Paytm: ପେଟିଏମ୍ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏବେ ମାର୍ଚ୍ଚ ୧୫ ଯାଏ କରିପାରିବେ ନେଣଦେଣ, ଜାଣନ୍ତୁ…
ନୂଆଦିଲ୍ଲୀ,୧୬।୨: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ଡିପୋଜିଟ୍ ଏବଂ ଅନ୍ୟ ନେଣଦେଣର ସମୟସୀମାକୁ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରିଛି। ଶୁକ୍ରବାର ଆର୍ବିଆଇ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି। ପୂର୍ବରୁ ଜାନୁଆରୀ ୩୧ ରେ…
Rules To Change Car Colour: ନିଜ ଗାଡ଼ିର ରଙ୍ଗ ବଦଳାଇବାକୁ ଚାହୁଁଛନ୍ତି କି? ଜାଣିନିଅନ୍ତୁ ପାଳନ କରିବାକୁ ହେବ କେଉଁ ନିୟମ…
ନୂଆଦିଲ୍ଲୀ,୧୫।୨: ସମସ୍ତେ ନିଜ ଗାଡ଼ିକୁ ବହୁତ ଭଲ ପାଆନ୍ତି। ଏଥିଲାଗି ତ କିଛି ନା କିଛି ମୋଡିଫିକେଶନ୍ କରିବାକୁ ସର୍ବଦା ଆଗଭର ହୋଇଥାନ୍ତି। ସେଭଳି କିଛି ନିଜର ଗାଡ଼ିର ରଙ୍ଗ ବଦଳାଇବାକୁ ମଧ୍ୟ ଇଚ୍ଛା ରଖିଥାନ୍ତି। ଏଥିଲାଗି କିଛି ଜରୁରୀ ନିୟମ…
Surya Ghar Yojna Apply Online: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନା କ’ଣ? ଜାଣନ୍ତୁ କିଭଳି କରିବେ ଆବେଦନ, ମାଗଣା ପାଇବେ ୩୦୦ ୟୁନିଟ୍
ନୂଆଦିଲ୍ଲୀ,୧୫।୨: ପ୍ରାୟତଃ ଲୋକେ ନିଜର ବିଜୁଳି ବିଲ୍କୁ ନେଇ ଚିନ୍ତିତ ଥାନ୍ତି। ଏଣୁ ବିଦ୍ୟୁତ୍ ମିଟର ରିଡିଂ ଉପରେ ଲଗାମ ଲଗାଇବାକୁ ଉପାୟ ଖୋଜୁଥାନ୍ତି। ତେବେ ଏହି ଖବର ଆପଣଙ୍କ ଲାଗି ଜରୁରୀ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି PM ସୂର୍ଯ୍ୟ…
ଆସୁଛି ନିର୍ବାଚନ, ଘରେ ବସି ଭୋଟର୍ ଆଇଡି କାର୍ଡ ଲାଗି ଏଭଳି କରନ୍ତୁ ଆବେଦନ; ଜାଣନ୍ତୁ ପୁରା ପ୍ରକ୍ରିୟା…
ଜାନୁଆରୀ ପରେ ଫେବୃଆରୀ ୨୦୨୪ ଶେଷ ହେବାକୁ ବସିଲାଣି। ଏମିତିରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବା ଆରମ୍ଭ ହେଲାଣି। ଆସନ୍ତା ଏପ୍ରିଲ କିମ୍ବା ମେ’ ୨୦୨୪ରେ ନିର୍ବାଚନ ଆୟୋଜିତ ହେବ। ଏମିତିରେ ଦେଶର ଦାୟିତ୍ୱବାନ ନାଗରିକ ଭାବେ…
ବର୍ଷକର FDରେ ବମ୍ପର ରିଟର୍ନ ଦେଉଛି HDFC ବ୍ୟାଙ୍କ, ସୁଧହାର ବଢ଼ିଲା…
ନୂଆଦିଲ୍ଲୀ,୭।୨: ଦେଶର ସର୍ବବୃହତ ବେସରକାରୀ ବ୍ୟାଙ୍କ ଏଚ୍ଡିଏଫ୍ସି ବଲ୍କ ଫିକ୍ସ ଡିପୋଜିଟ୍(ଏଫ୍ଡି) ଉପରେ ସୁଧହାର ବଢ଼ାଇଛି। ୨ କୋଟି ଟଙ୍କାରୁ ୫ କୋଟି ଟଙ୍କାର ଏଫ୍ଡିକୁ ବଲ୍କ ଏଫ୍ଡି କୁହାଯାଇଥାଏ। ଏବେ ବ୍ୟାଙ୍କ ୭ ଦିନରୁ ନେଇ ୧୦ ବର୍ଷ ଯାଏର…
ପେଟିଏମ୍ ପରେ ଭାରତ ପେ’କୁ ଝଟ୍କା, ବନ୍ଦ ହୋଇଯିବ କି ଅଶନୀର ଗ୍ରୋଭରଙ୍କ ୟୁପିଆଇ ଆପ୍?
ନୂଆଦିଲ୍ଲୀ,୭।୨: ଅନଲାଇନ ପେମେଣ୍ଟ ଏବଂ ବ୍ୟାଙ୍କିଙ୍ଗ ଆପ ପେଟିଏମ୍କୁ ନେଇ ବିବାଦ ଜାରି ରହିଥିବା ବେଳେ ବର୍ତ୍ତମାନ ଭାରତ ପେ ମଧ୍ୟ ଏକ ନୂଆ ନୋଟିସ ପାଇଛି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅନଲାଇନ୍ ୟୁପିଆଇ ପେମେଣ୍ଟ ଆପ୍ ଏବଂ ଫିନ୍ଟେକ୍ କମ୍ପାନୀ…
Atal Pension Yojana: ଏହି ସରକାରୀ ଯୋଜନାରେ ମିଳିଥାଏ ୫୦୦୦ ଟଙ୍କା ପେନସନ୍, ସ୍ବାମୀସ୍ତ୍ରୀ ଉଭୟ କରିପାରିବେ ନିବେଶ…
ନୂଆଦିଲ୍ଲୀ,୬।୨: କେନ୍ଦ୍ର ସରକାର ଦେଶବାସୀଙ୍କୁ ସଞ୍ଚୟ ଲାଗି ପ୍ରୋତ୍ସାହିତ କରିବା ଲାଗି ଅନେକ ପ୍ରକାର ଯୋଜନା ଚଳାଉଛନ୍ତି। ଏଥିରେ ନିବେଶ କରି ଲୋକେ ନିଜର ଭବିଷ୍ୟତକୁ ଆର୍ଥିକ ଭାବେ ସୁରକ୍ଷିତ କରିପାରିବେ। ନିଜର ବାର୍ଦ୍ଧକ୍ୟକୁ ସୁରକ୍ଷିତ କରିବା ଲାଗି ଲୋକ ଚାକିରି…
Paytm UPIର କ’ଣ ହେବ! କାମ କରିବ ନା ବନ୍ଦ ହୋଇଯିବ? ଜବାବ ରଖିଲା କମ୍ପାନୀ
ନୂଆଦିଲ୍ଲୀ,୬।୧୨: ଗତ କିଛିଦିନ ଧରି ଆର୍ବିଆଇର କାର୍ଯ୍ୟାନୁଷ୍ଠାନ ଯୋଗୁ ଚର୍ଚ୍ଚାରେ ରହିଛି ପେଟିଏମ୍ । ୩୦ କୋଟିରୁ ଅଧିକ ପେଟିଏମ୍ ବ୍ୟବହାରକାରୀଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ରହିଛି। ଏସବୁ ମଧ୍ୟରେ ପେଟିଏମ୍ର ମ୍ୟାନେଜମେଣ୍ଟ ଏବଂ ପ୍ରତିଷ୍ଠାତା ବିଜୟ…
ଆର୍ବିଆଇର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ, ଓ୍ବାଲେଟ୍ର କ’ଣ ହେବ; ଜାଣନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର…
ନୂଆଦିଲ୍ଲୀ,୧।୨: ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍(ପିପିବିଏଲ୍) ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫଳସ୍ବରୂପ ୨୦୨୪ ଫେବୃଆରୀ ୨୯ ପରଠାରୁ ପେଟିଏମ୍ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍ ଇନ୍ଷ୍ଟୁମେଣ୍ଟ, ଓ୍ବାଲେଟ୍ ଏବଂ ଫାସ୍ଟ୍ୟାଗ୍ ମାଧ୍ୟମରେ କୌଣସି ଜମା…
ଜୟଆଲୁକ୍ଳାସ୍ର ସର୍ବବୃହତ୍ ଜୁଏଲେରି ସେଲ୍: ମେକିଂ ଚାର୍ଜ ଉପରେ ପାଇବେ ଫ୍ଲାଟ୍ ୫୦% ରିହାତି
ନୂଆଦିଲ୍ଲୀ,୨୮।୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍ଳାସ୍ର ବହୁ ପ୍ରତୀକ୍ଷିତ ତଥା ସର୍ବବୃହତ୍ ଜୁଏଲେରି ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠାନ ପକ୍ଷରୁ ସାରା ଭାରତର ଅଳଙ୍କାରପ୍ରେମୀଙ୍କ ପାଇଁ ଏକ ଆକର୍ଷଣୀୟ ରିହାତି ଅଫରର ଶୁଭାରମ୍ଭ…
ଦକ୍ଷିଣ ଭାରତ ବଜାରରେ ରୋଲ୍ସ-ରଏସ୍ ସ୍ପେକ୍ଟ୍ରେ, ମୂଲ୍ୟ ୭.୫ କୋଟି
ନୂଆଦିଲ୍ଲୀ,୨୮।୧: ବିଶ୍ୱର ଅଗ୍ରଣୀ ପ୍ରିମିୟମ କାର୍ ତଥା ରୋଲ୍ସ ରଏସ୍ ମୋଟର କାର୍ସ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ତଥା ପ୍ରଥମ ଧରଣର ବୈଦ୍ୟୁତିକ ଯାନ (ଇଭି) ‘ସ୍ପେକ୍ଟ୍ରେ’କୁ ନିକଟରେ ଓ୍ବାଲର୍ଡ ଓ୍ବାଇଡ୍ ଉନ୍ମୋଚନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରୋଲ୍ସ…
ପୁଣି ଛଟେଇ କରିବ ଫ୍ଲିପ୍କାର୍ଟ-ସ୍ବିଗି, ଚାକିରି ହରାଇବେ ୧,୪୦୦ କର୍ମଚାରୀ
ନୂଆଦିଲ୍ଲୀ,୨୭।୧: ପୁଣି ଛଟେଇ କରିବେ ସ୍ବିଗି ଏବଂ ଫିଲ୍ପକାର୍ଟ। ଦୀର୍ଘ ମାସ ଧରି ଫଣ୍ଡିଂ ଅଭାବ କାରଣରୁ ଷ୍ଟାଟ୍ଅପ୍ ସେକ୍ଟରେ ବଢ଼ୁଥିବା ଅଡ଼ୁଆର ଏହା ସଙ୍କେତ ବୋଲି କୁହାଯାଉଛି। ତେବେ ସ୍ବିଗି ପ୍ରାୟ ୩୫୦-୪୦୦ କର୍ମଚାରୀ (ମୋଟ ସଂଖ୍ୟାର ୭%) ଙ୍କୁ…
Archives


