହେବା ପରେ ଟୁର୍ଣ୍ଣାମେଣ୍ଟ...
ପିଓକେ ଯିବ ନାହିଁ ଚାମ୍ପିୟନ୍ସ ଟ୍ରଫି, ଭାରତର ପ୍ରତିବାଦ ପରେ ଆଇସିସିର ନିଷ୍ପତ୍ତି
ନୂଆଦିଲ୍ଲୀ,୧୫ା୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନକୁ ଟୁର୍ନାମେଣ୍ଟ ଟ୍ରଫି ପଠାଇଛି। ଏହି ଟ୍ରଫି ଗୁରୁବାର (୧୪ ନଭେମ୍ବର)...
ଚାମ୍ପିୟନ୍ସ ଟ୍ରଫିରୁ ଓହରିଯିବ ପାକିସ୍ତାନ! ଭାରତ ଯିବାକୁ ମନା କରିବା ପରେ ନିଷ୍ପତ୍ତି
ନୂଆଦିଲ୍ଲୀ,୧୧।୧୧: ଆଗାମୀ ଚାମ୍ପିୟନ୍ସ ଟ୍ରଫିରୁ ଓହରିପାରେ ପାକିସ୍ତାନ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତ ଆସିବାକୁ ମନା କରିବାରୁ ପରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି କୌଣସି ଲାଭ ପାଇବ ନାହିଁ। ପ୍ରୟୋଜକମାନେ ମଧ୍ୟ ଏଥିରୁ ଓହରି ଯାଇପାରନ୍ତି।...
ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ: ପିସିବି’କୁ ଜଣାଇଲା ଆଇସିସି
ନୂଆଦିଲ୍ଲୀ,୧୦।୧୧: ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଯୋଗ ଦେବାକୁ ମନା କରି ଦେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବର୍ତ୍ତମାନ ସରକାରଙ୍କ ପରାମର୍ଶ ଲୋଡିଛି। ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳି ନ ଥିବା ଦର୍ଶାଇ...
Archives


