Tag Archives: america

ଆମେରିକା-ଅଷ୍ଟ୍ରେଲିଆ ମଧ୍ୟରେ ହେଲା ବଡ଼ ଏଗ୍ରିମେଣ୍ଟ, ଛାନିଆ ହେଲାଣି ଚାଇନା!

ଓ୍ବାଶିଂଟନ,୨୧।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ଦ୍ୱିପାକ୍ଷିକ ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ସୋମବାର ହ୍ବାଇଟ ହାଉସରେ ହୋଇଥିବା ୮.୫ ବିଲିୟନ ଡଲାରର ଚୁକ୍ତିନାମା ଆମେରିକାକୁ ଅଷ୍ଟ୍ରେଲିଆର ବିରଳ...

ଚାଇନ ଉପରେ ଲାଗିଥିବା ୧୦୦ ପ୍ରତିଶତ ଟାରିଫକୁ କମ କରିବ ଆମେରିକା? ଟ୍ରମ୍ପ ରଖିଲେ ଏମିତି ସର୍ତ୍ତ

ଓ୍ବାଶିଂଟନ/ବେଜିଂ,୨୦।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର (୧୯ ଅକ୍ଟୋବର, ୨୦୨୫) ସୂଚିତ କରିଛନ୍ତି ଯେ ଯଦି ଚାଇନା ଆମେରିକାର ସପକ୍ଷରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରେ ତେବେ ତାଙ୍କ ପ୍ରଶାସନ ଏହାର ଶୁଳ୍କ ନୀତିର ପୁନର୍ବିଚାର କରିପାରେ। ଟ୍ରମ୍ପ...

ଅଧା ରହିଗଲା ଡାକ୍ତର ହେବାର ସ୍ବପ୍ନ, ଭାରତୀୟ ଛାତ୍ରଙ୍କୁ ଆମେରିକାରେ ଗୁଳି କରି ହତ୍ୟା

ଡଲସ,୪।୧୦: ଆମେରିକାର ଡଲାସରେ ଜଣେ ୨୭ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ହାଇଦ୍ରାବାଦର ବାସିନ୍ଦା ଚନ୍ଦ୍ରଶେଖର ପୋଲ ଗତକାଲି ରାତିରେ ଏକ ପେଟ୍ରୋଲ ପମ୍ପରେ ପାର୍ଟ ଟାଇମ କାମ କରୁଥିଲେ, ଯେତେବେଳେ ତାଙ୍କୁ ଜଣେ...

ଆମେରିକାର ଟାମ୍ପା ସହରରେ ପାଳନ କରାଗଲା ଦୁର୍ଗାପୂଜା

ଟାମ୍ପା,୩।୧୦: ଆମେରିକାର ଦକ୍ଷିଣ-ପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ପ୍ରବାସୀ ଓଡ଼ିଆମାନେ ବଡ଼ ଧୁମଧାମରେ ଦୁର୍ଗାପୂଜା ପାଳନ କରିଛନ୍ତି। ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ପାରମ୍ପରିକ ରୀତିନୀତି ଓ ପୂଜା ପଦ୍ଧତି ଅନୁଯାୟୀ ସ୍ଥାନୀୟ ଆୟପ୍ପା ମନ୍ଦିରରେ ପାଳନ କରାଯାଇଛି।...

ପାକିସ୍ତାନର ଅସଲ ସ୍ଥାନ କେଉଁଠି ତାହା ଦେଖାଇଦେଲେ ଟ୍ରମ୍ପ, ଅପେକ୍ଷା କରାଇଲେ ହେଲେ…

ଓ୍ବାଶିଂଟନ,୨୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନର ଓଭାଲ ଅଫିସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସେନା ମୁଖ୍ୟ (COAS) ଅସୀମ ମୁନିରଙ୍କ ସହ ସାକ୍ଷାତ କରିଛନ୍ତି। ତଥାପି, ହ୍ବାଇଟ ହାଉସ ବୈଠକର କୌଣସି ସରକାରୀ ଫଟୋ କିମ୍ବା...

ଟ୍ରମ୍ପ ନେଲେ ଆଉ ଏକ ବଡ଼ ନିଷ୍ପତ୍ତି, ବଦଳିଲା H-1B ଭିଜା ନିୟମ

ଓ୍ବାଶିଂଟନ,୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ସେପ୍ଟେମ୍ବର ୧୯, ୨୦୨୫)ରେ ଏକ ଘୋଷଣାପତ୍ରରେ ସ୍ବାକ୍ଷର କରିଛନ୍ତି ଯାହା ଦ୍ୱାରା ନୂଆ H-1B ଭିଜା ଆବେଦନ ଉପରେ ୧୦୦,୦୦୦ ଡଲାର ଶୁଳ୍କ ଲାଗୁ କରାଯିବ, ଯାହାର ଅର୍ଥ ହେଉଛି ଭାରତୀୟମାନଙ୍କୁ...

୧୦୦ ପ୍ରତିଶତ ଟାରିଫକୁ ନେଇ ଆମରିକାକୁ କଡ଼ା ଜବାବ ଦେଲା ଚାଇନା

ବେଜିଂ,୧୪।୯: ଆମେରିକା ରାଷ୍ଟ୍ରପତିଙ୍କ ଶୁଳ୍କ ନିଷ୍ପତ୍ତି ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶକୁ ପ୍ରଭାବିତ କରିଛି। ସାମ୍ପ୍ରତିକ ସମୟରେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ସେ କହିଛନ୍ତି ଯେ ରୁଷିଆରୁ ତେଲ କିଣିବା ଯୋଗୁ ଭାରତ...

ଆମେରିକା କହୁଛି, ‘ଆମେ ମିଳିମିଶି କରିବା ସମସ୍ୟାର ସମାଧାନ’, ଅଡୁଆ ହେଲାକି ମୋଦିଙ୍କ ଚାଇନା ଗସ୍ତ!

ଓ୍ବାଶିଂଟନ,୨।୯: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଏବଂ କୂଟନୈତିକ ଉତ୍ତେଜନାର ଖବର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସାଣ୍ଟ ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ମତଭେଦ ଅଛି,...

‘ପାକିସ୍ତାନ ପାଇଁ ଭାରତ ସହ ଆମେରିକାର ସମ୍ପର୍କ ହେଲା ଖରାପ’, ଏତେବଡ଼ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଲେ ପୂର୍ବତନ NSA

ଓ୍ବାଶିଂଟନ,୨।୯: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଏବଂ ଓକିଲ ଜ୍ୟାକ ସୁଲିଭାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୁଲିଭାନ କହିଛନ୍ତି ଯେ ଟ୍ରମ୍ପ ପାକିସ୍ତାନରେ ତାଙ୍କ ପରିବାରର ବ୍ୟବସାୟିକ ଚୁକ୍ତି ଯୋଗୁ ଭାରତ-ଆମେରିକା...

‘ଭାରତ ସହ ରାଜନୀତି ନୁହେଁ ବିଶ୍ୱାସର ସମ୍ପର୍କ’, ପୁଟିନ-ମୋଦିଙ୍କ ଯୁଗଳବନ୍ଦୀ ଦେଖି ଭୟ କଲେଣି ଟ୍ରମ୍ପ!

ବେଜିଂ,୧।୯: ଯଦି କୌଣସି ଦେଶ ଭାରତ ଏବଂ ରୁଷିଆ ମଧ୍ୟରେ ଥିବା ସମ୍ପକକୁ ନେଇ ଅଧିକ ସମସ୍ୟାର ସମ୍ମୁଖୀନ ହେବ କଥା ଚିନ୍ତା କରୁଥାଏ, ତେବେ ତାହା ହେଉଛି ଆମେରିକା। ଏହି ସମୟରେ, ପରିସ୍ଥିତି ଏପରି ହୋଇଛି ଯେ ଚାଇନା,...

SCO ବୈଠକରେ ମୋଦିଙ୍କ ସାମ୍ନାରେ ଟ୍ରମ୍ପଙ୍କୁ କଡ଼ା ବାର୍ତ୍ତା ଦେଲେ ଜିନପିଙ୍ଗ

ବେଜିଂ,୧।୯: ସୋମବାର (ସେପ୍ଟେମ୍ବର ୧) ତିଆନଜିନରେ ଆରମ୍ଭ ହୋଇଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ୨୦୨୫ର ଉଦଘାଟନୀ ଅଧିବେଶନରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଉପରେ ଏକ ଦୃଢ଼ ବିବୃତ୍ତି ଦେଇଛନ୍ତି। ତାଙ୍କ...

ଟାରିଫ୍‌ ବିବାଦ ମଝିରେ ଆମେରିକା ସହ ୧ ବିଲିୟନ୍‌ ଡଲାରର ଡିଲ୍‌ ସାଇନ୍‌ କରିବ ଭାରତ

ନୂଆଦିଲ୍ଲୀ,୨୬।୮: ଡୋନାଲ୍ଡ୍‌ ଟ୍ରମ୍ପ ଭାରତକୁ ରୁଷିଆ ସହ ବାଣିଜ୍ୟ ଉପରେ ୫୦% ଟାରିଫ୍‌ ଲଗାଇବାର ନିଷ୍ପତ୍ତି ମଝିରେ ଭାରତ ଓ ଆମେରିକା ୧ ବିଲିୟନ୍‌ ଡଲାରରୁ ଅଧିକର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଡିଲ୍‌ ସାଇନ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri