Bullet Train: ୨୦୨୬ରେ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍, ସର୍ବପ୍ରଥମେ ଏହି ଦୁଇ ସହରରୁ ହେବ ଆରମ୍ଭ ଗାନ୍ଧିନଗର,୧୨।୧: ଭାରତରେ ପ୍ରଥମ ବୁଲେଟ୍ ଟ୍ରେନ୍ ୨୦୨୬ରୁ ଗଡ଼ିବା ଆରମ୍ଭ ହେବ। ଏହି ଟ୍ରେନ୍ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ। ତା ସହ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ମେମୋରି ଚିପ୍ ୨୦୨୪ରୁ ବଣ୍ଟା ଯିବ ବୋଲି କେନ୍ଦ୍ର...