କେଉଁ ବୟସରେ ମହିଳାମାନେ ଲଗାଇପାରିବେ ସର୍ଭିକାଲ କ୍ୟାନ୍ସର୍ ଟିକା: ଜାଣନ୍ତୁ ସବିଶେଷ ତଥ୍ୟ ନୂଆଦିଲ୍ଲୀ,୬।୨: ସର୍ଭିକାଲ କ୍ୟାନ୍ସର୍ ମହିଳାମାନଙ୍କ କ୍ଷେତ୍ରରେ ଏକ ବିପଜ୍ଜନକ ରୋଗ। ଏଥିପାଇଁ ପ୍ରତିବର୍ଷ ବହୁ ସଂଖ୍ୟକ ମହିଳା ପ୍ରାଣ ହରାନ୍ତି। ଏହି କାରଣରୁ ଭାରତ ସରକାର ସର୍ଭିକାଲ କ୍ୟାନ୍ସର୍ ଟିକା (Cervical Cancer Vaccine) ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ...