ଓଡ଼ିଶା ପ୍ରସଙ୍ଗରେ ବଡ଼ କଥା କହିଲେ ମମତା: କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୮: ଟ୍ରେନିଂ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାକୁ ରାଜନୀତିକରଣ କରି ଭାଜପା ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜନୈତିକ ଫାଇଦା ଉଦେଶ୍ୟରେ ଭାଜପା ଏପରି କରୁଥିବା...
ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସଂଖ୍ୟାଗରିଷ୍ଠତା ହାସଲ କଲା ଏନ୍ଡିଏ
ନୂଆଦିଲ୍ଲୀ,୨୭ା୮: ରାଜ୍ୟ ସଭାକୁ ୧୨ ସଦସ୍ୟ ମଙ୍ଗଳବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉପନିର୍ବାଚନରେ ଭାଜପାରୁ ୯ ଜଣ ସଦସ୍ୟ ନିର୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ସହଯୋଗୀ ଦଳରୁ ୨...
ଚମ୍ପାଇ ସୋରେନ ସାମିଲ ହେଲେ ଭାଜପାକୁ କେତେ ଫାଇଦା, ଜାଣନ୍ତୁ କ’ଣ ରହିଛି ମୋଦିଙ୍କ ମାଷ୍ଟରଷ୍ଟୋକ
ରାଞ୍ଚି,୨୭।୮: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମ୍ପର୍କରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନା ସୋମବାର ଶେଷ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର ବିଳମ୍ବିତ ରାତିରେ ସୂଚନା ଦେଇ କହିଛନ୍ତି, ଚମ୍ପାଇ ସୋରେନ ଶୁକ୍ରବାର (୩୦ ଅଗଷ୍ଟ) ଭାଜପାରେ...
କଙ୍ଗନାଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଲା ଭାଜପା: କୃଷକ ଆନ୍ଦୋଳନ ବୟାନ ପ୍ରସଙ୍ଗରେ ପ୍ରକାଶ କଲା ଅସନ୍ତୋଷ
ନୂଆଦିଲ୍ଲୀ,୨୬।୮: ଭାଜପା ଏମପି କଙ୍ଗନା ରାନାୱତ ଏକ ସାକ୍ଷାତକାରରେ କୃଷକଙ୍କ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିରୋଧୀ ଦଳ ଭାଜପାକୁ ତୀବ୍ର ଟାର୍ଗେଟ କରି କଙ୍ଗନା ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ। ବଢୁଥିବା...
ଭାଜପାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ, ରହିଛି ଏହି ହେଭିଓ୍ବେଟ୍ ନେତାଙ୍କ ନାମ
ନୂଆଦିଲ୍ଲୀ,୨୬ା୮: ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ରାଜନୈତିକ ଦଳମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅତ୍ୟାଧୁନିକ ବିକାଶରେ ଭାରତୀୟ ଜନତା ପାର୍ଟି ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...
ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ନୂଆ ତାଲିକା ପ୍ରକାଶ କଲା ଭାଜପା, ରହିଛି ଏହିମାନଙ୍କ ନାଁ
ଶ୍ରୀନଗର,୨୬ା୮: ୧୦ ବର୍ଷ ପରେ ପ୍ରଥମ ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଭାଜପା ସୋମବାର ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସକାଳେ ଭାଜପା ମଧ୍ୟ ପ୍ରଥମ ତାଲିକା ପ୍ରକାଶ କରିଥିଲା, କିନ୍ତୁ କିଛି...
ଜମ୍ମୁ-କଶ୍ମୀର ନିର୍ବାଚନ: ତାଲିକା ପ୍ରକାଶ କରି କିଛି ସମୟ ପରେ ପ୍ରତ୍ୟାହାର କରିନେଲା ଭାଜପା
ଶ୍ରୀନଗର,୨୬ା୮: ୧୦ ବର୍ଷ ପରେ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସୋମବାର (୨୬ଅଗଷ୍ଟ) ସକାଳେ ଭାଜପା ମଧ୍ୟ ପ୍ରଥମ ତାଲିକା ପ୍ରକାଶ କରିଥିଲା, କିନ୍ତୁ କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରି ନେଇଛି। ଏହି...
ସୁଭଦ୍ରା ଯୋଜନା ଏସଓପି ଘୋଷଣା ପରେ ଭାଜପାକୁ ଟାର୍ଗେଟ କଲେ ନବୀନ: କହିଲେ-ଗ୍ୟାରେଣ୍ଟି ନା ଧୂଆଁବାଣ?
ଭୁବନେଶ୍ୱର,୨୩।୮: ଶୁକ୍ରବାର ରାଜ୍ୟ ସରକାର ସୁଭଦ୍ରା ଯୋଜନାର ଏସଓପି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ କେଉଁମାନେ ଏହି ଯୋଜନାରେ ଉପକୃତ ହେବେ ଏବଂ କେଉଁମାନେ ବାଦ ପଡ଼ିବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ବିଧାନସଭା...
ଆଜି ନିର୍ବାଚନ ହେଲେ ବଢ଼ିଯିବ କଂଗ୍ରେସ ଆସନ; ଜାଣନ୍ତୁ କେଉଁଠି ପହଞ୍ଚିଲା ଭାଜପା
ନୂଆଦିଲ୍ଲୀ,୨୨ା୮: ଦେଶରେ ସାଧାରଣ ନିର୍ବାଚନ ସରିବାର ଦୁଇ ମାସ ପରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଆଜ୍ ତକ୍ ପକ୍ଷରୁ କରାଯାଇଥିବା ‘ମୁଡ ଅଫ ଦି ନେଶନ’ ସର୍ଭ ଅନୁଯାୟୀ କେଉଁ ଦଳ କେତେ ଭୋଟ ପାଇବ ସେ ନେଇ ନୂଆ...
ଉତ୍ତରପ୍ରଦେଶ ଉପନିର୍ବାଚନ ନେଇ ଆର୍ଏସ୍ଏସ୍-ଭାଜପାର ମାନସ ମନ୍ଥନ, ସଂଘର ମୁଖିଆ କହିଲେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ…
ଲକ୍ଷ୍ନୌ,୨୨ା୮: ଉତ୍ତରପ୍ରଦେଶ ଭାଜପାରେ ଚାଲିଥିବା ବିବାଦ ମଧ୍ୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍ଏସ୍ଏସ୍) ଏହାର କମାଣ୍ଡ ଦାୟିତ୍ୱ ନେବ। ଏନେଇ ଆର୍ଏସ୍ଏସ୍ର ସହକାରୀ ନେତା ଅରୁଣ କୁମାରଙ୍କ ଉପସ୍ଥିତିରେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସରକାର, ଆର୍ଏସ୍ଏସ୍ ଏବଂ ସଂଗଠନର...
ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୨୨ା୮: ଗୁରୁବାର ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହେବାରୁ ବାଚସ୍ପତି ସୁରମା ପାଢ଼ୀ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଗଞ୍ଜାମର ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ହୋ-ହଲ୍ଲା କରିଥିବା ବେଳେ ଇଡି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ...
ସ୍ୱାଧୀନ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଭାଜପାର ଜଗନ୍ନାଥ ପ୍ରଧାନ, ଜାଣନ୍ତୁ କାହିଁକି
ଭୁବନେଶ୍ୱର,୨୧।୮: ରାଜ୍ୟ ସଭା ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ ପ୍ରଧାନ। ଗତକାଲି ମମତା ମହାନ୍ତଙ୍କ ନାଁ ଭାଜପା ଘୋଷଣା କରିବା ପରେ ବୁଧବାର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ...
Archives


