ଭୁବନେଶ୍ୱର ୟୁନିଟ ୪ ଅଞ୍ଚଳରେ ସେକ୍ସ ରାକେଟ୍ ଠାବ, ନାବାଳିକା ଉଦ୍ଧାର
ଭୁବନେଶ୍ୱର,୧୩।୧୧: ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୪ ଅଞ୍ଚଳରେ ଦେହ ବ୍ୟବସାୟରେ ଫସାଇବାକୁ ଉଦ୍ୟମ କରାଯାଉଥିବା ଜଣେ ନାବାଳିକାଙ୍କୁ ବୁଧବାର ଖାରବେଳ ନଗର ପୋଲିସ ଏକ ହୋଟେଲରୁ ଉଦ୍ଧାର କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନା…
ଭୁବନେଶ୍ୱରରେ IRC ଭିଲେଜର ନାମକରଣ ପଛର କାହାଣୀ କ’ଣ ? ୪ ଦଶନ୍ଧି ପରେ ପୁଣି…
ଭୁବନେଶ୍ୱର,୫।୧୧: ରାଜଧାନୀ ଭୁବନେଶ୍ୱରର ଏକ ପ୍ରମୁଖ ଆବାସିକ ଅଞ୍ଚଳ ଭାବେ ପରିଚିତ ଆଇଆରସି (IRC) ଭିଲେଜର ନାମକରଣ ପଛରେ ୪୦ ବର୍ଷ ପୂର୍ବରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମର ଇତିହାସ ରହିଛି। ୧୯୮୨ ମସିହାରେ, ବର୍ତ୍ତମାନର ଆଇଆରସି ଭିଲେଜ ଅଞ୍ଚଳଟି…
ଭୁବନେଶ୍ୱରର ଏହି ମେଡିକାଲରେ ନର୍ସଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ମେଡିକାଲ ଆସିଷ୍ଟାଣ୍ଟଙ୍କ ବିରୋଧରେ ଏତଲା
ଭୁବନେଶ୍ୱର,୫।୧୧: ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ବରିଷ୍ଠ ଷ୍ଟାଫ୍ ନର୍ସଙ୍କୁ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନ, ବଳାତ୍କାର ଧମକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗତ ଅକ୍ଟୋବର ୨୫…
ଭୁବନେଶ୍ୱରରେ ଆଉ ଏକ ଟାଉନ ପ୍ଲାନିଂ ଯୋଜନାକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ
ଭୁବନେଶ୍ୱର,୧୦।୧୦: ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରର ଯୋଜନାବଦ୍ଧ ସହରୀ ବିକାଶ ପାଇଁ ଟାଉନ ପ୍ଲାନିଂ (ଟିପି) ଯୋଜନା-୮ର ଖସଡ଼ା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏନେଇ ଏକ ବିଧିବଧ ବିଜ୍ଞପ୍ତି ଓଡ଼ିଶା ଗେଜେଟରେ ପ୍ରକାଶ ପାଇଛି। ଏହି ଯୋଜନା ଅନ୍ଧାରୁଆ ଓ ଦାସପୁର…
ଭୁବନେଶ୍ୱରରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍, ରେକର୍ଡ ୩୭ ଦିନରେ ଶୁଣାଣି ଶେଷ
ଭୁବନେଶ୍ୱର,୯ା୧୦: ରାଜଧାନୀ ଭୁବନେଶ୍ୱରରେ ଏକ ପୋକ୍ସୋ ଅଦାଲତ ଗୁରୁବାର ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ମୁନା ବେହେରାଙ୍କୁ ୨୦ ବର୍ଷ କାରାଦଣ୍ଡ ଏବଂ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିଛି। ସେପ୍ଟେମ୍ବର ୨ରେ ଘଟିଥିବା ଏହି ଅପରାଧର ମାତ୍ର ୩୭ ଦିନ…
ଭୁବନେଶ୍ୱରରେ ୭ଟି ସ୍ଥାନରେ ‘ରାବଣ ପୋଡ଼ି ଉତ୍ସବ’: ଜାଣନ୍ତୁ
ଭୁବନେଶ୍ୱର,୨୯।୯: ବିଜୟା ଦଶମୀ ଅବସରରେ ରାଜଧାନୀ ଭୁବନେଶ୍ୱରରେ ୭ଟି ପ୍ରମୁଖ ସ୍ଥାନରେ ‘ରାବଣ ପୋଡ଼ି ଉତ୍ସବ’ ପାଳନ ହେବ। ଏହି ଉତ୍ସବ ଦେଖିବା ଲାଗି ବହୁ ଲୋକଙ୍କ ଭିଡ଼ ଆଶଙ୍କା ରହିଛି। ଟ୍ୱିନ ସିଟି କମିଶନରେଟ ପୋଲିସ ସୂଚନା ଅନୁଯାୟୀ, ନହରକଣ୍ଟା…
ଅଟୋରେ ଯୁବତୀଙ୍କୁ ଅସଦାଚରଣ: ମନା କରିବାରୁ ମାରିଲେ ଗୋଇଠା ବିଧା, ପରେ…
ଭୁବନେଶ୍ୱର,୧୬।୯: ରାଜଧାନୀରେ ଚାଞ୍ଚଲ୍ୟ। ଗ୍ୟାରେଜ ଛକ ନିକଟରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ପ୍ରତିବାଦ କରିବାରୁ ଯୁବତୀଙ୍କୁ ରାସ୍ତାରେ ଆକ୍ରମଣ କରାଯାଇଛି। ତଳେ ପକାଇ ଗୋଇଠା ବିଧା ମାରିଲେ ଯୁବକ।
ରାଜଧାନୀରେ ନିଶାଦ୍ରବ୍ୟ ଖୁଆଇ ହୋଟେଲରେ ଯୁବତୀଙ୍କୁ ଗଣବଳାତ୍କାର, ତିନି ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୧୪।୯: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣାରେ ଜଣେ ମହିଳାଙ୍କୁ ତାଙ୍କ ବଏଫ୍ରେଣ୍ଡ ଓ ତାଙ୍କର ଦୁଇ ସାଙ୍ଗ ମିଶି ଏକ ଲଜ୍ରେ ବଳାତ୍କାର କରିଛନ୍ତି। ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ହାତୀ, ପ୍ରସନ୍ନ କୁମାର ଆଚାର୍ଯ୍ୟ (ଜଗତସିଂହପୁରର ବିରିଡ଼ା ଥାନା…
ମହିଳା ସୁରକ୍ଷା: ଭାରତର ଶୀର୍ଷ ୭ ସହର ମଧ୍ୟରେ ଭୁବନେଶ୍ୱର
ଭୁବନେଶ୍ୱର,୨୮ା୮: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ସାତ ସହର ମଧ୍ୟରେ ସ୍ଥାନ ପାଇଛି। ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ ଓ ସୂଚକାଙ୍କ (ନାରୀ) ଅନୁଯାୟୀ, ଅନେକ ଅନ୍ୟ ସହରାଞ୍ଚଳ ତୁଳନାରେ ଭୁବନେଶ୍ୱରରେ ମହିଳାମାନେ ନିଜକୁ…
ଭୁବନେଶ୍ୱରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ମୃତଦେହ ନିକଟରୁ ମୋବାଇଲ୍ ନେଇ ଛୁ ମାରିଲେ ଯୁବତୀ
ଭୁବନେଶ୍ୱର,୨୮ା୮: ରାଜଧାନୀ ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍ କଲୋନୀ ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚର୍ଚ୍ଚାରେ ରହିଛି। ଝୁଲନ୍ତା ଅବସ୍ଥାରେ ମିଳିଥିବା ଏହି ଯୁବକଙ୍କ ମୃତଦେହ ନିକଟରୁ ଦୁଇ ଯୁବତୀ ମୋବାଇଲ୍ ଫୋନ୍ ନେଇ ଏକ ସ୍କୁଟିରେ ପଳାଇଥିବା ଅଭିଯୋଗ…
ଭୁବନେଶ୍ୱର ନୂଆ ସହର ପାଇଁ ୩୩୯ ହେକ୍ଟର ଜମି ଚିହ୍ନଟ, ସିଙ୍ଗାପୁର ସହଯୋଗରେ ହେବ ମାଷ୍ଟର ପ୍ଲାନ
ଭୁବନେଶ୍ୱର,୨୦ା୮: ଭୁବନେଶ୍ୱରରେ ଉଚ୍ଚମାନର ସହରୀ ଭିତ୍ତିଭୂମି ସ୍ଥାପନକୁ ଆହୁରି ଜୋରଦାର କରାଯାଇଛି। ବୁଧବାର ସୁର୍ବନା ଜୁରୋଙ୍ଗର ଅଧିକାରୀମାନେ ଗୃହ ଓ ସହରୀ ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପଢ଼ୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ ସହରୀ ଭିତ୍ତିଭୂମି ଓ ପରିଚାଳିତ…
ଭୁବନେଶ୍ୱରରେ ହେବ ଭାରତର ସର୍ବବୃହତ ବିମାନ ମରାମତି କେନ୍ଦ୍ର: ମିଳିବ ବଡ଼ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର,୧୫।୮: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତର ସର୍ବବୃହତ ମେଣ୍ଟେନାନ୍ସ, ରିପେୟାର ଓ ଓଭରହଲ (ଏମଆରଓ) କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି, ଯାହା ଓଡ଼ିଶାରେ ଅର୍ଥନୀତି ଓ ନିଯୁକ୍ତି ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ…
Archives


