Tag Archives: Champions Trophy

ଟ୍ରଫି ପ୍ରଦାନବେଳେ କାହିଁକି ଉପସ୍ଥିତ ନ ଥିଲେ ପାକିସ୍ତାନ ଅଧିକାରୀ: ICC ପକ୍ଷରୁ ସଫେଇ

ନୂଆଦିଲ୍ଲୀ,୧୧।୩: ମାର୍ଚ୍ଚ ୯ରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ଭାରତ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। ୧୨ ବର୍ଷ ପରେ ଟିମ ଇଣ୍ଡିଆ ଟାଇଟଲ ହାସଲ କରିଛି। ପରେ, ବିସିସିଆଇ ସଭାପତି ରୋଜର ବିନି ଭାରତୀୟ…

ଦିନିକିଆ କ୍ରିକେଟ୍‌ରେ ପ୍ରଥମଥର ଘଟିଲା ଏମିତି…୨ ବୋଲର୍‌ କଲେ ବଡ଼ କୀର୍ତ୍ତିମାନ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ୨ ମାର୍ଚ୍ଚରେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ମୁହାଁମୁହିଁ ହେବେ। ଯଦିଓ ଉଭୟ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ, କିନ୍ତୁ ଏହି ମ୍ୟାଚ୍‌ରେ ଫଳାଫଳ ସ୍ପଷ୍ଟ କରିଦେଇଛି ସେମିଫାଇନାଲରେ କେଉଁ ଦଳ କାହା…

ଟିମ ଇଣ୍ଡିଆର ଏହି ସଦସ୍ୟଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଚାମ୍ପିଅନ୍ସ ଟ୍ରଫି ଅଧାରୁ ଛାଡି ପଳାଇଲେ

ଦୁବାଇ,୩।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଚାଲିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଭାରତର ସେମିଫାଇନାଲ ମ୍ୟାଚ ମାର୍ଚ୍ଚ ୪ ରେ ହେବ। ଟିମ ଇଣ୍ଡିଆର ଜଣେ ସଦସ୍ୟଙ୍କ ଉପରେ ଦୁଃଖର ପାହାଡ଼ ଖସି…

ସଂସଦରେ ଉଠିବ ପାକିସ୍ତାନ ପରାଜୟ ପ୍ରସଙ୍ଗ: ଖେଳାଳିଙ୍କୁ ପ୍ରଶ୍ନ କରିବେ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୨୭।୨: ଚାମ୍ପିଅନ୍ସ ଟ୍ରଫିରେ ଆୟୋଜକ ଦଳର ଖରାପ ପ୍ରଦର୍ଶନ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଦଳର ଖେଳାଳିମାନଙ୍କ ସହ ଆଲୋଚନା କରିବେ। ରାଜନୈତିକ ପରାମର୍ଶଦାତା ରାଣା ସାନାଉଲ୍ଲା ଏହି ସୂଚନା ଦେଇଛନ୍ତି।…

ଭାରତର ମୁଣ୍ଡବିନ୍ଧା ବଢାଇଲେ ରୋହିତ ଶର୍ମା: ସେମିଫାଇନାଲ୍‌ ପୂର୍ବରୁ…

ଦୁବାଇ,୨୭।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପୂର୍ବରୁ ଭାରତର ମୁଣ୍ଡବିନ୍ଧା ବଢିଛି। ଦଳର ଅଦତ୍ନାୟକ ରୋହିତ ଶର୍ମା ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ସେ ଏବେ ସୁସ୍ଥ ହୋଇନାହାନ୍ତି। ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଅଧିନାୟକ ରୋହିତ ଶର୍ମାଙ୍କ ମାଂସପେଶୀରେ ଆଘାତ…

ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେବା ପରେ ପାକିସ୍ତାନରେ ହଇଚଇ: ପିସିବି ନେବ ବଡ଼ ନିଷ୍ପତ୍ତି

ରାଉଲପିଣ୍ଡି,୨୫।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ କ୍ରିକେଟ ଦଳର ଲଜ୍ଜାଜନକ ପ୍ରଦର୍ଶନ ହୋଇଛି। ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ, ଭାରତ ବିପକ୍ଷ ପରାଜୟ ସେମାନଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବାର ମାତ୍ର ୫ ଦିନ ମଧ୍ୟରେ, ଆୟୋଜକ…

ପାକିସ୍ତାନରେ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ: ବଡ଼ ଷଡ଼ଯନ୍ତ୍ର ଚାଲିଥିବା ସତର୍କ କଲା ପାକ୍ ଇଣ୍ଟେଲିଜେନ୍ସ

ପାକିସ୍ତାନ, ୨୪ା୨: ପାକିସ୍ତାନର ଗୋଇନ୍ଦା ବିଭାଗ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ (ISKP)ରୁ ଏକ ସମ୍ଭାବ୍ୟ ବିପଦ ବିଷୟରେ ଏକ ଚେତାବନୀ ଜାରି କରିଛି। ଯାହା ରିପୋର୍ଟ ଅନୁଯାୟୀ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଯୋଗଦେବା ପାଇଁ ବିଦେଶୀମାନଙ୍କୁ ଅପହରଣ…

ସଚିନ, ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ବେନ ଡକେଟ: ଭାଙ୍ଗିଲା ଚାମ୍ପିୟନ୍ସ ଟ୍ରଫିର ୨୧ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୨୩।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡର ବେନ୍ ଡକେଟ ଶନିବାର ଲାହୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୬୫ ରନ୍ ର ଚମତ୍କାର ଇନିଂସ ଖେଳି ବଡ ରେକର୍ଡ ନିଜ ନାମ ଲିପିବଦ୍ଧ କରିଛନ୍ତି। ତାଙ୍କର ଐତିହାସିକ ଇନିଂସ…

Champions Trophy 2025: ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ ଖେଳାଳି: ଡ୍ରେସିଂ ରୁମ୍‌ ଭିଡିଓ ଭାଇରାଲ

କରାଚୀ,୨୧।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ କ୍ରିକେଟ ଦଳ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଘଟିନାହିଁ। ଟୁର୍ନାମେଣ୍ଟ ଆରମ୍ଭ କରିବା ସମୟରେ ଫଖର ଜମାନ ପ୍ରଥମ ଓଭରରେ ଆହତ ହୋଇଥିଲେ ଏବଂ ସମଗ୍ର ଟୁର୍ନାମେଣ୍ଟରୁ ବାଦ ପଡ଼ିଥିଲେ। ଏହି ମ୍ୟାଚ ହାରିବା…

IND vs BAN: ଅକ୍ଷର ପଟେଲଙ୍କୁ ନେଇ ଡିନର ଡେଟ୍‌ରେ ଯିବେ ରୋହିତ ଶର୍ମା: ମାଗିବେ କ୍ଷମା

ଦୁବାଇ,୨୧।୨: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୨୮ ରନ କରିଥିଲା। ଟିମ ଇଣ୍ଡିଆ ୨୧ ବଲ ବାକି ଥାଇ ଏହି ଟାର୍ଗେଟ ହାସଲ କରିଥିଲା। ୩୫ ରନରେ…

Shikhar Dhawan with Mystery Girl: ଶିଖର ଧାଓ୍ବନଙ୍କୁ ମିଳିଗଲା ନୂଆ ଗର୍ଲଫ୍ରେଣ୍ଡ: ମିଷ୍ଟ୍ରି ଗର୍ଲଙ୍କ ସହ ଦେଖିଲେ ମ୍ୟାଚ୍‌

ଦୁବାଇ,୨୧।୨: ଭାରତ ବାଂଲାଦେଶକୁ ୬ ଉଇକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ କରିଥିଲା। ଟିମ ଇଣ୍ଡିଆ ୨୧ ବଲ ବାକି ଥାଇ ୨୨୯ ରନର ଟାର୍ଗେଟ ହାସଲ କରିନେଇଥିଲା। ମହମ୍ମଦ ଶାମିଙ୍କ ପାଞ୍ଚ ଉଇକେଟ ଅକ୍ତିଆର ପରେ, ଶୁଭମନ…

Champions Trophy 2025: ଭାରତକୁ ଧମକ ଦେଲା ପାକିସ୍ତାନ: ଯେକୌଣସି ପରିସ୍ଥିତିରେ ଆମ ମାଟିରେ ଲାଗିବନି ଭାରତ ପତାକା

ଇସଲାମାବାଦ୍‌,୧୯।୨:ଆଜିଠାରୁ ପାକିସ୍ତାନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ସମସ୍ତ ପ୍ରସ୍ତୁତି ସମାପ୍ତ କରିଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାକିସ୍ତାନୀ ୟୁଟ୍ୟୁବର ସୋଏବ ଚୌଧୁରୀ ଟୁର୍ନାମେଣ୍ଟ ଆରମ୍ଭ ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri