ହାରିଲେ ବିଜେଡି, କଂଗ୍ରେସ, ଭାଜପା ସଭାପତି
ଭୁବନେଶ୍ୱର,୪ା୬(ଅନିଲ ଦାସ): ଚଳିତ ନିର୍ବାଚନର ଫଳାଫଳ ଅତ୍ୟନ୍ତ ରୋମାଞ୍ଚକ ହୋଇଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସଭାପତି ଏହି ନିର୍ବାଚନରେ ହାରି ଯାଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ବିଧାନସଭା…
ପ୍ରଥମ ଥର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ମାଟିରେ ଭାଜପା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି: ମୋଦି
ନୂଆଦିଲ୍ଲୀ,୪।୬: ୨୦୨୪ ନିର୍ବାଚନ ଫଳାଫଳ ଆସିବା ପରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି। ଏନ୍ଡିଏ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିଛି। ଏମିତିରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଦିଲ୍ଲୀ…
ବଦଳିଯିବ ଓଡ଼ିଶା ରାଜନୀତି, ଗଠନ ହେବ ନୂଆ ସରକାର !
ଭୁବନେଶ଼୍ବର,୪।୬: ରାଜ୍ୟରେ ଜାରି ରହିଛି ନିର୍ବାଚନ ଗଣତି। ପ୍ରଥମ ପର୍ଯ୍ୟାୟରୁ ଆଗରେ ଥିବା ବିଜେଡି ପୁଣିଥରେ ସରକାର ଗଢ଼ିବା ନେଇ ଆଶା କରାଯାଉଥିଲା । ହେଲେ ଦିନ ୧୦ଟା ପରେ ସ୍ଥିତି ବଦଳିଯାଇଥିଲା। ଲିଡ୍କୁ ଚାଲିଆସିଥିଲା ଭାଜପା । ବର୍ତ୍ତମାନ ମଧ୍ୟ…
ତାଳଚେର ବିଧାନସଭା ଆସନ ବଜାୟ ରଖିଲା ବିଜେଡି
ତାଳଚେର,୪।୬: ତାଳଚେର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପୁଣିଥରେ ବଜାୟ ରଖିଛି। ବର୍ତ୍ତମାନ ବିଧାୟକ ଥିବା ବ୍ରଜ କିଶୋର ପ୍ରଧାନ ପୁଣିଥରେ ଏହି ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କୁ ମୋଟ ୭୫,୬୨୧ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ଼୍ବନ୍ଦୀ…
ଆନ୍ଧ୍ର ପ୍ରଦେଶରେ ବଡ଼ ଓଲଟ ପାଲଟ, ବଦଳିବ ସରକାର
ନୂଆଦିଲ୍ଲୀ,୪।୬: ଆନ୍ଧ୍ର ପ୍ରଦେଶ ଭାଗଭାଗ ହେବାପରେ ତୃତୀୟଥର ବିଧାନସଭା ନିର୍ବାଚନ ହୋଇଥିଲା। ଲୋକ ସଭା ସହିତ ବିଧାନସଭା ନିର୍ବାଚନ ମିଳିତ ଭାବେ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମତଗଣନା ଜାରି ରହିଛି। ହେଲେ ଗଣାନାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସରକାର ବଦଳିବାକୁ…
ବିଜେଡି ହାତରୁ ଖସିଗଲା ଚିଲିକା ଆସନ, ଫୁଟିଲା ପଦ୍ମ
ଭୁବନେଶ଼୍ବର,୪।୬: ବହୁ ଚର୍ଚ୍ଚିତ ଚିଲିକା ବିଧାନସଭା ମଣ୍ଡଳୀ ଶାସକ ଦଳ ହାତରୁ ଖସି ଯାଇଛି। ଭାଜପା ଦଳର ପ୍ରାର୍ଥୀ ପୃଥ଼୍ବୀରାଜ ହରିଚନ୍ଦନ ଏଠାରୁ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ପୃଥ଼୍ବୀରାଜ ୪,୫୬୬ ମାର୍ଜିନରେ ପରାସ୍ତ କରିଛନ୍ତି। ପୃଥ଼୍ବୀରାଜଙ୍କୁ ମୋଟ…
ଫୁଲବାଣୀ ବିଧାନସଭା ଆସନ ହାତେଇଲା ଭାଜପା
ଫୁଲବାଣୀ,୪ା୬(ରାକେଶ କୁମାର ରାଉତ): ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ଉମାଚରଣ ମଲିକ ବିଜୟ ଲାଭ କରିଛନ୍ତି। ଉମାଚରଣ ମୋଟ୍ ୫୩,୯୦୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ଜୟଶ୍ରୀ କହଁର ୫୧,୦୪୨ ଖଣ୍ଡ ଭୋଟ୍…
ବିହାର ଲୋକ ସଭା ରେଜଲ୍ଟ, ଜାଣନ୍ତୁ କିଏ ଆଗରେ…
ନୂଆଦିଲ୍ଲୀ,୪।୬: ବିହାରର ୪୦ଟି ଲୋକସଭା ଆସନ ପାଇଁ ଗଣତି ଭୋଟ ଗଣତି ଚାଲୁ ରହିଥିବାବେଳେ ଏନ୍ଡିଏ ଆଗରେ ରହିଛି। ୩୪ ଆସନରେ ଲିଡ୍ ଜାରି ରଖିଥିବା ଏନ୍ଡିଏର ଭାଜପା ୧୩ ସିଟ୍, ଜେଡିୟୁ ୧୫, ଲୋଜପା ରାମବିଳାଶ ୫ ସିଟ୍ରେ ଆଗରେ…
କଟକ ସଦର ବିଧାନସଭା ଆସନ: ୧୦ମ ରାଉଣ୍ଡରେ ବିଜେଡି ଆଗୁଆ
କଟକ,୪ା୬(କାର୍ତ୍ତିକ ସାହୁ): କଟକ ସଦର ବିଧାନସଭା ଆସନରେ ମଙ୍ଗଳବାର ଭୋଟ୍ ଗଣତି ଜାରି ରହିଛି। ତେବେ ୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ବଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ୩୫,୨୯୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ଭାଜପାର ପ୍ରକାଶ ଚନ୍ଦ୍ର ସେଠୀ…
ରେକର୍ଡ ଦିଗରେ ଅଗ୍ରସର ହେଉଛନ୍ତି ଅମିତ୍ ଶାହା
ନୂଆଦିଲ୍ଲୀ,୪।୬: ସାରା ଦେଶରେ ଲୋକ ସଭା ନିର୍ବାଚନ ଗଣତି ଚାଲୁ ରହିଛି। ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ୍ ଶାହା ରେକର୍ଡ ଦିଗରେ ଅଗ୍ରସର ହେଉଛନ୍ତି। ବିରାଟ ବ୍ୟବଧାନରେ ଅମିତ୍ ଶାହ ରହିଥିବା ନିର୍ବାଚନ…
କଟକ ଲୋକ ସଭା ଆସନରେ ଭାଜପା ଆଗୁଆ
କଟକ,୪ା୬(କାର୍ତ୍ତିକ ସାହୁ): କଟକ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୮ମ ରାଉଣ୍ଡ ସୁଦ୍ଧା ୧,୩୫,୫୬୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ୧ ୨୪,୦୦୮ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ…
ଖଲ୍ଲିକୋଟ, କବିସୂର୍ଯ୍ୟନଗରରେ ଭାଜପା ଆଗୁଆ
ପୁରୁଷୋତ୍ତମପୁର,୪ା୬(ସିମାଞ୍ଚଳ ମିଶ୍ର): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍ ଗଣତି ଚାଲିଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଷଷ୍ଠ ରାଉଣ୍ଡ ସୁଦ୍ଧା ଭାଜପା ୭୩୮୩ ଭୋଟ୍ରେ ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ୨୪ହଜାର ୯୫୯ ଖଣ୍ଡ ଭୋଟ୍…
Archives


