ବିହାରକୁ ବଡ଼ ଝଟ୍କା ଦେଲେ ମୋଦି ସରକାର, ଆଉ ମିଳିବନି…
ନୂଆଦିଲ୍ଲୀ, ୨୨।୭: ମୋଦି ସରକାରଙ୍କ ତୃତୀୟ ପାଳି ବଜେଟ୍ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ ତାରିଖରେ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି । ଏହାର ଠିକ୍ ପୂର୍ବରୁ ବିହାରକୁ ବଡ଼ ଝଟ୍କା ଲାଗିଛି । ବିହାରର ସ଼୍ବତନ୍ତ୍ର ରାଜ୍ୟ ଦାବିକୁ ନେଇ…
କଥା ହେଲାନି ପ୍ରେମିକା, ବାପା ସହ ଦୁଇ ଭଉଣୀଙ୍କୁ ହତ୍ୟା କଲା ପ୍ରେମିକ
ପାଟନା, ୧୭ା୭: ପ୍ରେମିକା କଥା ହେଲାନି ବୋଲି ପ୍ରେମିକ ନୃଶଂସ କାଣ୍ଡ ଘଟାଇଛି । ପ୍ରେମିକା ସହ ତାଙ୍କ ବାପା ଏବଂ ଭଉଣୀକୁ ନିର୍ଦ୍ଦୟର ସହ ହତ୍ୟା କରିଛି ଏହି ପ୍ରେମିକ । ଏପରି ଏକ ଘଟଣା ବିହାର ଛପରା ଜିଲା…
ପୂର୍ବତନ ବିଧାୟକ ଏବଂ ଆଇଏଏସ୍ ଅଧିକାରୀଙ୍କ ଘରେ ପଶିଲା ଇଡି
ପାଟନା, ୧୬।୦୭: ବିହାରର ମଧୁବନି ଏବଂ ପାଟନା ଜିଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିଛି । ମିଳିଥିବା ସୂଚନା ଅନୁସାରେ ମଧୁବନି ଝଞ୍ଝାରପୁରର ପୂର୍ବତନ ବିଧାୟକ ଗୁଲାବ ଯାଦବଙ୍କ ଘରେ ଇଡି ଖୋଳତାଡ଼ ଆରମ୍ଭ କରିଛି । ଏଥି…
ସ଼୍ବାଧୀନ ପ୍ରାର୍ଥୀଙ୍କ ଠାରୁ ହାରିଗଲେ ୫ ଥରର ବିଧାୟକ ବୀମା ଭାରତୀ
ପାଟନା , ୧୩।୦୭: ବିହାର ପୁର୍ଣ୍ଣିମା ଜିଲାର ରୁପୈଲି ବିଧାନସଭା ଆସନ ପାଇଁ ୧୦ ଜୁଲାଇରେ ହୋଇଥିବା ଉପ ନିର୍ବାଚନ ଫଳ ସାମ୍ନାକୁ ଆସିଛି । ସ଼୍ବାଧୀନ ପ୍ରାର୍ଥୀ ଶଙ୍କର ସିଂଙ୍କ ଉପରେ ଜନତା ଭରଷା କରିଛନ୍ତି । ଜନତା ଦଳର…
ସରକାରୀ ସ୍କୁଲରୁ ୩ ଦିନରେ ବାହାରିଲା ୩ ଡର୍ଜନରୁ ଅଧିକ ବିଷାକ୍ତ ସାପ
କଟିହାର, ୧୨।୦୭: ତିନିଦିନ ମଧ୍ୟରେ ଏକ ସରକାରୀ ସ୍କୁଲରୁ ୩ ଡର୍ଜନରୁ ଅଧିକ ବିଷାକ୍ତ ସାପଙ୍କୁ ଉଦ୍ଧାର କରାଯାଇଛି । ବିହାରର କଟିହାରରେ ଏପରି ଘଟଣା ଦେଖିବାକୁ ମିଳିଛି । ସ୍କୁଲର ଶିକ୍ଷକମାନେ ଏହି ସାପଗୁଡ଼ିକୁ ଉଦ୍ଧାର କରିଛନ୍ତି । ଫଳରେ…
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ବିପକ୍ଷ ଦଳର ନେତା
ପାଟନା,୦୯।୭: ବିହାରର ପୁର୍ଣ୍ଣିଆ ଜିଲା ଅନ୍ତର୍ଗତ ରୁପାଉଲି ଆସନରେ ଉପନିର୍ବାଚନ ହେବାକୁ ଯାଇଛି । ଏଥିପାଇଁ ଜୁଲାଇ ୧୦ ତାରିଖରେ ଭୋଟ ହେବାକୁ ଥିବା ବେଳେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ…
ପ୍ରବଳ ବର୍ଷା, ୨୪ ଘଣ୍ଟାରେ ଘଡ଼ଘଡ଼ିରେ ୯ ଜଣଙ୍କ ମୃତ୍ୟୁ
ପାଟନା, ୦୬।୦୭: ପ୍ରବଳ ବର୍ଷା କାରଣରୁ ବିହାରର କିଛି ଜିଲା ଜଳାର୍ଣ୍ଣବ ହୋଇଛି । ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମଧ୍ୟ ହୋଇଛି । ଫଳରେ ଘଡ଼ଘଡ଼ିରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଲାରେ ୯ ଲୋକଙ୍କ ମୃତ୍ୟୁ ହୋଇଥିବା…
ସରକାରଙ୍କ ବଡ଼ ଆକ୍ସନ, ୧୧ ଇଞ୍ଜିନିୟର ନିଲମ଼୍ବିତ
ପାଟନା, ୫।୭: ଗତ ଦୁଇ ସପ୍ତାହ ମଧ୍ୟରେ ବିହାରରେ ୧୨ ଟି ବ୍ରିଜ୍ ଭୁଷୁଡ଼ି ପଡ଼ିଛି । କାର୍ଯ୍ୟରେ ଅବହେଳା ପାଇଁ ରାଜ୍ୟ ସରକାର ଶୁକ୍ରବାର ୧୧ ଜଣ ଇଞ୍ଜିନିୟଙ୍କୁ କାର୍ଯ୍ୟରୁ ନିଲମ଼୍ବିତ କରିଛନ୍ତି । ନୀତିଶ ସରକାର ଯେଉଁ ଯେଉଁ…
NEET ପେପର୍ ଲିକ୍ ମାମଲାରେ ମୁହଁ ଖୋଲିଲେ ତେଜସ଼୍ବୀ, କହିଲେ…
ନୂଆଦିଲ୍ଲୀ, ୨୧।୬: ବିହାରର ବିରୋଧୀ ଦଳର ନେତା ତଜସ଼୍ବୀ ଯାଦବ NEET ପେପର୍ ଲିକ୍ ମାମଲାରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । ତାଙ୍କର ସରକାରୀ ବ୍ୟକ୍ତିଗତ ସଚିବ (ପିଏସ୍)ଙ୍କୁ ନେଇ ସେ ବଡ଼ ବୟାନ ଦେଇଛନ୍ତି । ତେଜସ଼୍ବୀ କହିଛନ୍ତି…
ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ, ବଢ଼ାଗଲା ସୁରକ୍ଷା
ପାଟନା,୧୮।୬: ବିହାରର ପାଟନା ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଏହାପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ତେବେ ଇମେଳ୍ ଜରିଆରେ ଧମକ ମିଳିଥିବା ନେଇ ପାଟଣା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବଡୋଦରା ବିମାନବନ୍ଦର ଅଥୋରିଟିଙ୍କୁ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ିଲା ୧୨ କୋଟି ବିନିମୟରେ ନିର୍ମାଣ ହୋଇଥିବା ବ୍ରିଜ୍
ପାଟନା,୧୮।୬: ବିହାରର ଅରାରିଆ ଜିଲାର ଆଉ ଏକ ନିର୍ମାଣାଧୀନ ବ୍ରିଜ୍ ଭୁଶୁଡି ପଡ଼ିଛି। ଶିଖୀ ବ୍ଲକ ଏବଂ କୁର୍ସାକାଟାକୁ ସଂଯୋଗ କରିବା ପାଇଁ ଏହି ସେତୁ ନିର୍ମାଣ କରାଯାଉଥିଲା। ଏହା ଅଞ୍ଚଳର ବକରା ନଦୀ ଉପରେ ନିର୍ମାଣ କରାଯାଉଥିଲା। ତେବେ ଉଦଘାଟନ…
ଓଲଟିଲା ଡଙ୍ଗା, ଗୋଟିଏ ପରିବାରର ୫ ନିଖୋଜ
ପାଟନା, ୧୬।୬: ବିହାରର ରାଜଧାନୀ ପାଟନାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗଙ୍ଗା ଦଶହରା ଚାଲିଥିବା ବେଳେ ନଦୀରେ ଏକ ଡଙ୍ଗା ଓଲଟି ପଡ଼ିଛି । ଗଙ୍ଗା ଘାଟରେ ଗାଧୋଇବାକୁ ଯାଉଥିବା ଶ୍ରଦ୍ଧାଳୁ ଭର୍ତ୍ତି ଏହି ଡଙ୍ଗାଟି ଉମାନାଥ ଘାଟ ନିକଟରେ…
Archives


