Tag Archives: bjp

ବିଧାୟକମାନେ କେତେ ଦରମା ପାଆନ୍ତି ଜାଣନ୍ତୁ…

ଭୁବନେଶ଼୍ବର, ୧୦ା୬: ଓଡ଼ିଶା ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବହୁମତ ହାସଲ କରି ଭାଜପା ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି। ଏହାରି ମଧ୍ୟରେ କିଛି ପୁରୁଣା ନେତା ନିର୍ବାଚନ ଜିତିଥିବା ବେଳେ ଆଉ କିଛି…

ଚର୍ଚ୍ଚାରେ ଆଦିବାସୀ ମହିଳା ସାବିତ୍ରୀ ଠାକୁର, ହେଲେ ଦେଶର ମନ୍ତ୍ରୀ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ,୧୦ା୬: ଦୁଇଥରର ଲୋକସଭା ଏମ୍‌ପି ତଥା ୪୬ ବର୍ଷିୟ ସାବିତ୍ରୀ ଠାକୁର ନୂଆକରି ମନ୍ତ୍ରୀ ହୋଇଛନ୍ତି । ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଭାବେ ରବିବାର ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି । ଅନୁସୂଚିତ ଜନଜାତି ସଂରକ୍ଷଣ…

କିଏ ହେବେ ଭାଜପାର ହାଇକମାଣ୍ଡ ? ରେସ୍‌ରେ ଅଛନ୍ତି…

ନୂଆଦିଲ୍ଲୀ, ୧୦ା୬: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହିତ ସମ୍ପର୍ଣ୍ଣ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି। ଏପରିସ୍ଥଳେ ଭାଜପାର ଆଗାମୀ ଅଧ୍ୟକ୍ଷ ବା ହାଇକମାଣ୍ଡ କିଏ ହେବେ ସେ ନେଇ ପ୍ରଶ୍ନ…

ନୂଆ ସରକାର ପ୍ରଭାବ, ସମସ୍ତ ରେକର୍ଡ ଭାଙ୍ଗିଲା ସେୟାର ବଜାର

ମୁମ଼୍ବାଇ, ୧୦।୦୬: ଦେଶରେ ପୁଣିଥରେ ମୋଦି ସରକାର ଆସିବା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ରବିବାର ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଶପଥ ନେଇଛନ୍ତି । ଏହାର ପ୍ରଭାବ ସେୟାର ମାର୍କେଟ୍‌ ଉପରେ ପଡ଼ିଛି ।…

କଙ୍ଗନାଙ୍କ ବିରୋଧରେ ବାହାରିଲେ କୃଷକ ସଙ୍ଗଠନ, କହିଲେ ଅଭିଯୋଗ ମିଛ

ନୂଆଦିଲ୍ଲୀ, ୭ା୬: ବଲିଉଡ୍‌ ଅଭିନେତ୍ରୀ ତଥା ନୂଆକରି ଭାଜପାରୁ ଏମ୍‌ପି ହୋଇଥିବା କଙ୍ଗନା ରାଣାୱତ୍‌ଙ୍କ ବିରୋଧରେ କୃଷକ ସଂଗଠନ ଏକ୍‌ଜୁଟ୍‌ ହୋଇଛନ୍ତି। କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଫ୍‌ର କନଷ୍ଟେବଳଙ୍କ ବିରୋଧରେ ମିଛ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି ବୋଲି…

ଭାଜପା ଜିତିବା ଖୁସିରେ ଆଙ୍ଗୁଠି କାଟି ମା’ କାଳିଙ୍କ ନିକଟରେ ସମର୍ପଣ କଲେ ଏହି ବ୍ୟକ୍ତି 

ରାୟପୁର,୯।୬: ଗତ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଏନ୍‌ଡିଏ ମେଣ୍ଟ ପୁଣିଥରେ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ହେଲେ ଜୁନ ୪ ଭୋଟଗଣତି ହେବା ଦିନ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ରହିଥିଲା। ଏହାଦେଖି ଛତିଶଗଡ଼ର ଜଣେ ଭାଜପା ସମର୍ଥକ…

ମୁଖ୍ୟମନ୍ତ୍ରୀ ରେସ୍‌ରୁ ବାଦ୍‌ ପଡ଼ିପାରନ୍ତି ଧର୍ମେନ୍ଦ୍ର, କାରଣ…

ଭୁବନେଶ୍ୱର,୮ା୬: ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପାକୁ ବହୁମତ ମିଳିଛି। ରାଜ୍ୟରେ ମଧ୍ୟ ଭାଜପା ସରକାର ଗଢ଼ିବ ବୋଲି ସ୍ଥିର ହୋଇଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କୌଣସି ସ୍ପଷ୍ଟତା ଏ ପର୍ଯ୍ୟନ୍ତ ଆସିପାରୁନାହିଁ। ନେତାଙ୍କୁ ଭୋଟ୍‌ ଦେଇ…

ଭାଜପାରେ ଯୋଗ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୮ା୬: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ଶନିବାର ଦଳ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ପାଟ୍ଟଶାଣୀ ୧୯୯୮ରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ସେ ପାଞ୍ଚ ଥର ପାଇଁ ଏମ୍‌ପି ଭାବରେ ନିର୍ବାଚିତ…

ବଢ଼ିଲା ଉଦ୍ଧବଙ୍କ ଟେନ୍‌ସନ୍‌, ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ଦୁଇ ଏମ୍‌ପି

ମୁମ଼୍ବାଇ, ୮/୬: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଶିବସେନା ଉଦ୍ଧବ ଗୋଷ୍ଠୀଙ୍କ ଚିନ୍ତା ଏବେ ବଢ଼ିବାରେ ଲାଗିଛି । ୨୦୧୯ ଅପେକ୍ଷା ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ ନକରନପାରି ଦଳ ୯ଟି ଆସନ ଜିତିବାକୁ ସକ୍ଷମ ହୋଇଛି।…

ସାମ୍ନାକୁ ଆସିଲା ପାକିସ୍ତାନର ସତ, ମୋଦିଙ୍କୁ ଜଣାଇଲାନି ଶୁଭେଚ୍ଛା

ନୂଆଦିଲ୍ଲୀ, ୮/୬: ଲୋକସଭା ନିର୍ବାଚନରେ ଏନ୍‌ଡିଏ ବିଜୟୀ ହେବା ପରେ ସାରା ବିଶ଼୍ବର ନେତା ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ପଡ଼ୋଶୀ ଦେଶ ପାକିସ୍ତାନ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ। ବର୍ତ୍ତମାନ ଏହାକୁ ନେଇ ପାକିସ୍ତାନର ଏକ ବୟାନ…

ମୁଖ୍ୟମନ୍ତ୍ରୀଙ୍କୁ ଲାଗିପାରେ ବଡ଼ ଝଟକା, ବିରୋଧୀ ଦଳକୁ ଯିବେ ୬ ବିଧାୟକ!

ମୁମ଼୍ବାଇ, ୭ା୬: ଲୋକସଭା ନିର୍ବାଚନ ଫଳ ଆସିବା ପରେ ମହାରାଷ୍ଟ୍ରର ରାନଜନୈତିକ ସ୍ଥିତି ସରଗରମ ହୋଇଛି। ବର୍ତ୍ତମାନର ଶାସନରେ ଥିବା ଶିନ୍ଦେ ଦଳକୁ ହାର୍‌ର ସାମ୍ନା କରିବାକୁ ପଡ଼ିଛି। ପୂର୍ବରୁ ଶିନ୍ଦେ ଗୋଷ୍ଠୀ ଅଧୀନରେ ରହିଥିବା ଆସନ ମଧ୍ୟ ଚଳିତ ନିର୍ବାଚନରେ…

୨୦୨୯ ନିର୍ବାଚନ ଜିତିବାକୁ ମୋଦିଙ୍କ ଟାର୍ଗେଟ୍‌, ଏନ୍‌ଡିଏ ବୈଠକରେ କହିଲେ…

ନୂଆଦିଲ୍ଲୀ, ୭ା୬: ନୂଆଦିଲ୍ଲୀରେ ଜାରି ରହିଛି ଏନ୍‌ଡିଏର ସଂସଦୀୟ ଦଳ ବୈଠକ। ସଂସଦୀୟ ଦଳ ନେତା ଭାବେ ନରେନ୍ଦ୍ର ମୋଦିଙ୍କୁ ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି। ମୋଦି ନବ ନିର୍ବାଚିତ ନେତାଙ୍କୁ ଆଗାମୀ ୧୦ ବର୍ଷ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri