Tag Archives: bollywood

ଜନ୍ମଦିନରେ ଗର୍ଲଫ୍ରେଣ୍ଡଙ୍କୁ ଲିପ୍‌କିସ୍‌ ଦେଲେ ହ୍ରିତିକ୍‌

ବଲିଉଡ ସୁପର ହିରୋ ହ୍ରିତିକ ରୋଶନ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିମାନେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ହ୍ରିତିକଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ମଧ୍ୟ ଏକ…

ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ହେଲେ ପରିଣୀତି

ଅଭିନେତ୍ରୀ ପରିଣୀତି ଚୋପ୍ରା ବିବାହ ପରେ ପ୍ରଥମ ଖ୍ରୀଷ୍ଟମାସ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ରାଘବ ଚଢାଙ୍କ ସହ ସେ ଲଣ୍ଡନରେ ପହଞ୍ଚିଛନ୍ତି। ସେଠାରୁ ରୋମାଣ୍ଟିକ ଫଟୋ ଶେୟାର କରି ରାଘବଙ୍କ ପାଇଁ ଏକ ସୁନ୍ଦର ନୋଟ ଲେଖିଛନ୍ତି। ପରିଣୀତି…

Dunki Movie Ticket: ମାଗଣାରେ ଦେଖନ୍ତୁ ‘ଡଙ୍କି’; ମିଳୁଛି ଜବରଦସ୍ତ ଅଫର, ଏଭଳି କରନ୍ତୁ ବୁକିଂ

ବମ୍ବେ: ବଲିଉଡ ଅଭିନେତା ଶାହାରୁଖ ଖାନ୍‌ ଏବଂ ତାପସୀ ପନ୍ନୁ ଅଭିନୀତ ଫିଲ୍ମ ‘ଡଙ୍କି’ ରିଲିଜ ହୋଇଛି। ଦିର୍ଘଦିନ ଧରି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌ ଥିଲା। ଏହାର ପରିଣାମସ୍ବରୂପ ସିନେମାହଲ୍‌ଗୁଡ଼ିକରେ ଦର୍ଶକଙ୍କ ଗହଳି ଦେଖିବାକୁ ମିଳୁଛି। ତେବେ…

ବାତ୍ୟାରେ ଦୀର୍ଘ ୨୪ ଘଣ୍ଟା ଯାଏ ଫସି ରହିଲେ ଆମିର ଖାଁ; ପାଣି କି ବିଜୁଳି ମିଳିଲା ନାହିଁ…

ଚେନ୍ନାଇ: ବାତ୍ୟା ‘ମିଗ୍‌ଜୋମ୍‌’ରେ ଫସି ରହିଥିଲେ ବଲିଉଡ୍‌ ଅଭିନେତା ଆମିର ଖାଁ। ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ ଦୀର୍ଘ ୨୪ ଘଣ୍ଟା ଯାଏ ଫସି ରହିଥିଲେ ସେ। ପରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି।…

ଅଭିଷେକ ହାତରୁ କାଢ଼ିଲେ ବିବାହ ମୁଦି! 

ବମ୍ବେ: ବଲିଉଡର ଚର୍ଚ୍ଚିତ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଫାଟ। ଏନେଇ କିଛି ଦିନ ଧରି କିଛି ନା କିଛି ଶୁଣିବାକୁ ମିଳୁଥିବା ବେଳେ ଏବେ କିଛି ଫଟୋ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି। ଫଟୋଗୁଡ଼ିକ ଅଭିଷେକଙ୍କର। ଆପଣ ଭାବୁଥିବେ…

ସଲମାନଙ୍କୁ ଭାଇ ଡାକିବା ପଡ଼ିଲା ମହଙ୍ଗା: ଆତଙ୍କବାଦୀ ଲରେନ୍ସ ଗ୍ରୁପ୍‌ ଟାର୍ଗେଟରେ ପଞ୍ଜାବୀ ଗାୟକ

ବମ୍ବେ: ଆତଙ୍କବାଦୀଙ୍କ ଟାର୍ଗେଟରେ ପଞ୍ଜାବର ଲୋକପ୍ରିୟ ଗାୟିକା ଗିପ୍ପି ଗ୍ରଓ୍ବୋଲଙ୍କ। କାନାଡ଼ାରେ ଥିବା ତାଙ୍କ ଘର ବାହାରେ ଶନିବାର ରାତିରେ ଜୋରଦାର୍‌ ଫାୟାରିଂ ହୋଇଥିଲା। ଏଥିରେ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି। କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇର ଗ୍ରୁପ୍‌ ଏହି…

୪୭ ବର୍ଷ ବୟସରେ ବିବାହ କରିବାକୁ ଯାଉଛନ୍ତି ଏହି ବଲିଉଡ୍‌ ଅଭିନେତା

ବମ୍ବେ: ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା। ୪୭ ବର୍ଷ ବୟସରେ ପ୍ରେମିକା ଲିନ୍‌ ଲାଶରମ୍‌ଙ୍କ ହାତ ଧରିବେ ସେ। ଏହି ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅଭିନେତା ସୋସିଆଲ ମିଡିଆ…

ରଣବୀର କହିଲେ-‘ରାହାଙ୍କ ପରେ ପୁଣି ଝିଅଟିଏ ଦରକାର’

ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ। ଫିଲ୍ମରେ ତାଙ୍କ ନାୟିକା ସାଜିଛନ୍ତି ଚୁଲବୁଲି ରଶ୍ମିକା ମନ୍ଦାନା। ଟ୍ରେଲର ରିଲିଜ ପରଠାରୁ ଦର୍ଶକଙ୍କ କ୍ରେଜ ବଢ଼ିଥିବା ବେଳେ ରଣବୀର ନିଜେ ଅନେକ ସାକ୍ଷାତକାର ଦେଉଛନ୍ତି।…

କିଆରାଙ୍କୁ ବିବାହ କରିବା ପରେ ବଦଳିଯାଇଛି ମୋ’ ଜୀବନ: ସିଦ୍ଧାର୍ଥ

ବମ୍ବେ: ବିବାହ ପରେ ବଦଳିଗଲେଣି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା। ଏକଥା ଆମେ ନୁହେଁ, ଅଭିନେତା ନିଜେ କହିଛନ୍ତି। ଲୋକପ୍ରିୟ ଚାଟ୍‌ ଶୋ’ ‘କଫି ଉଇଥ୍‌ କରନ୍‌ ୮’ରେ ଅତିଥି ଭାବେ ଯୋଗଦେଇ ସିଦ୍ଧାର୍ଥ ଏଭଳି ମନ୍ତବ୍ୟ ଦେଇଛନ୍ତି। ଶୋ’ର ଆଗାମୀ…

ଟିମ୍‌ ଇଣ୍ଡିଆକୁ ଚିୟର କଲେ ବଲିଉଡ୍‌ର ଏସବୁ କଳାକାର

ମୁମ୍ବାଇ,୧୫ା୧୧: ମୁମ୍ବାଇର ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ବଲିଉଡ୍‌ର ଅନେକ କଳାକାର ଉପସ୍ଥିତ ରହି ଟିମ୍‌ ଇଣ୍ଡିଆକୁ ଚିୟର କରୁଛନ୍ତି। ଅଭିନେତ୍ରୀ କିଆରା ଆଡଭାନୀ, ସିଦ୍ଧାର୍ଥ ମାଲହୋତ୍ରା, ରଣବୀର କପୁର, ବିକି କୌଶଲ, ଶାହିଦ…

ପୂର୍ବତନ ପ୍ରେମିକଙ୍କ ସହ ପ୍ୟାଚ୍‌ଅପ୍‌ କରିନେଲେ କି ସୁସ୍ମିତା? ଦୀପାବଳି ପାର୍ଟିରେ ହାତ ଧରି ଏଣ୍ଟ୍ରି କରିବା ପରେ ଚର୍ଚ୍ଚା ବଢ଼ିଲା…

ବମ୍ବେ: ଅଭିନୟକୁ ନେଇ କମ୍‌ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ। କେତେବେଳେ ୧୮ ବର୍ଷ ସାନ ପ୍ରେମିକ ତ କେତେବେଳେ ଲଳିତ ମୋଦିଙ୍କ ସହ ସମ୍ପର୍କକୁ ନେଇ ଖବର ଶିରୋନାମାରେ ରହିଆସିଛନ୍ତି ସେ।…

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। ଟ୍ୟୁମର ଚିକିତ୍ସା ସାରି ଭାରତ ଫେରିଥିବା ଇରଫାନ ିଜ ଆଗାମୀ ଫିଲ୍ମ ‘ଇଂଲିଶ ମିଡିୟମ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ରାଜସ୍ଥାନର ଉଦୟପୁରରେ ଫିଲ୍ମର ଶୁଟିଂ ଚାଲିଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?