Tag Archives: ceasefire

Israel Hamas Ceasefire: ବହୁଦିନ ପରେ ଘରକୁ ଫେରୁଛନ୍ତି ଯୁଦ୍ଧ ପୀଡ଼ିତ, ଟ୍ରମ୍ପଙ୍କୁ କହିଲେ ‘ଥ୍ୟାଙ୍କ ୟୁ’!

ତେଲ ଅଭିଭି,୧୩।୧୦: ସୋମବାର (ଅକ୍ଟୋବର ୧୩, ୨୦୨୫) ଇସ୍ରାଏଲର ତେଲ ଅଭିଭ ସହର ସାରା ଭାବପ୍ରବଣତା ପ୍ରକାଶ ପାଇଲା। ଗାଜାରେ ଦୁଇ ବର୍ଷ ବନ୍ଦୀତ୍ୱ ପରେ ହମାସ ଦ୍ୱାରା ସାତ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରାଯିବା ପରେ, ସହରର ହୋଷ୍ଟେଜ…

ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ ବିରତିର କ୍ରେଡିଟ ନେଲେ ଟ୍ରମ୍ପ, କହିଲେ ଲୋକଙ୍କ ଜୀବନ ବଞ୍ଚାଇବା ମୋର ପ୍ରାଥମିକତା

ଓ୍ବାଶିଂଟନ,୧୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ବିଷୟରେ କହିଥିଲେ। ସେ କହିଥିଲେ ଯେ ମୁଁ ଦୁଇଟି ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ସାମରିକ ସଂଘର୍ଷ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…

ଶେଷ ହୋଇନି ରୁଷିଆ-ୟୁକ୍ରେନ ଯୁଦ୍ଧ, ଆହୁରି ହେବ ଭୟଙ୍କର, ଜେଲେନ୍‌ସ୍କି କହିଲେ…

କ୍ୱିଭ୍‌,୧୦ା୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ରୁଷିଆ ସେନା ଗତ ୮ ଘଣ୍ଟା ଧରି ୟୁକ୍ରେନ ଉପରେ ପ୍ରବଳ ଆକ୍ରମଣ କରୁଛି। ଜେଲେନ୍‌ସ୍କି ଘୋଷଣା କରିବା ପରେ ରୁଷିଆର ବିମାନ ଆକ୍ରମଣ ତୀବ୍ର ହୋଇଥିଲା ଯେ,…

ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପୂର୍ବରୁ ଯାହା କେହି କହି ନ ଥିଲେ, ତାହା କହିଦେଲେ ଟ୍ରମ୍ପ: ବିଶ୍ୱରେ ଖେଳିଗଲା…

ଓ୍ବାଶିଂଟନ୍‌,୧୯।୭: ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପୁଣି ଏକ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ୪-୫ଟି ଯୁଦ୍ଧ ବିମାନ ଖସାଇ ଦିଆଯାଇଥିଲା। ସେ ବାଣିଜ୍ୟ…

ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା ପରେ ଆସିଲା ଇରାନର ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା: ବିଶ୍ୱରେ ଖେଳିଗଲା…

ତେହେରାନ,୨୪।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପାଇଁ ରାଜିନାମା ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। କିନ୍ତୁ ଇରାନ ଏହା ଉପରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛି। ଏହା କହିଛି, ଟ୍ରମ୍ପ ମିଛ କହୁଛନ୍ତି। ଇସ୍ରାଏଲ…

୧୨ ଦିନ ପରେ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ: ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହୋଇଥିବା ନେଇ ଘୋଷଣା କରିଛନ୍ତି। ଏହି ଘୋଷଣା ସମ୍ପର୍କରେ ଇରାନ କିମ୍ବା ଇସ୍ରାଏଲ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ଆସିନାହିଁ। ସୂତ୍ର ଅନୁଯାୟୀ,…

”ଅସ୍ତ୍ରବିରତି ଉଲ୍ଲଂଘନ କଲେ ଆମେ କ’ଣ କରିବୁ ପାକିସ୍ତାନ ଜାଣିଛି”: ନୌସେନା ଜେନେରାଲ

ନୂଆଦିଲ୍ଲୀ,୧୧ା୫: ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନକୁ ଆଜି କିମ୍ବା ଭବିଷ୍ୟତରେ ଯେକୌଣସି ଅସ୍ତ୍ରବିରତି ଉଲ୍ଲଂଘନ ସମ୍ବନ୍ଧରେ କଡ଼ା ଚେତାବନୀ ଦେଇଛି। ଭାରତ ଓ ପାକିସ୍ତାନ ସୀମାରେ ଉତ୍ତେଜନା କମାଇବା ସମ୍ବନ୍ଧରେ ଦୁଇ ଦେଶ ଏକ ବୁଝାମଣାରେ ପହଞ୍ଚିବା ପରେ ସେନା ଏହି…

୧୯୭୧ ଭଳି ଅବସ୍ଥା ନ ହେଉ- କ’ଣ ଏହି ଭୟରେ ନଇଁଲା ପାକିସ୍ତାନ, ବିନା ସର୍ତ୍ତରେ ଭାରତ ଆଗରେ…

ନୂଆଦିଲ୍ଲୀ,୧୧।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷରେ ଏବେ ବିରାମ ଲାଗିଛି। ଶନିବାର ସାରେ ପାକିସ୍ତାନ ଏବଂ ଭାରତ ପକ୍ଷରୁ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏବେ ପ୍ରଶ୍ନ ହେଉଛି, ଭାରତକୁ ପରମାଣୁ ଆକ୍ରମଣର…

ଅସ୍ତ୍ରବିରତି ପରେ ବି ରକ୍ଷା ପାଇବନି ପାକିସ୍ତାନ, ହେବ ବଡ଼ ଆକ୍ସନ!

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ମେ ୧୦ ସଂଧ୍ୟା ୫ଟାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହାକୁ ନିଶ୍ଚିତ କରିଛି। ଭାରତ ଏବଂ ପାକିସ୍ତାନ…

India Pakistan Ceasefire: ଅସ୍ତ୍ରବିରତି ଅର୍ଥ କ’ଣ? କାହିଁକି ହୁଏ ଅସ୍ତ୍ରବିରତି…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏହାକୁ ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ। ଟ୍ରମ୍ପଙ୍କ ବୟାନ ପରେ, ସଂଧ୍ୟା ୬ଟାରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ପ୍ରେସ ବ୍ରିଫିଂ କରିଛନ୍ତି। ସେ କହିଛନ୍ତି-…

କାହିଁକି ହେଲାନି ଭାରତ-ପାକିସ୍ତାନ ଯୁଦ୍ଧ! ଜଣାପଡିଲା ବଡ଼ କାରଣ…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଅସ୍ତ୍ରବିରତି ନେଇ ଘୋଷଣା ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି। ଏହି ସମୟରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ଟ୍ବିଟ…

ଆଉ ଫୁଟିବନି ଗୁଳି, ମାଡ ହେବନି ମିଶାଇଲ, ୪୮ ଘଣ୍ଟାରେ ଏମିତି କ’ଣ ହେଲା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ,୧୦।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ସୀମାରେ ତୁରନ୍ତ ଯୁଦ୍ଧବିରତି ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି। ଏହା ପରେ, ପ୍ରଶ୍ନ ଉଠିଲା ଯେ ଗତ ୪୮ଘଣ୍ଟା ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?