Tag Archives: boudh

ଅଚାନକ ସ୍କୁଲ ଗସ୍ତ କରି ଶିକ୍ଷକଙ୍କ ଦରମା ବନ୍ଦ କଲେ BEO

ବୌଦ୍ଧ,୩୦।୧୧: ଆକ୍ସନରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ(BEO)। କାର୍ଯ୍ୟରେ ଅବହେଳା ଅଭିଯୋଗରେ BEO ୮ଟି ସ୍କୁଲର ୧୦ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି। ଏପରିକି କାର୍ଯ୍ୟରେ ଅବହେଳା କରିଥିବାରୁ ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।…

ବୌଦ୍ଧରେ ପ୍ରବଳ ବର୍ଷା: ବନ୍ୟାସ୍ରୋତରେ ଟ୍ରାକ୍ଟର ଭାସିଗଲା

କଣ୍ଟମାଳ,୨୪।୭(ଅଦିତେଶ୍ୱେର ମିଶ୍ର): ବୌଦ୍ଧ ଜିଲାରେ ଗତକାଲି ରାତିରେ ଲଗାଣ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବର୍ଷା କାରଣରୁ କୁରୁମୁଣ୍ଡା ନାଳ ଉପରେ ପାଞ୍ଚ ଫୁଟ ପାଣି ପ୍ରବାହିତ ହେଉଥିବାରୁ ମନମୁଣ୍ଡା-ଶଗଡା ରାସ୍ତାରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ…

ମୁକୁଳା ଡ୍ରେନ୍‌ରେ ଖସିପଡ଼ିଲେ ବ୍ୟକ୍ତି, ଆଖିରେ ପଶିଗଲା ଲୁହାରଡ଼

ବୌଦ୍ଧ,୨୪।୨: ବୌଦ୍ଧ ଜିଲା ପୁରୁଣାକଟକ ଥାନା ଧଳପୁର ପୂର୍ତ୍ତ ରାସ୍ତା କଡ ମୁକୁଳା ଡ୍ରେନ୍‌ରେ ଖସିପଡ଼ି ଜଣେ ଅଜଣା ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ଡ୍ରେନ୍‌ରେ ପଡ଼ିଯିବା ଫଳରେ ବ୍ୟକ୍ତିଙ୍କ ଆଖିରେ ଲୁହା ରଡ ପଶି ଯାଇଥିବା ବେଳେ ତାଙ୍କୁ…

ଯୋଗ୍ୟ ଚାଷୀଙ୍କୁ ମିଳିବ କିଷାନ କ୍ରେଡିଟ କାର୍ଡ

ବୌଦ୍ଧ,୯ା୨(ସ୍ବ.ପ୍ର):ବୌଦ୍ଧ କୃଷି ବିଭାଗ ପକ୍ଷରୁ କିଷାନ କ୍ରେଡିଟ କାର୍ଡ ନେଇ ଏକ ଖବରଦାତା ସମ୍ମିଳନୀ ଜିଲା କୃଷି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ା ଜିଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲାର ପ୍ରତ୍ୟେକ ଯୋଗ୍ୟ…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ବୌଦ୍ଧ ଜିଲା ବନ୍ଦ ଆରମ୍ଭ

ବୌଦ୍ଧ,୫।୨(ସ୍ବ.ପ୍ର.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଏବଂ ବୌଦ୍ଧକୁ ଉତ୍ତରାଞ୍ଜଳ ରାଜସ୍ବ ଅଧିନରେ ସାମଲ କରାଯିବା ନେଇ ବୁଧବାର ବୌଦ୍ଧ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଆରମ୍ଭ ହୋଇଛି। ଓକିଲ ସଂଘର ପ୍ରତିନିଧିମାନେ ସକାଳ ୬ଟାରୁ…

୧୨ ଘଣ୍ଟିଆ ବୌଦ୍ଧ ବନ୍ଦ

ବୌଦ୍ଧ,୨୧।୧(ସ୍ବ.ପ୍ର): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବୌଦ୍ଧ ଜିଲାରେ ଜମି ହରାଇଥିବା ପ୍ରଜାମାନେ ବଜାର ଦର ଆଧାରରେ କ୍ଷତିପୂରଣ ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦେଇଛନ୍ତି। କ୍ଷତିଗ୍ରସ୍ତ ପ୍ରଜା ସମିତି ପକ୍ଷରୁ ସକାଳ ୬ଟାରୁ ସହରର ବ୍ରିଜ୍‌ ଛକଠାରେ…

ବୌଦ୍ଧ ପୁସ୍ତକମେଳା ଉଦ୍‌ଯାପିତ:ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ପୁସ୍ତକମେଳା ଗୁରୁତ୍ୱପୂର୍ଣ୍ଣ

ବୌଦ୍ଧ, ୧୧ା୧୨(ସ୍ବ.ପ୍ର):ବୌଦ୍ଧ ଜିଲା ସଦର ମହକୁମା କଚେରି ପଡିଆଠାରେ ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ୭ ଦିନିଆ ‘ପଞ୍ଚଦଶ ବୌଦ୍ଧ ପୁସ୍ତକମେଳା’ ସୋମବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ରବିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଗଣମାଧ୍ୟମ ଓ…

ବଜ୍ରପାତ ନେଲା ଜଣଙ୍କ ଜୀବନ

ବୌଦ୍ଧ,୬।୧୦: ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ଗ୍ରାମରେ ରବିବାର ସକାଳ ୭ଟାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବନ୍ଧାପଥର ଗ୍ରାମର ନୀଳା ଲୋହିତ ବେହେରା (୫୩) ବିଲକୁ ଯାଇଥିବାବେଳେ ବଜ୍ରପାତ ଘଟିଥିଲା। ସେଠାରେ ହିଁ ସେ ଟଳି ପଡିଥିଲେ। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?