Tag Archives: bihar

ନଭେମ୍ବର ୪ରୁ ୧୨ ରାଜ୍ୟରେ ଏସ୍‌ଆଇଆର୍‌

ନୂଆଦିଲ୍ଲୀ,୨୮ା୧୦(ପି.ଟି.): ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ସଫଳତାର ସହ ସମ୍ପନ୍ନ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର…

ବିହାରରେ ଭାଜପା ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଗସ୍ତରେ ଯାଇ ବାଙ୍କା ଜିଲାରେ ଭାଜପା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନୂଆପଡ଼ାରୁ ସିଧାସଳଖ…

ବିହାରରେ ସିଟ୍ ଭଗବଣ୍ଟା ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ଏତିକି ଆସନରେ ଲଢ଼ିବ ଭାଜପା

ପାଟନା,୧୨।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ରବିବାର ସିଟ୍ ଭଗବଣ୍ଟା କରିଛି। ୨୪୩ ସିଟ୍ ବିଶିଷ୍ଟ ବିଧାନସଭାରେ ଭାଜପା ଓ ଜନତା ଦଳ (ୟୁନାଇଟେଡ୍) ପ୍ରତ୍ୟେକ ୧୦୧ଟି ସିଟ୍‌ରେ ଲଢ଼ିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି। ଚିରାଗ ପସୱାନଙ୍କ…

ରାଜନୀତିରେ ହଇଚଇ: ଚିରାଗ ପାସୱାନ କଲେ ବଡ଼ ଘୋଷଣା! ମୋଦିଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୦।୧୦: ବିହାର ନିର୍ବାଚନ ପାଇଁ NDA ଭିତରେ ଆସନ ବଣ୍ଟନ ପ୍ରସଙ୍ଗ ସମାଧାନ ହୋଇଥିବା ପରି ମନେ ହେଉଛି। ଗତ କିଛି ଦିନ ଧରି ଆସନ ବଣ୍ଟନକୁ ନେଇ NDA ଭିତରେ ଥିବା ଅଶାନ୍ତି କମିବା ପରି ମନେ ହେଉଛି। ଚିରାଗ…

ନଭେମ୍ବର ୨୨ ପୂର୍ବରୁ ବିହାର ନିର୍ବାଚନ: ସିଇସି

ପାଟନା,୬ା୧୦: ନଭେମ୍ବର ୨୨ରେ ବିହାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ଏହା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ରବିବାର ସ୍ପଷ୍ଟ କରିଛନ୍ତି। ନିର୍ବାଚନ କମିଶନଙ୍କ ଦୁଇଦିନିଆ ବିହାର ଗସ୍ତ ପରେ…

ଧର୍ମେନ୍ଦ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଓଡ଼ିଆଙ୍କ ଉପରେ ବଢୁଛି ମୋଦିଙ୍କ ଭରସା

ପାଟନା,୨୫।୯: ବିହାର ନିର୍ବାଚନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, କିନ୍ତୁ ସମସ୍ତ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତୀୟ ଜନତା ପାର୍ଟି ଗୁରୁବାର ଏକ ବଡ଼ ଘୋଷଣା କରିଛି। ଭାଜପା ବିହାର ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କରିଛି।…

‘ବି’ରେ ବିଡ଼ି ‘ବି’ରେ ବିହାରରୁ ଏବେ ‘ସି’ରେ କଂଗ୍ରେସ ‘ସି’ରେ କରପଶନ ପର୍ଯ୍ୟନ୍ତ ପହଞ୍ଚିଲାଣି ରାଜନୀତି, ଜାଣନ୍ତୁ କ’ଣ ଏହି ବିବାଦ

ନୂଆଦିଲ୍ଲୀ,୫।୯: କେରଳ କଂଗ୍ରେସ କେନ୍ଦ୍ର ସରକାରଙ୍କ GST ସଂସ୍କାର ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ବିବାଦ ସୃଷ୍ଟି କରିଛି। କିନ୍ତୁ, ବର୍ତ୍ତମାନ ଏହି ପୋଷ୍ଟକୁ X ରୁ ହଟାଇ ଦିଆଯାଇଛି। ତମାଖୁ ଉତ୍ପାଦ ଉପରେ GST ହ୍ରାସକୁ ଉଦ୍ଧୃତ କରି…

ଖେଳଣା ଭାବି ନାଗ ସାପକୁ କାମୁଡ଼ି ମାରିଦେଲା ବର୍ଷକର ଶିଶୁ, ଲୋକେ କହୁଛନ୍ତି ଚମତ୍କାର; ପୁରା ଘଟଣା…

ପାଟନା,୨୭।୭: ବିହାରର ପଶ୍ଚିମ ଚମ୍ପାରଣ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ବର୍ଷର ଶିଶୁ ଗୋବିନ୍ଦ କୁମାର ଏକ ନାଗ ସାପକୁ କାମୁଡ଼ି ମାରି ଦେଇଛି, ଯାହା ଫଳରେ ସାପର ମୃତ୍ୟୁ ହୋଇଛି, କିନ୍ତୁ ଶିଶୁଟି ସୁରକ୍ଷିତ ଅଛି।…

ଭୋଟର ଲିଷ୍ଟରେ ନାମ ନ ଥିଲେ ନିର୍ବାଚନ କମିଶନ ଦେବେ ଆଉ ଏକ ସୁଯୋଗ, ମିଳିବ ୩୦ ଦିନ ସମୟ

ପାଟନା,୨୪।୭: ବିହାରରେ ସଘନ ସଂଶୋଧନ ଅଭିଯାନ (SIR) ଚାଲିଛି। ନିର୍ବାଚନ କମିଶନ ଏ ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି। ଯଦି କୌଣସି ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଏ, ତେବେ ତାଙ୍କୁ ପୁନର୍ବାର ଯୋଡିବାର ସୁଯୋଗ ମିଳିବ। କମିଶନ…

ନାଗ ପଞ୍ଚମୀ ମେଳାରେ ସାପ ଧରି ଶୋଭାଯାତ୍ରା: ବିହାରରେ ଶତାଧିକ ଭକ୍ତଙ୍କ ସମାଗମ

ବିହାର,୧୭।୭: ବିହାରର ସମସ୍ତୀପୁର ଜିଲାର ସିଂହିଆ ଘାଟରେ ଚଳିତ ସପ୍ତାହରେ ନାଗ ପଞ୍ଚମୀ ମେଳାରେ ଶତାଧିକ ଭକ୍ତ ସାପ ଧରି ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିଥିଲେ। ଏହି ଐତିହ୍ୟ ମେଳା ସିଂହିଆ ବଜାରର ମା’ ଭାଗବତୀ ମନ୍ଦିରରେ ପୂଜାର୍ଚ୍ଚନାରୁ ଆରମ୍ଭ ହୋଇଥିଲା।…

ରାଞ୍ଚିରେ ଅମିତ ଶାହଙ୍କ ଉପସ୍ଥିତିରେ ଏକାଠି ବସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମମତା…

ରାଞ୍ଚି,୧୦।୭: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଆଜି ୨୭ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ଏହା ସହିତ…

ବିହାରରେ ମହିଳାଙ୍କ ପାଇଁ ୩୫% ସରକାରୀ ଚାକିରି ସଂରକ୍ଷଣ ଘୋଷଣା କଲେ ନୀତୀଶ

ପାଟନା,୮।୭: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳା ଶକ୍ତି (ନାରୀ ଶକ୍ତି) ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଘୋଷଣା କରିଛନ୍ତି ଯେ, ବିହାରର ସ୍ଥାୟୀ ବାସିନ୍ଦା ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri