ମହମ୍ମଦ ଶାମି ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍: ଜାଣନ୍ତୁ କେତେ କୋଟିର ମାଲିକ ଏହି ଷ୍ଟାର୍ ପେସର୍
ନୂଆଦିଲ୍ଲୀ,୭।୧୧:ଭାରତୀୟ କ୍ରିକେଟ୍ର ଅନ୍ୟତମ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ଭାରତୀୟ ଟେଷ୍ଟ ଦଳକୁ ଫେରିବା ପାଇଁ ଉଦ୍ୟମ କରୁଥିବା ଶାମି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକରେ ଏକ ଲମ୍ବା…

