ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ ସବ ଇନ୍ସପେକ୍ଟର, ମାଡ଼ି ବସିଲା ଭିଜିଲାନ୍ସ ଯାଜପୁର,୩।୭: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ସବ ଇନ୍ସପେକ୍ଟର। ଜଣେ ବ୍ୟକ୍ତିଙ୍କୁ ବ୍ୟବଚ୍ଛେଦ ରିପୋର୍ଟ ଦେବା ଲାଗି ବିଂଝାରପୁର ଥାନା ସବ ଇନ୍ସପେକ୍ଟର କେଶବ ଦାଶ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସୂଚନା ଅନୁସାରେ ଗତ ମାସ...