ଛାତିଥରା ଦୁର୍ଘଟଣା! ରାସ୍ତା ମଝିରେ ଜଳିଗଲେ ୩୧ ଜଣ ଲୋକ, ଟ୍ୟାଙ୍କର ଓଲଟିବାରୁ ଭୟଙ୍କର ଅଗ୍ନିକାଣ୍ଡ
କାହିରା, ୨୬।୧୧: ଇଜିପ୍ଟର ରାଜଧାନୀ କାହିରାର ଏକ ପ୍ରମୁଖ ହାଇୱେରେ ବୁଧବାର ଏକ ଇନ୍ଧନ ଟ୍ୟାଙ୍କର ଓଲଟି ପଡ଼ିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଆଖପାଖର ଅନେକ ଗାଡ଼ିକୁ ବ୍ୟାପିଯାଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଦୁର୍ଘଟଣାରେ ୩୧ ଜଣଙ୍କ…

