ଶରୀରରେ ଭିଟାମିନ୍ B-12 କମିଲେ ଦେଖାଦିଏ ଏହି ୫ ଲକ୍ଷଣ, ଡାକ୍ତର କହିଲେ ଏହା ବିନା… ଭିଟାମିନ ବି-୧୨ ଯାହାକୁ କୋବାଲାମିନ କୁହାଯାଏ। ଏହା ଏକ ଅତ୍ୟାବଶ୍ୟକ ଭିଟାମିନ୍ ଯାହା ଶରୀରକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରେ। ଏହା ଏକ ଜଳରେ ଦ୍ରବଣୀୟ ଭିଟାମିନ୍, ଅର୍ଥାତ୍ ଏହା ଶରୀରରେ ସଂରକ୍ଷିତ ହୁଏ ନାହିଁ ଏବଂ ଏହାକୁ...