ଅଶୋକ ପଣ୍ଡାଙ୍କ ବିସ୍ଫୋରକ ବୟାନ: ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କାହାର ବ୍ୟକ୍ତିଗତ…
ଭୁବନେଶ୍ୱର,୨୮ା୮: ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ...
ଆଜି ୮ ଘଣ୍ଟିଆ ଆଗରପଡ଼ା ବନ୍ଦ ପାଳନ କଲା ବିଜେଡି
ଭଦ୍ରକ,୨୮ା୮(ସନାତନ ରାଉତ): ଭଦ୍ରକ ଜିଲାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଅଗରପଡ଼ା ବଜାରକୁ ଏନ୍ଏସି ଘୋଷଣା ଦାବିରେ ବିଜେଡି ପକ୍ଷରୁ ଗୁରୁବାର ୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଫଳରେ ଦୋକାନ ବଜାର ଓ ବିଭିନ୍ନ ଅଫିସ ବନ୍ଦ ରହିବା ସହ...
ବିଜେଡିରେ ଛାତ୍ର ସଂଗଠନ ପାଇଁ ବଡ଼ ନିଷ୍ପତ୍ତି ନେଲେ ନବୀନ, ଏହି ନେତାଙ୍କୁ ମିଳିଲା ଦାୟିତ୍ୱ
ଭୁବନେଶ୍ୱର,୨୬।୮: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ୍ ଯୁବ ଓ ଛାତ୍ର ସଂଗଠନରେ ନୂଆ ନେତୃତ୍ୱ ଗଠନ କରିଛନ୍ତି। ଏହି ନିଯୁକ୍ତି ଅନ୍ତର୍ଗତ ଚିନ୍ମୟ ସାହୁଙ୍କୁ ବିଜୁ ଯୁବ ଜନତା ଦଳ (BYJD) ସଭାପତି ଏବଂ ଈପ୍ସିତା...
ଅମର ଶତପଥୀଙ୍କ ବିସ୍ଫୋରକ ବୟାନ: ସବୁଠି ବିଜେଡି…
ଭୁବନେଶ୍ୱର,୨୪ା୮: ବରିଷ୍ଠ ରାଜନେତା ଅମର ଶତପଥୀ ରବିବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ରାଜନୈତିକ ମହଲରେ ଜୋର୍ଦାର ଚର୍ଚ୍ଚା ହେଉଛି। ସେ କହିଛନ୍ତି ବଡ଼ଚଣା ବିଜେଡିକୁ ଭାଙ୍ଗିବା ପ୍ରକ୍ରିୟା ଭୁବନେଶ୍ୱରରୁ ହିଁ ଆରମ୍ଭ ହୋଇଥିଲା। କର୍ମୀ ସେତେବେଳେ...
ପ୍ରେମ ପଟ୍ଟନାୟକଙ୍କୁ ନେଇ ସଙ୍କେତ ଦେଲେ ମନ୍ମଥ, ଆଜି ନବୀନ କରିବେ ବଡ଼ ଘୋଷଣା
ଭୁବନେଶ୍ୱର,୨୨।୮: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ତାଙ୍କ ବ ଭାଇ ପ୍ରେମ ପଟ୍ଟନାୟକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗତ କିଛି ଦିନ ହେବ ନବୀନ ପଟ୍ଟନାୟକ ଅସୁସ୍ଥ ଥିଲେ ଏବଂ ସେ...
ଏବେ ବି ଦଳରେ ରାଜ୍ କରୁଛନ୍ତି ପାଣ୍ଡିଆନ! ବିଜେଡି ନେତାଙ୍କ ବଡ଼ ଖୁଲାସା, ରାଜ୍ୟରେ ଚହଳ
ଭୁବନେଶ୍ୱର,୨୧।୮: ବିଜେଡିରେ ଭି କାର୍ତ୍ତିକେୟନ ପାଣ୍ଡିଆନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ। କିନ୍ତୁ ବିଜେଡି ଗତ ନିର୍ବାଚନ ହାରିବା ପରେ ପରେ ପାଣ୍ଡିଆନଙ୍କୁ ବିଜେଡି ସମର୍ଥକ ଦୋଷ ଦେବାରୁ ପ୍ରାୟୋଜିତ ଭାବେ ରାଜନୀତିରୁ ସନ୍ୟାସ ନେଇଥିଲେ...
ଭାଜପା-କଂଗ୍ରେସରୁ ନବୀନଙ୍କୁ ଆସିଲା ଘନଘନ ଫୋନ, ଆଜି କରିବେ ବଡ଼ ଘୋଷଣା!
ଭୁବନେଶ୍ୱର, ୨୧।୮: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଫୋନ କରି ଖୋଜଖବର ନେଇଛନ୍ତି। ନବୀନ ପଟ୍ଟନାୟକ ଡିହାଇଡ୍ରେସନ ସମସ୍ୟା କାରଣରୁ...
ସଂସଦରେ ତାତିଲା ବିଜେଡି! କେନ୍ଦ୍ର ସରକାରଙ୍କ ବିରୋଧରେ କରିଦେଲା…
ଭୁବନେଶ୍ୱର,୨୦।୮ ମେଟ୍ରୋ ରେଳ ପ୍ରକଳ୍ପର ଅନିଶ୍ଚିତତା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଏମପି ସସ୍ମିତ ପାତ୍ର । କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ବିଷୟରେ ସେ ସ୍ପଷ୍ଟୀକରଣ ମାଗିଛନ୍ତି। ସଂସଦ ଅଧିବେଶନରେ ଏମପି ସମ୍ବିତ ପାତ୍ର...
ହସ୍ପିଟାଲରୁ ନବୀନଙ୍କୁ ନେଇ ଆସିଲା ବଡ଼ ଖବର; ଜଣାପଡିଗଲା…
ଭୁବନେଶ୍ୱର,୧୯।୮: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏନେଇ ହସ୍ପିଟାଲରୁ ଆସିଛି ବଡ଼ ଖବର। ସ୍ବାସ୍ଥ୍ୟାବସ୍ଥା ନେଇ ଜଣାପଡିଛି ବଡ଼ କବର। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ରବିବାର...
କିଏ ହେବ ପରବର୍ତ୍ତୀ…, ନବୀନ ନେବେ ଚୂଡାନ୍ତ ନିଷ୍ପତ୍ତି: ବିଜେଡି ବିଧାୟକଙ୍କ ବଡ଼ ବୟାନ
ଭୁବନେଶ୍ୱର,୧୯।୮: ବିଜୁ ଜନତା ଦଳ (ବିଜେଡି) ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକୃଷ୍ଣନଙ୍କୁ ସମର୍ଥନ କରିବ କି ନାହିଁ, ତାହାର ନିଷ୍ପତ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ନେବେ ବୋଲି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ମଙ୍ଗଳବାର ସୂଚନା...
ସମସ୍ୟା ସମାଧାନ ଦାବିରେ ରଣହୁଙ୍କାର ଦେଲେ ଚାଷୀ
ବରଗଡ଼,୧୮ା୮(ପ୍ରେମାନନ୍ଦ ଖମାରୀ): କୃଷି ଏବଂ କୃଷକଙ୍କ ବହୁବିଧ ସମସ୍ୟା ନେଇ ବରଗଡ଼ ବିଜେଡି ସୋମବାର ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ବିଜେଡି ପକ୍ଷରୁ ଏଠାରେ ବିରାଟ ଚାଷୀ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବରଗଡ଼ ସମେତ ଆଖପାଖ ଜିଲାର...
ବିଜେଡିରେ ଚହଳ, ବଡ଼ ନେତାଙ୍କ ଘରେ ପୋଲିସ!
କେନ୍ଦ୍ରାପଡ଼ା,୧୭।୮(ଜଗନ୍ନାଥ ଧଳ): ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବଢିଲା ଅଡୁଆ। ପୁଅ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ଏକ ବଡ଼ ଧରଣର ଠକେଇ ଅଭିିଯୋଗ ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଙ୍କିତଙ୍କ ବିରୋଧରେ ୪୮...
Archives


