ମନୁ ଭାକରଙ୍କୁ ମିଳିଲା ବଡ଼ ବଡ଼ କମ୍ପାନୀର ଅଫର; ୨୦ ଲକ୍ଷରୁ ବଢି କୋଟିଏ ଛୁଇଁଲା ଫି ନୂଆଦିଲ୍ଲୀ,୨ା୮: ପ୍ୟାରିସ ଅଲମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ତାରକା ସୁଟର୍ ମନୁ ଭାକରଙ୍କ ଲୋକପ୍ରିୟତା ଏବେ ସମଗ୍ର ଦେଶରେ ବୃଦ୍ଧି ପାଇଛି। ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଏବଂ ମିଶ୍ରିତ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ...