Tag Archives: bhubaneswar

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ଲୋକଙ୍କୁ କମିଶନର୍ ପୋଲିସର ନିର୍ଦ୍ଦେଶ

ଭୁବନେଶ୍ୱର,୧୨।୨: ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ପୋଲିସ ନିକଟରେ ବନ୍ଧୁକ ଦାଖଲ କରିବାକୁ ଭୁବନେଶ୍ୱର ଏବଂ କଟକ କମିଶନରେଟ ପୋଲିସ ଲୋକଁକଆନଙ୍କୁ ନିର୍ଦ୍ଦେଶ ଦେଇଛି। ନିର୍ବାଚନ ପୂର୍ବରୁ ଅସ୍ତ୍ରଶସ୍ତ୍ର ଦାଖଲ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି। ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ…

ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ, ଏକାଧିକ ଆହତ

ଭୁବନେଶ୍ୱର,୨୯ା୧୨: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ହୋଇଛି। ହସ୍ପିଟାଲ ପରିସରରେ ଏମରଜେନ୍ସି ୱାର୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ବିସ୍ଫୋରଣରେ ୩ରୁ ୪ ଜଣ ଆହତ ହୋଇଥିବା କୁହାଯାଉଛି। ଆହତମାନେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି। ତେବେ…

ରାଜଧାନୀରେ ଦୁର୍ଦ୍ଦାନ୍ତ ଅପରାଧୀ ରଘୁଙ୍କୁ ଏନକାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି

ଭୁବନେଶ୍ୱର,୨୮।୧୨: ରାଜଧାନୀରେ ଫୁଟିଲା ଗୁଳି। ନୂଆବର୍ଷ ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ବିଶ୍ୱାଳଙ୍କୁ ଏନକାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ରଘୁଙ୍କ ନାମରେ ୧୫ ଥାନାରେ ଅନେକ ଡକାୟତି ସହ ରାହାଜାନୀ ମାମଲା ରହିଛି।…

Video: ଶୀତୁଆ ସକାଳରେ ଫେରିଲା ପଥୋତ୍ସବ, ଖେଳକୁଦ ସାଙ୍ଗକୁ ନାଚଗୀତର ମଜା ନେଲେ ରାଜଧାନୀବାସୀ

ଭୁବନେଶ୍ୱର,୨୪ା୧୨: ଗୋଟିଏ ବର୍ଷର ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱରର ଶୀତୁଆ ସକାଳରେ ପୁଣି ଆୟୋଜିତ ହୋଇଛି ପଥୋତ୍ସବ। ଭୋର ୬ଟା ୩୦ରୁ ପଥ ଉତ୍ସବ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ନୂଆ ରୂପରେ ପଥୋତ୍ସବ ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ…

୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୧୭୨୨ ବସ୍ତିବାସିନ୍ଦାଙ୍କୁ ମିଳିଲା ଘର

ଭୁବନେଶ୍ବର,୨୦।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ, ସତ୍ୟନଗର ଶାନ୍ତିପଲ୍ଲି ଓ ସୁବୁଦ୍ଧିପୁରରେ ରହିଛି। ଏହି ସବୁ ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ…

କ୍ରୀଡ଼ା ହବ୍ ଦିଗରେ ଓଡ଼ିଶାକୁ ଆଉ ଏକ ସଫଳତା, ଭୁବନେଶ୍ୱରରେ ଖୋଲିବ ଫିଫା ଏକାଡେମୀ

ନୂଆଦିଲ୍ଲୀ,୧୫।୧୧: ଫୁଟବଲ ଖେଳର ବିକାଶ ପାଇଁ ଭୁବନେଶ୍ୱରରେ ଖୋଲିବ ବିଶ୍ୱ ସ୍ତରୀୟ ଫିଫା ଏକାଡେମୀ। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନର ବହୁ ପ୍ରତୀକ୍ଷିତ ଆକାଂକ୍ଷା ଶେଷରେ ନଭେମ୍ବର ୨୧ ତାରିଖରେ ଭୁବନେଶ୍ୱରରେ ଏକ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଫିଫା ଗ୍ଲୋବାଲ…

ଭୁବନେଶ୍ୱରରେ ଘର ଜଗିବ ପୋଲିସ, ଲୋକମାନେ ପୂଜା ବୁଲିବାକୁ ଯାଉଥିଲେ ପାଖ ଥାନାରେ ଜଣାଇ ଯାଆନ୍ତୁ

ଭୁବନେଶ୍ୱର,୨୦।୧୦: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରି ଛିନତାଇ ବଢ଼ିବାରେ ଲାଗିଛି। ଏହା ରଖି ପୂଜା ସମୟରେ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ କମିସନରେଟ ପୋଲିସ ନୂଆ ଉପାୟ ଆପଣାଇଛି। ଦୁର୍ଗା ପୂଜା ସମୟରେ ରାଜଧାନୀରେ ଲୋକଙ୍କ ଘର ଉପରେ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?