୨୧ ଛକା ମାରି ଇତିହାସ ରଚିଲେ କିୱି ବ୍ୟାଟର, ତଥାପି ହାରିଲା ଦଳ
ନୂଆଦିଲ୍ଲୀ,୧୨।୧୧: ବ୍ୟାଟ୍ରୁ ବର୍ଷିଲା ଛକା ଓ ଚୌକା। ଗୋଟିଏ ଇନିଂସରେ ୨୧ଟି ଛକା ମାରି ନୂଆ ରେକର୍ଡ କରିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ବେଭନ୍ ଜାକବ୍ସ । ଫୋର୍ଡ ଟ୍ରଫିରେ ଅକଲାଣ୍ଡ ଏସେସ୍ ପକ୍ଷରୁ ଖେଳୁଥିବା ଜାକବ୍ସ ଓଟାଗୋ ଭୋଲ୍ଟସ୍ ବିପକ୍ଷରେ…

