Tag Archives: Business

ସର୍ବୋଚ୍ଚ ସ୍ତରରେ ସେନ୍‌ସେକ୍ସ, ୨୪,୦୦୦ ପଏଣ୍ଟ ନିକବର୍ତ୍ତି ନିଫ୍ଟି

ନୂଆଦିଲ୍ଲୀ,୨୬।୬(ଅଭୟ ଦାଶ): ଚଳିତ ସାଧାରଣ ନିର୍ବାଚନ ଫଳାଫଳ ପରେ ଘରୋଇ ଶେୟାର ବଜାରର କାରବାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପରିକି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇ ସେନ୍‌ସେକ୍ସ ଅଲ ଟାଇମ ହାଇ ବା ସର୍ବୋଚ୍ଚ ସ୍ତର (୭୮,୧୬୪.୭୧ଅଙ୍କ) ରେ…

ଜାଣନ୍ତି କି…ମିସ୍‌ କଲ୍‌ ଦେଇ ସହଜରେ ଜାଣିପାରିବେ ନିଜ PF ଆକାଉଣ୍ଟର ବାଲାନ୍ସ, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ,୨୫।୬: ଆପଣ କେବେ ଇପିଏଫ୍‌ଓର ମିସ୍‌ କଲ ବାଲାନ୍ସ ଚେକ ନମ୍ବର ବିକଳ୍ପ ବ୍ୟବହାର କରିଛନ୍ତି କି? ପିଏଫ୍‌ ଖାତାର ବାଲାନ୍ସ ଜାଣିବା ପାଇଁ ଆପଣ ପଞ୍ଜୀକୃତ ମୋବାଇଲ ନମ୍ବରରୁ 9966044425 ରେ ଇପିଏଫ୍‌ଓକୁ ଏକ ମିସ କଲ୍‌ ଦେଇପାରିବେ। ଏହାପରେ…

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ପରିବା ଦର…

ଭୁବନେଶ଼୍ବର, ୨୪।୬: ରାଜ୍ୟରେ ପରିବା ଦର ଅହେତୁକ ବୃଦ୍ଧି ପାଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଖାଉଟି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନାବଶ୍ୟକ ହୋର୍ଡିଂ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ…

RBIର ଚିନ୍ତା ବଢ଼ାଇଲା ମହଙ୍ଗା ମାଡ଼, ଗଭର୍ନର କହିଲେ ଆଗକୁ…

ନୂଆଦିଲ୍ଲୀ, ୧୯।୬: ଦେଶରେ ଆଳୁ, ପିଆଜ, ଟମାଟୋ ଭଳି ପରିବା ଠାରୁ ଆରମ୍ଭ କରି ଡାଲି, ତେଲ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି । ଯାହାକି ଜଣେ ସାଧାରଣ ଲୋକର ରୋଜଗାର ଉପରେ ପ୍ରଭାବ ପକାଉଛି । ଏହି…

ଏଲ୍‌ଆଇସିର ୫୮ ହଜାର କୋଟିର ବଡ଼ ପ୍ଲାନ୍‌, ଆଗକୁ…

ନୂଆଦିଲ୍ଲୀ, ୧୮।୬: ଦେଶର ସବୁଠାରୁ ବଡ଼ ଇନ୍ସ୍ୟୁରାନ୍ସ କମ୍ପାନୀ ଏଲ୍‌ଆଇସି ଆଗକୁ ଏକ ବଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ଜମି ଏବଂ ବିଲ୍ଡିଂ ବ୍ୟବସାୟ କରିବା ପାଇଁ ଏଲ୍‌ଆଇସି ୫୮ ହଜାର କୋଟି ଟଙ୍କାର ପ୍ଲାନ ପ୍ରସ୍ତୁତ କରିଛି…

ରେକର୍ଡ ସ୍ତର ଛୁଇଁଲା ଶେୟାର ମାର୍କେଟ୍‌

ମୁମ଼୍ବାଇ, ୧୮।୬: ମଙ୍ଗଳବାର ଶେୟାର ମାର୍କେଟ ରେକର୍ଡ ସ୍ତରରେ କାରବାର କରିଥିବା ଦେଖିବାକୁ ମିଳିଛି। ସେନ୍‌ସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ୭୭,୨୪୪.୧୭ ପଏଣ୍ଟରେ ପହଞ୍ଚିଛି ସେନ୍‌ସେକ୍ସ। ଏଥିରେ ୨୨୬.୬୨ (୦.୨୯ ପ୍ରତିଶତ) ପଏଣ୍ଟ ବୃଦ୍ଧି ପାଇଛି…

ବିଶ଼୍ବରେ ସବୁଠାରୁ ଅଧିକ ଦରମା, ଜାଣନ୍ତୁ କେତେ ଟଙ୍କା ?

ନୂଆଦିଲ୍ଲୀ, ୧୩।୬: ବିଶ଼୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦରମା ପ୍ୟାକେଜ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କର ପ୍ୟାକେଜ ଏତେ ଟଙ୍କାର ଥିଲା ଯେ ଆମେରିକୀୟ କୋର୍ଟଙ୍କୁ ମଧ୍ୟ ଏଥିରେ ରୋକ୍‌ ଲଗାଇବାକୁ ପଡ଼ିଥିଲା । ହେଲେ…

ଆମେରିକା ବ୍ୟାଙ୍କର ପ୍ରଭାବ, ରେକର୍ଡ ସ୍ତରରେ ସେୟାର ମାର୍କେଟ୍‌

ମୁମ଼୍ବାଇ, ୧୩।୬: ବିଶ଼୍ବର ସବୁଠାରୁ ବୃହତ୍‌ ଅର୍ଥନୈତିକ ଦେଶ ଆମେରିକାର ଫେଡରାଲ୍‌ ରିଜର୍ଭ ବ୍ୟାଙ୍କ୍‌ ଏହାର ନୀତିଗତ ସୁଧ ହାରକୁ ନେଇ ଘୋଷଣା କରିଛି । ଏହି ନିଷ୍ପତ୍ତି ସାରା ବିଶ଼୍ବର ଅପେକ୍ଷା ରହିଥିଲା । ଏହାର ପ୍ରଭାବ ଗୁରୁବାର ଭାରତୀୟ…

ପେଟ୍ରୋଲ-ଡିଜେଲ୍‌କୁ ନେଇ ବଡ଼ ଖବର, କେନ୍ଦ୍ରମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ, ୧୨।୬: ଦେଶରେ ଲୋକସଭା ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଆରମ୍ଭ ହୋଇଛି ନୂଆ ସରକାର ମୋଦି ୩.୦ । ମୋଦିଙ୍କ ସହିତ ୭୨ ମନ୍ତ୍ରୀ ଶପଥ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ମନ୍ତ୍ରାଳୟ…

ଶେୟାର ବଜାରରେ ପୁଣି ରେକର୍ଡ, ସର୍ବୋଚ୍ଚ ଛୁଇଁଲା ନିଫ୍ଟି

ନୂଆଦିଲ୍ଲୀ, ୧୨।୬: ଶେୟାର ବଜାର ଖୋଲିବାର ଏକ ଘଣ୍ଟା ପୂର୍ବରୁ ନୂଆ ଇତିହାସ ରଚିଛି ନିଫ୍ଟି। ୨୩,୪୨୦.୩୫ ପଏଣ୍ଟରେ ପହଞ୍ଚି ରେକର୍ଡ କରିଛି । ପୂର୍ବରୁ ଏହି ରେକର୍ଡ ୨୩,୪୧୧.୯୦ ପଏଣ୍ଟ ରହିଥିଲା । ଦୁଇଦିନ ତଳେ ଅର୍ଥାତ ସପ୍ତାହର ଆରମ୍ଭ…

ନୂଆ ସରକାର, ଓଡ଼ିଶାକୁ ମିଳିଲା ୬ ହଜାର ୩୨୭ କୋଟି

ନୂଆଦିଲ୍ଲୀ, ୧୧।୦୬: କେନ୍ଦ୍ରରେ ଏନ୍‌ଡିଏ ସରକାର ଗଠନ ହେବା ପରେ ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନେରନ୍ଦ୍ର ମୋଦି ଶପଥ ନେଇଛନ୍ତି । ଏଥିସହିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ରବିବାର ଶପଥ ନେବା ପରେ ସୋମବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି।…

କାରବାର ଆରମ୍ଭରୁ ଲାଲ୍‌ ହୋଇଗଲା ଶେୟାର ମାର୍କେଟ୍‌

ମୁମ଼୍ବାଇ, ୧୧।୬: ଭାରତୀୟ ଶେୟାର ବଜାର ମଙ୍ଗଳବାର କାରବାର ଆରମ୍ଭରୁ ବୃଦ୍ଧି ସହିତ ଖୋଲିଥିବା ବେଳେ ନିଫ୍ଟି ସଙ୍ଗେସଙ୍ଗେ ଲାଲ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ ନିଫ୍ଟିରେ ହ୍ରାସ ଘଟି ଏହା ୪୯,୫୩୯ ପଏଣ୍ଟ ତଳକୁ ଖସି ଆସିଛି । ବିଏସ୍‌ଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?