ଖୁବ୍ ଶୀଘ୍ର ଭିତରକନିକା ଜାତୀୟ ଉଦ୍ୟାନକୁ ହେବ ରେଳ ସଂଯୋଗ ଭୁବନେଶ୍ୱର,୧୫।୧: ଓଡ଼ିଶାର ଜୈବ ବିବିଧତା ହଟସ୍ପଟ୍ ଏବଂ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଭିତରକନିକା ଜାତୀୟ ଉଦ୍ୟାନ ଖୁବ୍ ଶୀଘ୍ର ରେଳ ଦ୍ୱାରା ସଂଯୋଗ ହେବ। ପ୍ରସ୍ତାବିତ ଯାଜପୁର ରୋଡ୍-ଧାମରା ରେଳ ଲାଇନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ –...