ଢାବା ପଛପଟେ ଚାଲିଥିଲା ଜୁଆ କାରବାର: ଅତାବିରା ପୋଲିସର ଅଚାନକ ଚଢ଼ାଉରେ ୨୮ ହଜାରରୁ ଅଧିକ ଟଙ୍କା ଜବତ
ଅତାବିରା/ଗୋଡଭଗା,୧୭।୧୧(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ))- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ନିକଟ ଏକ ଢାବା ପଛପଟେ ରୁଟିନ୍ ବାହାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ୍ ଚଢ଼ାଉ କରିଛି। ଏହି ଚଢ଼ାଉରେ ୬ ଜଣ ଜୁଆଡ଼ିଙ୍କୁ ପୋଲିସ୍ ଗିରଫ…

