ଜଣାପଡ଼ିଲା ଅଶ୍ୱିନ ଟେଷ୍ଟ ଅଧାରୁ ବାହାରିଯିବାର ପ୍ରକୃତ କାରଣ
ରାଜକୋଟ,୧୭।୨: ଭାରତୀୟ ଟିମ୍ର ବରିଷ୍ଠ ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ ଶୁକ୍ରବାର ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ୫୦୦ ଉଇକେଟ ନେଇ ବଡ଼ ଉପଲବ୍ଧି ହାସଲ କରିଥିଲେ। ହେଲେ ବିଳମ୍ବିତ ରାତିରେ ହଠାତ୍ ପାରିବାରିକ କାରଣରୁ ଟେଷ୍ଟରୁ ଓହରିଯାଇଥିବା ବିସିସିଆଇ ସୂଚନା ଦେଇଥିଲା…
ରାଜକୋଟ ଟେଷ୍ଟରେ ଇତିହାସ ରଚିଦେଲେ ଅଶ୍ୱିନ
ରାଜକୋଟ,୧୬।୨: ଇତିହାସ ରଚିଛନ୍ତି ଭାରତର ଭେଟେରାନ୍ ସ୍ପିନର ରବଚିନ୍ଦ୍ରନ ଅଶ୍ୱିନ। ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ସେ ୫୦୦ ଉଇକେଟ ପୂରଣ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜ୍ୟାକ୍ କ୍ରାଉଲୀଙ୍କୁ ଆଉଟ କରିବା ପରେ…
ମ୍ୟାଚ୍ ସମୟରେ ଅମ୍ପାୟାରଙ୍କ ସହ ଅଶ୍ୱିନଙ୍କ କଥା କଟାକଟି
ବିଶାଖାପାଟଣା,୩।୨: ଭାରତର ଅନୁଭବୀ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଅମ୍ପାୟାରଙ୍କ ସହ କଥା କଟାକଟି ଦେଖିବାକୁ ମିଳିଥିଲା। ମ୍ୟାଚ୍ର ପ୍ରଥମ ଦିନ ଶେଷ ଓଭର ମଧ୍ୟରେ ଅଶ୍ୱିନ ଶତକ ମାରିଥିବା ଜଶସ୍ବୀ ଜୟସ୍ବାଲଙ୍କ ସହ କଥାବାର୍ତ୍ତା…

