Video: ଲାଇଭ୍ ମ୍ୟାଚ୍ରେ ଖେଳାଳିଙ୍କ ମଧ୍ୟରେ ପ୍ରବଳ ଝଗଡ଼ା: ବ୍ୟାଟ୍-ହେଲମେଟ୍ ଫୋପାଡ଼ିଲେ, ଆଉ ତା’ପରେ.. ନୂଆଦିଲ୍ଲୀ,୨୯।୫: କ୍ରିକେଟରେ ଖେଳାଳିମାନଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହୁଏ। ଅନେକ ସମୟରେ ଏହି ବିତର୍କ ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥାଏ। ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସମୟରେ ସମାନ ଘଟଣା ଘଟିଛି। ଦୁଇ ଦେଶର ଦୁଇ ଖେଳାଳିଙ୍କ...