ମା’ କ୍ଷୀରରେ ଥିବା ୟୁରାନିୟମ ପିଲାଙ୍କୁ କର୍କଟ ରୋଗର ବିପଦରେ ପକାଇଥାଏ! ବିହାରର ଏକ ଅଧ୍ୟୟନରେ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ
ନୂଆଦିଲ୍ଲୀ,୨୩।୧୧: ବିହାରରେ ଏକ ସାମ୍ପ୍ରତିକ ଅଧ୍ୟୟନରେ ମା’ଙ୍କ କ୍ଷୀରରେ ୟୁରାନିୟମ (U238) ର ବିପଦପୂର୍ଣ୍ଣ ସ୍ତର ଥିବା ପ୍ରକାଶ ପାଇଛି, ଯାହା ସେମାନଙ୍କ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ଅନେକ ଅନୁଷ୍ଠାନର ଗବେଷକମାନେ ଜାଣିଛନ୍ତି ଯେ...
ବିହାରରେ ମା’ କ୍ଷୀରରେ ମିଳିଲା ୟୁରାନିୟମ୍: ଏପରି ପରାମର୍ଶ ଦେଲେ ବୈଜ୍ଞାନିକ
ନୂଆଦିଲ୍ଲୀ,୨୩ା୧୧: ବିହାରର ସ୍ତନ୍ୟପାନ କରାଉଥିବା ମାଆଙ୍କ କ୍ଷୀରରେ ୟୁରାନିୟମ୍ ଅଂଶ ଥିବା ନେଇ ହୋଇଥିବା ଅଧ୍ୟୟନ ପରେ ଉପୁଜିଥିବା ଚିନ୍ତାକୁ ଦୂର କରି ନ୍ୟାସନାଲ୍ ଡିଜାଷ୍ଟର୍ ମ୍ୟାନେଜମେଣ୍ଟ୍ ଅଥରିଟି (NDMA)ର ଜଣେ ବରିଷ୍ଠ ବୈଜ୍ଞାନିକ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି...
ଚିରାଗଙ୍କ ଦଳରୁ ୩ ବିଧାୟକ ହେବେ ମନ୍ତ୍ରୀ, ଜାଣନ୍ତୁ କେଉଁମାନେ ଅଛନ୍ତି ରେସ୍ରେ
ପାଟନା,୧୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ବିପୁଳ ବିଜୟ ପରେ, ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି (ସୋମବାର), ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ କ୍ୟାବିନେଟ ବୈଠକ କରିବେ, କ୍ୟାବିନେଟ ଭାଙ୍ଗି ଦେବେ ଏବଂ ରାଜ୍ୟପାଳଙ୍କୁ...
ବିହାରରେ ନୂଆ ସରକାର ଗଠନକୁ ନେଇ ବଡ଼ ଅପଡେଟ ଦେଲେ ଚିରାଗ
ପାଟନା,୧୬।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ NDA ଐତିହାସିକ ବହୁମତ ପାଇଛି। ଫଳସ୍ବରୂପ, ସରକାର ଗଠନ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ସମୟରେ, କେନ୍ଦ୍ରମନ୍ତ୍ରୀ ଏବଂ ଏଲଜେପି (ରାମ ବିଳାସ ପାସୱାନ) ନେତା ଚିରାଗ ପାସୱାନ ରବିବାର (ନଭେମ୍ବର...
“ଆଉ ଗୋଟିଏ ନିର୍ବାଚନ, ଆଉ ଗୋଟିଏ ପରାଜୟ”; ବିହାରରେ ବୃହତ୍ ବିଜୟ ପରେ ରାହୁଲ ଗାନ୍ଧୀଙ୍କୁ ଭାଜପାର କଟାକ୍ଷ
ନୂଆଦିଲ୍ଲୀ,୧୪ା୧୧: ବିହାର ବିଧାନସଭା ନିର୍ବାଚନରେ NDA ମେଣ୍ଟ ଏକ ନିର୍ଣ୍ଣାୟକ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଭାଜପା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛି। ଭାଜପାର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏକ ଗ୍ରାଫିକ୍ସ...
“ବିହାର ବିଜୟ ଆମର, ଏବେ ପଶ୍ଚିମବଙ୍ଗର ପାଳି”: ପ୍ରାରମ୍ଭିକ ଟ୍ରେଣ୍ଡ ପରେ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ
ପାଟନା,୧୪ା୧୧: ବିହାର ନିର୍ବାଚନ ଭୋଟ୍ ଗଣତିରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଏକ ବଡ଼ ଅଗ୍ରଣୀ ହାସଲ କରିଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଦୃଢ଼ତାର ସହ କହିଛନ୍ତି ଯେ ଏହି ବିଜୟ ଏନଡିଏ’ର ଏବଂ ଦଳର ପରବର୍ତ୍ତୀ ଲକ୍ଷ୍ୟ...
ବିହାରରେ କାମ ଦେଲାନି ପ୍ରଶାନ୍ତ କିଶୋରଙ୍କ ଷ୍ଟ୍ରାଟେଜି, ଏଗଜିଟ୍ ପୋଲ୍ରେ ବଡ ଝଟକା
ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ତାଙ୍କ ‘ଜନ ସୁରାଜ’ ଦଳର ଭାଗ୍ୟ ବିଷୟରେ କହିଥିଲେ ଯେ, “ଅର୍ଶ ପେ ୟା ଫର୍ଶ ପେ” (ଶିଖରରେ କିମ୍ବା ତଳେ)। ଅର୍ଥାତ୍ ଦଳ...
ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣ
ପାଟନା,୬।୧୧: ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଗାଡ଼ି ଉପରେ ଲଖିସରାଇରେ ଆକ୍ରମଣ ହୋଇଥିଲା। ସିହ୍ନା ନିର୍ବାଚନ ପ୍ରଚାର ପାଇଁ ସେହି ଅଞ୍ଚଳ ଦେଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏହି ସମୟରେ କିଛି ଲୋକ...
‘ଦେଶର ୧୦% ଲୋକଙ୍କ ନିୟନ୍ତ୍ରଣରେ ସେନା’, ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ/ଔରଙ୍ଗାବାଦ,୪/୧୧: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆସିଛନ୍ତି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଔରଙ୍ଗାବାଦରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଭାରତୀୟ ସେନା ‘ଦେଶର ୧୦ ପ୍ରତିଶତ ଜନସଂଖ୍ୟା’...
ନଭେମ୍ବର ୪ରୁ ୧୨ ରାଜ୍ୟରେ ଏସ୍ଆଇଆର୍
ନୂଆଦିଲ୍ଲୀ,୨୮ା୧୦(ପି.ଟି.): ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ସଫଳତାର ସହ ସମ୍ପନ୍ନ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ...
ବିହାରରେ ଭାଜପା ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର,୧୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଗସ୍ତରେ ଯାଇ ବାଙ୍କା ଜିଲାରେ ଭାଜପା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନୂଆପଡ଼ାରୁ...
ବିହାରରେ ସିଟ୍ ଭଗବଣ୍ଟା ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ଏତିକି ଆସନରେ ଲଢ଼ିବ ଭାଜପା
ପାଟନା,୧୨।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଏନ୍ଡିଏ ରବିବାର ସିଟ୍ ଭଗବଣ୍ଟା କରିଛି। ୨୪୩ ସିଟ୍ ବିଶିଷ୍ଟ ବିଧାନସଭାରେ ଭାଜପା ଓ ଜନତା ଦଳ (ୟୁନାଇଟେଡ୍) ପ୍ରତ୍ୟେକ ୧୦୧ଟି ସିଟ୍ରେ ଲଢ଼ିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି। ଚିରାଗ...
Archives


