ଦିନେ କରୁଥିଲେ ନକଲ, ଏବେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ ରନଅପ୍କୁ ନକଲ ବା ଅନୁକରଣ କରି ଅଭ୍ୟାସ କରୁଥିବା ଜମ୍ମୁ-କଶ୍ମୀରର ଆକିବ ନବୀ…

