ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ: ଡିଏସ୍ପି ଏସ୍ଆଇଙ୍କୁ ପଥରମାଡ଼, ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ
ଭଦ୍ରକ,୨୭ା୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି। ଏଥିରେ ୨ ପୋଲିସ ଅଧିକାରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ…
ଭଦ୍ରକକୁ ମିଳିଲା ନୂଆ ଜିଲାପାଳ
ଭଦ୍ରକ,୮ା୮: ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି। ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋରଙ୍କ ସମ୍ବଲପୁର ଜିଲାକୁ ବଦଳି ହୋଇଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲାପାଳ…
ଠିକାଦାରଙ୍କ ଉପରେ ରହୁନି ଅଧିକାରୀଙ୍କ କର୍ତ୍ତୃତ୍ୱ
ବାସୁଦେବପୁର,୩।୭(ନାରାୟଣ ପ୍ରସାଦ ବାରିକ୍): ବାସୁଦେବପୁରରେ ଗତ କିଛିବର୍ଷ ଧରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଓ ଅଧିକାରୀଙ୍କ ସଂଖ୍ୟା କମି କମି ଯାଉଥିବା ବେଳେ ବିଭାଗ ଅଧୀନରେ ଆସୁଥିବା କାର୍ଯ୍ୟକୁ ତଦାରଖ କରାଯାଇପାରୁ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି…
ଭଦ୍ରକରୁ ୫ ଯୁବକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ
ଭଦ୍ରକ,୧ା୭(ସନାତନ ରାଉତ): ଠକେଇ ଅଭିଯୋଗରେ ମୁମ୍ବାଇ ସାଇବର ପୋଲିସ ରବିବାର ଭଦ୍ରକରୁ ୫ ଯୁବକଙ୍କୁ ଗିରଫ କରି ଏସ୍ଡିଜେଏମ୍ କୋର୍ଟରେ ହାଜର କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚରମ୍ପା ଏରେଇଁର ପ୍ରମୋଦ କୁମାର ରବୀନ୍ଦ୍ର ବେହେରା(୨୬), କୁଅଁାସର ରାକେଶ କୁମାର ହରିରାମ…
ଭଣ୍ଡାରିପୋଖରୀରେ ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ; ପ୍ରାର୍ଥୀ ଘୋଷଣାରେ ବିଳମ୍ବ ପଛରେ ପକାଇଲା
ଭଦ୍ରକ,୧୦ା୬(ସନାତନ ରାଉତ): ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି। ସାରା ଓଡ଼ିଶାରେ ପରିବର୍ତ୍ତନ ହୋଇଥିବା ବେଳେ ଭଣ୍ଡାରିପୋଖରୀରେ ଭାଜପା ତୃତୀୟ ସ୍ଥାନକୁ ଖସିବା ସହ ୨୦୧୯ ନିର୍ବାଚନ ଅପେକ୍ଷା କମ୍ ଭୋଟ ପାଇଛି। ଏହି ନିର୍ବାଚନମଣ୍ଡଳୀ ପାଇଁ…
ମଧ୍ୟାହ୍ନ ସୁଦ୍ଧା ଭଦ୍ରକରେ ୪୦ ପ୍ରତିଶତ ମତଦାନ
ଭଦ୍ରକ,୧ା୬(ସନାତନ ରାଉତ): ଶନିବାର ଭଦ୍ରକ ଜିଲାର ଲୋକ ସଭା ଓ ୫ ବିଧାନସଭା ପାଇଁ ୧୩୧୨ଟି ବୁଥ୍ରେ ମତଦାନ ଚାଲିଛି। ମଧ୍ୟାହ୍ନ ୧୨ ଟା ୩୦ ସୁଦ୍ଧା ୪୦ ପ୍ରତିଶତ ମତଦାନ ସରିଥିବା ଜଣାପଡ଼ିଛି। କେତେକ ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁ…
ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା
ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍ପି ଅନନ୍ତ ପ୍ରସାଦ ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସର ଭେଟେରାନ ଲିଡର ଅନନ୍ତ ପ୍ରାର୍ଥୀ ହେବା ପରେ…
ଡିଭାଇଡର୍ ଉପରେ ଚଢ଼ିଗଲା କାର୍, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର
ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲା…
ବିଏସ୍ଇଟି ସୋସାଇଟି ସଭାପତି ପଦ ଛାଡ଼ିଲେ ପ୍ରୟାସକାନ୍ତି
ଭଦ୍ରକ,୨୪।୩(ସନାତନ ରାଉତ): ଦୀର୍ଘଦିନ ଧରି ବିବାଦରେ ଥିବା ଭଦ୍ରକ ବରପଦା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଟେକ୍ନୋଲୋଜି (ବିଏସ୍ଇଟି) ସୋସାଇଟି ସଭାପତି ପଦରୁ ପ୍ରୟାସକାନ୍ତି ସାମଲ ଶନିବାର ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି। ଏନେଇ ଏକ ଖବରଦାତା ସମ୍ମିଳନୀରେ ତାଙ୍କର ଇସ୍ତଫା ଘୋଷଣା କରିବା…
ଭଦ୍ରକରେ ଭାଇର ଆତ୍ମହତ୍ୟା ଖବର ଶୁଣି ଜୀବନ ହାରିଲା ଭଉଣୀ
ଭୁବନେଶ୍ୱର,୨।୩: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଭଦ୍ରକ ଜିଲାରେ ଭାଇ ଭଉଣୀ ଗୋଟିଏ ଦିନରେ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରଥମେ ଭାଇ ଆତ୍ମହତ୍ୟା କରିଥିଲେ ଏବଂ ଏହାର ଦୁଇ ଘଣ୍ଟା ବ୍ୟବଧାନରେ ଭାଇର ମୃତ୍ୟୁ ଖବର ଶୁଣି ଭଉଣୀ ନିଜର…
୨ ଯୁବକଙ୍କୁ ମଡ଼ ମାରିଥିଲା ପୋଲିସ, ତାତିକି ଲୋକେ…
ବନ୍ତ,୯।୨(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବଜାର ଥାନାଛକରେ ଗୁରୁବାର ଦୁର୍ଘଟଣା ଘଟାଇଥିବା ଏକ ବାଲି ବୋଝେଇ ହାଇୱାକୁ ଅଟକାଇବା ସମୟରେ ୨ ଯୁବକଙ୍କୁ ପୋଲିସର ମାଡ଼ ନେଇ ପ୍ରତିବାଦ କରାଯାଇଛି। ବନ୍ତ ଥାନାଧିକାରୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ସହ…
ମହିଳା ଯାତ୍ରୀଙ୍କୁ ୫ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ଅଳଙ୍କାର ଫେରସ୍ତ କଲେ ଅଟୋ ଡ୍ରାଇଭର
ନୂଆଦିଲ୍ଲୀ,୩।୨: ମାନବିକତା ଏବଂ ବିଶାଳ ହୃଦୟ ଦେଖାଇଲେ ଅଟୋ-ରିକ୍ସା ଡ୍ରାଇଭର। ଭଦ୍ରକରେ ଗାଡିରେ ଜଣେ ମହିଳା ଯାତ୍ରୀ ଭୁଲି ଯାଇଥିବା ମୂଲ୍ୟବାନ ଅଳଙ୍କାର ଫେରସ୍ତ କରି ଅଟୋ ଡ୍ରାଇଭର ବିଭିନ୍ନ ମହଲରୁ ପ୍ରଶଂସା ସାଉଣ୍ଟିଛନ୍ତି। ଭଦ୍ରକର ଇନାୟତ ଖାନ ଏକ ଅଟୋ…
Archives


