ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିଲେ ଗୁରନୁର: କଲେ ଏମିତି କାରନାମା
ୱେଲିଂଟନ,୭।୧୧: ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ନ୍ୟୁଜିଲାଣ୍ଡ। ଶନିବାର ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ଘରୋଇ ଦଳକୁ ମାତ୍ର ୧୩୪ ରନ୍ରେ ଅଲଆଉଟ କରିଦେଇଛି। ନ୍ୟୁଜିଲାଣ୍ଡ ଦଳ ୪୧ ଓଭରରେ ସମସ୍ତ ଉଇକେଟ…

