Tag Archives: Baragada

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ବରଗଡ଼…

ବରଗଡ଼ର ଏସବୁ ଅଞ୍ଚଳରେ ସକାଳ ୮ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍; ଜାଣନ୍ତୁ କେବେ…

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି. ଥୁଆପାଲି ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ବରଗଡ଼ ଜିଲା ଅନ୍ତର୍ଗତ ଥୁଆପାଲି, ସଂକ୍ରିଡା, ରେମୁଣ୍ଡା, ଜାମଟିକ୍ରା, ଭେଡେନ, ଚିଚିଣ୍ଡା, ବରପଦର, ଝରାପାଲି,…

ଆକ୍ସନ ମୋଡରେ ବରଗଡ଼ ପୋଲିସ: ପିସ୍ତଲ, ଗୁଳି ସହ ପୁଣି ୨ ପେଶାଦାର ଅପରାଧୀଙ୍କୁ…

ବରଗଡ଼,୭।୧୦(ପ୍ରେମାନନ୍ଦ ଖମାରୀ )- ଆକ୍ସନ ମୋଡରେ ବରଗଡ଼ ଜିଲା ପୋଲିସ । ସୋମବାର ୫ ଦେଶୀ ପିସ୍ତଲ, ୨୦ ଗୁଳି ସହିତ ୧୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଏହାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ବରଗଡ଼ ଟାଉନ…

ପଦ୍ମପୁର ଜିଲା କୃଷି ବିଭାଗରେ ୨୨.୩୦ ଲକ୍ଷ ଘୋଟାଲା: କିରାଣୀ ଗିରଫ, ପିଅନ ଫେରାର

ପଦ୍ମପୁର,୯ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ଜିଲା କୃଷି ବିଭାଗ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଓ ପିଅନ ମିଶି  ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ଜିଲା କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କ ଏତଲା କ୍ରମେ ସ୍ଥାନୀୟ ପୋଲିସ…

କିଲିମାଞ୍ଜାରୋ ଶୃଙ୍ଗ ଆରୋହଣ କରି ଜନ୍ମମାଟିକୁ ଫେରିଲେ ଆର୍ଶୀବାଦ, ବରଗଡ଼ରେ ବିପୁଳ ସମ୍ବର୍ଦ୍ଧନା

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ଦକ୍ଷିଣ ଆଫ୍ରିକାରେ କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରି ପର୍ବତ ଶିଖରରେ ତ୍ରିରଙ୍ଗା ଉଡ଼ାଇ ଇତିହାସ ରଚିଥିବା ବରଗଡ଼ ଜିଲା ଅତାବିରା ବ୍ଲକ କୁଲିତାଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ଆର୍ଶୀବାଦ ମହାପାତ୍ର ମଙ୍ଗଳବାର ଜନ୍ମମାଟିକୁ ଫେରିଛନ୍ତି l ଫେରିବା…

ଛିଡ଼ା ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ 

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ବରଗଡ ଭଟଲି ରାସ୍ତାର ପିପଲମୁଣ୍ଡା ବୁଲାଣି ନିକଟରେ ବୁଧବାର ରାତି ପ୍ରାୟ  ୮ ଟା ୩୦ମିନିଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକ ମୃତ୍ୟୁ ବରଣ କରିଛନ୍ତି ।…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ଶିଶୁପୁତ୍ର: ୨ ମିନିଟ୍‌ରେ ଦେଲେ ୧୦୦ ପ୍ରଶ୍ନର ଉତ୍ତର

ବରଗଡ଼,୨୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଧାଙ୍ଗେର ଗ୍ରାମର ଶିଶୁପୁତ୍ର ସ୍ମୁତି ସାଲୋମ ଭୋସାଗର(୪ବର୍ଷ ୯ମାସ) ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ମାତ୍ର ୨ ମିନିଟରେ ୧୦୦ଟି ପ୍ରଶ୍ନର ତ୍ୱରିତ ଉତ୍ତର ଦେଇ ସେ ଏଭଳି କୃତିତ୍ୱ ଅର୍ଜନ କରି…

ଆର୍‌ଡି ରାସ୍ତାରେ ଟୋଲଟ୍ୟାକ୍ସ ଅସୁଲିକୁ ବିରୋଧ: ଟୋଲଗେଟ୍‌ ଭାଙ୍ଗିଲେ କୋଶଲ ସଂଗ୍ରାମୀ, ଚର୍ଚ୍ଚାରେ…

ବରଗଡ଼,୨୫।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାଠାରେ ରହିଥିବା ଟୋଲପ୍ଲାଜା ନିକଟରେ ଜାତୀୟ ରାଜପଥରୁ ବରାହଗୋଡ଼ା-ତୋରା ପଟକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ(ଆରଡି) ବିଭାଗର ଏକ ବାଇପାସ୍‌ ରାସ୍ତାରୁ ଟୋଲଟ୍ୟାକ୍ସ ଅସୁଲି କରିବାକୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ବାରମ୍ବାର ଉଦ୍ୟମ କରୁଛନ୍ତି। ଆରଡ଼ି…

କ୍ଷେତରେ ଧାନ ଅମଳ କରୁଥିଲେ, ହେଲା ବଜ୍ରପାତ; ଟଳିପଡ଼ିଲେ ମହିଳା

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବଜ୍ରପାତ ଯୋଗୁ ଶୁକ୍ରବାର ବରଗଡ଼ ଜିଲା ବାଲିଯୁରୀ ପଞ୍ଚାୟତ ବାନ୍ଦେନବାହାଲ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଉକ୍ତ ଗ୍ରାମର ରାଜେନ୍ଦ୍ର ସାଙ୍କ ସ୍ତ୍ରୀ ପଦ୍ମାଳୟା (୫୦) । କ୍ଷେତରେ ସେ ଧାନ ଅମଳ…

ବରଗଡ଼ରେ ତେଜିଲା ଚାଷୀ ଆନ୍ଦୋଳନ, ସମସ୍ୟା ସମାଧାନ ନହେଲେ …

ବରଗଡ଼,୨୮ା୫ (ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ନେଇ ଅସନ୍ତୋଷ ବଢି ଚାଲିଥିବାବେଳେ ଆନ୍ଦୋଳନ ମଧ୍ୟ ତେଜି ଉଠିଛି। ବୁଧବାର ବରଗଡ଼ ଜିଲାପାଳ ଅଫିସରେ ଏହା ପ୍ରତିଫଳିତ ହୋଇଥିଲା। ରେଶମ, ସିଂହେନପାଳି, ପଧାନପାଲି, ସାଲ୍ହେପାଲି, ଅରେଇଗୁଡ଼ି, ଗୁଦରାମୁଣ୍ଡା,…

ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ଲିସା,ବାଣିଜ୍ୟରେ ଶୁଭମ କଲେଜ ଟପ୍ପର

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତବର୍ଷ ଫଳାଫଳ ଅପେକ୍ଷା ଚଳିତ…

ବିଜେପୁରରେ ବିଜେଡିକୁ ବଡ଼ ଝଟ୍‌କା, ଅନାସ୍ଥା ପ୍ରସ୍ତାବରେ ପଦ ହରାଇଲେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ବିଜେପୁର ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ମଙ୍ଗଳବାର ଅନାସ୍ଥା ଭୋଟ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ ନିଜ ପଦ ହରାଇଛନ୍ତି। ଉକ୍ତ ଅନାସ୍ଥା ଭୋଟରେ ୪୮ ଜଣ ମତଦାତା ଥିଲେ। ସେମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri