ବସ୍ ଚକାତଳେ ପଶିଗଲା ବାଇକ୍, ଆଉ ତା’ ପରେ…
ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ନରେନ୍ଦ୍ରପୁର ନିକଟରେ ଥିବା ନୟାରା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏକ ମିନି ବସ୍ ବାଇକ୍କୁ ସମ୍ମୁଖ ପଟୁ ଧକ୍କା ଦେବା ଫଳରେ...
ବ୍ରିଜ୍ ତଳକୁ ଖସିଲା ବାଇକ୍, ଚାଲିଗଲା ଚାଳକଙ୍କ ଜୀବନ
ଦିଗପହଣ୍ଡି,୨୩ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମ ନିକଟରେ ଥିବା ଘୋଡ଼ାହାଡ଼ ନଦୀ ବ୍ରିଜ୍ ତଳକୁ ଖସି ଜଣେ ବାଇକ୍ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପାଟପୁର ଥାନା ସାନଖେମୁଣ୍ଡି ବ୍ଳକ ଧରମପୁର...
ବାଇକ୍ରେ ନେଉଥିଲେ ବାଣ, ହଠାତ୍ ହେଲା ବିସ୍ଫୋରଣ, ଆଉ ତା’ ପରେ…
ଭୁବନେଶ୍ୱର,୧୫ା୧୦: ରାଜଧାନୀ ଭୁବନେଶ୍ବରରେ ବୁଧବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ବାଇକ୍ରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ହେବାରୁ ବାଇକ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଜୟଦେବ ବିହାର ଓଭର ବ୍ରିଜ୍ ଉପରେ ଚଳନ୍ତା ବାଇକ୍ରେ ବାଣ ଫୁଟିବାରୁ ରାସ୍ତା ଉପରେ ହୁତୁହୁତୁ...
ଗ୍ୟାରେଜରେ ବାଇକ୍ ଖୋଲି ଚେକ୍ କରୁଥିଲେ ମାଲିକ, ହଠାତ୍ ଲାଗିଲା ନିଆଁ, ଆଉ ତା’ ପରେ…
କେସିଙ୍ଗା,୧୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମରେ ଥିବା ମାଝୀ ଗ୍ୟାରେଜ୍ରେ ମାଲିକ ବାଇକ୍ ଖୋଲି ଚେକ୍ କରୁଥିଲେ। ଏହି ସମୟରେ ଶଟ୍ସର୍କିଟ୍ ଯୋଗୁ ନିଆଁ ଲାଗି ବାଇକ୍ ଦୁଇଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି।...
ଘାଟିରେ ସରିଗଲା ପେଟ୍ରୋଲ, ଅଟୋ ଭଡ଼ା କରି ଟାଙ୍କିକୁ ଆସିଲେ ଆଦିବାସୀ ଚାଷୀ, କହିଲେ ୨୦୦ ଟଙ୍କାର ତେଲ ପାଇଁ…
ଦାରିଙ୍ଗବାଡ଼ି,୨୮ା୭(ଅରୁଣ ସାହୁ): ରାଜ୍ୟ ସରକାର ପ୍ଲାଷ୍ଟିକ୍ ବୋତଲ, ଜାର୍ରେ ପେଟ୍ରୋଲ ଦେବାକୁ ସମସ୍ତ ପେଟ୍ରୋଲ ଟାଙ୍କିକୁ ବାରଣ କରିଛନ୍ତି। ତେବେ ଏହାକୁ ନେଇ ଦୁର୍ଗମ ଅଞ୍ଚଳର ଚାଷୀ ମୂଲିଆଙ୍କ ସମେତ ସରକାରୀ ଓ ବେସରକାରୀ କର୍ମଚାରୀମାନେ ହଇରାଣ ହରକତ ହେଉଥିବା...
ରାଜପଥରେ କିଏ ଛାଡ଼ିଗଲା ବାଇକ୍, ଲୋକେ ଭୟଭୀତ
ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ୫୯ ନଂ ଜାତୀୟରାଜପଥର କାରିପାଙ୍ଗାଠାରେ ଏକ ଅଜଣା ଲୋକ ବାଇକ୍ ଛାଡ଼ି ପଲାଇଯାଇଥିବା ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି ଏହାକୁ ନେଇ ଲୋକମାନେ ଯେତିକି ଭୟଭୀତ ସେତିକି ଚର୍ଚ୍ଚା...
ଷ୍ଟଣ୍ଟ୍ କରୁଥିବା ବେଳେ ଆମ୍ବୁଲାନ୍ସ ସହ ମୁହାଁମୁହିଁ ପିଟି ହେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ
ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଜଣେ ଯୁବକ ବାଇକ୍ରେ ଷ୍ଟଣ୍ଟ କରି ଦ୍ରୁତଗତିରେ ଯାଉଥିବା ବେଳେ ଏହା ତାଙ୍କ ପାଇଁ କାଳ ସାଜିଛି। ଏକ ଘରୋଇ ଆମ୍ବୁଲାନ୍ସ ମୃତଦେହ...
Ultraviolette F୯୯: ଭାରତର ପ୍ରଥମ ଇଲେକ୍ଟ୍ରିକ୍ ରେସିଂ ବାଇକ୍; ୨୬୫ କିମି ପ୍ରତିଘଣ୍ଟା ବେଗରେ…
ନୂଆଦିଲ୍ଲୀ,୧୨।୧୧: ଭାରତରେ ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ବିଷୟରେ କଥା ହେଲେ ପ୍ରାୟତଃ ଇଲେକ୍ଟ୍ରିକ ସ୍କୁଟର ଦେଖିବାକୁ ମିଳେ। ଇଭି କମ୍ପାନୀଗୁଡିକ ମଧ୍ୟ ଏହାର ବାଇକ୍ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଇ-ସ୍କୁଟର ତୁଳନାରେ ତାହା କମ।...
Archives


