ଜୟନାରାୟଣଙ୍କୁ କଡ଼ା ସମାଲୋଚନା କଲେ ଭୂପିନ୍ଦର, କହିଲେ ଫୁଟ୍ବଲ ରେଫରି ଥିଲେ ସେଥିପାଇଁ ହୁଇସିଲ୍ ମାରିବା… ଭୁବନେଶ୍ୱର,୧୩ା୧୨: ସମ୍ବଲପୁର ବିଧାୟକ ତଥା ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତା ଭୂପିନ୍ଦର ସିଂ। ସେ କହିଛନ୍ତି, ଭାଷାର ସଂଯମତା ରହିବା ଦରକାର। ତାଙ୍କ କଥାକୁ ଦଳରେ କେହି ଶୁଣୁନାହାନ୍ତି, କୌଣସି ଦାୟିତ୍ୱ...