Tag Archives: Akhilesh yadav

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଏମିତି କହିଲେ ଅଖିଳେଶ ଯାଦବ, ମୁଁ ସବୁ…

ନୂଆଦିଲ୍ଲୀ,୨୭ା୬: ୧୮ତମ ଲୋକ ସଭାର ଚତୁର୍ଥ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାର୍ଲାମେଣ୍ଟର ଉଭୟ ଗୃହ ରାଜ୍ୟ ସଭା ଏବଂ ଲୋକ ସଭାକୁ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ସମାଜବାଦୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କନୌଜର ଏମ୍‌ପି ଅଖିଳେଶ ଯାଦବ ରାଷ୍ଟ୍ରପତିଙ୍କ…

ଅଖିଳେଶଙ୍କ ନୂଆ ରଣନୀତି, ବିଧାୟକ ପଦ ଛାଡ଼ି ଦିଲ୍ଲୀ ରାଜନୀତିରେ ହେବେ ସକ୍ରିୟ…

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଛି। ଏହାର ଶ୍ରେୟ ଅଖିଳେଶ ଯାଦବଙ୍କୁ ଯାଉଥିବା ବେଳେ ଏବେ ସେ ନୂଆ ରଣନୀତିରେ କାମ କରୁଛନ୍ତି। ସେ ବିଧାୟକ ପଦ ଛାଡ଼ିବା ପରେ ଦିଲ୍ଲୀ ରାଜନୀତିରେ ସକ୍ରିୟ ହେବେ।…

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଅଖିଳେଶ ଯାଦବଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୨ା୬(ଦୁର୍ଯ୍ୟୋଧନ ପାତ୍ର ): ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ତଥ୍ୟ ବିରୋଧୀ ଦଳ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭୋଟ୍‌ ଶେଷ ହେବା ମାତ୍ରେ ବିଭିନ୍ନ ଏଜେନ୍ସି ଏବଂ ଚ୍ୟାନେଲରୁ ଏକ୍‌ଜିଟ୍‌ ପୋଲ୍‌ ଆସିଲା। ଉତ୍ତରପ୍ରଦେଶରେ ପ୍ରାୟ…

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ ଫ୍ଲପ ହୋଇଗଲା ବୋଲି ସେ କହିଛନ୍ତି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ‘ଇଣ୍ଡିଆ’…

ଅଖିଳେଶଙ୍କୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା

ଲକ୍ଷ୍ନୌ,୨୦।୨: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଆନୁଷ୍ଠାନିକ ଭାବେ ଦଳରୁ ସହିତ ରାସ୍ତା ଅଲଗା କରିଛନ୍ତି। ସେ ତାଙ୍କ ଇସ୍ତଫା ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଛନ୍ତି। ଏହା ସହିତ ସେ ଏମ୍‌ଏଲସି ସଦସ୍ୟତା ମଧ୍ୟ ଛାଡିଛନ୍ତି।…

ଅଖିଳେଶଙ୍କ ଟେନ୍‌ସନ୍‌ ବଢାଇଲେ ପଲ୍ଲବୀ

ନୂଆଦିଲ୍ଲୀ,୧୪।୨: ଏସପି ସଭାପତି ଅଖିଳେଶ ଯାଦବଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ବର୍ତ୍ତମାନ ସହଯୋଗୀ ଅପ୍‌ନା ଦଳ ବିଧାୟକ ପଲ୍ଲବୀ ପଟେଲ ରାଜ୍ୟ ସଭା ନିର୍ବାଚନରେ ସେ ସମାଜବାଦୀ ପାର୍ଟି ପାଇଁ ଭୋଟ ଦେବେ…

ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଶୁଣି ଖୁସିରେ ଗଦ୍‌ଗଦ୍‌ ହେଲେ ଅଖିଳେଶ

ଲକ୍ଷ୍ନୌ,୯।୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ପରେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ୟୁପି ସିଏମ ଅଖିଳେଶ ଯାଦବ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଅଭିନନ୍ଦନ ଏବଂ…

ଅଖିଳେଶ ଯାଦବ ନୁହଁନ୍ତି ଇଣ୍ଡିଆ ମଞ୍ଚର ଅଂଶ, କଂଗ୍ରେସ ନେତାଙ୍କ ଦାବିକୁ ନେଇ ରାଜନୀତିରେ ଉଷ୍ମତା

ନୂଆଦିଲ୍ଲୀ,୨୫।୧୨: ବିରୋଧୀ ଦଳ ଇଣ୍ଡି ମିଳିତ ମଞ୍ଚ ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି। କିଛି ଦିନ ପୂର୍ବରୁ ଦିଲ୍ଲୀରେ ବିରୋଧୀ ଦଳର ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଆସନ ବାଣ୍ଟିବା ନେଇ ବିରୋଧୀ…

‘କେବେକେବେ ଗନ୍ତବ୍ୟ ସ୍ଥଳ ରହିଯାଏ ଗୋଟିଏ ପାଦ ଦୂର କିନ୍ତୁ…’, ବିଶ୍ୱକପରେ ଭାରତ ହାରିବା ପରେ ଅଖିଳେଶଙ୍କ ପ୍ରତିକ୍ରିୟା

ଲକ୍ଷ୍ନୌ,୧୯।୧୧: କ୍ରିକେଟ ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା। ଏହି ଟାଇଟଲ ମ୍ୟାଚରେ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଭାରତକୁ ୬ଟି ୱିକେଟରେ ପରାସ୍ତ କରି ଆଇସିସି ଏକ…

ଲୋକ ସଭା ନିର୍ବାଚନ ପୂର୍ବରୁ ଅଖିଳେଶଙ୍କୁ ଝଟ୍‌କା

ଲକ୍ଷ୍ନୌ,୩।୧୧: ଲୋକ ସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଉତ୍ତରପ୍ରଦେଶରେ ବଡ଼ ଝଟକା ଲାଗିଛି। ଲଖିମପୁରୀ ଖେରୀର ଏସପି ନେତା ତଥା ଚାରିଥର ଏମପି ଥିବା ରବି ପ୍ରକାଶ ବର୍ମା ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ସୋମବାର…

ଭାରତ-ଇଂଲଣ୍ଡ ମ୍ୟାଚକୁ ନେଇ ଭବିଷ୍ୟବାଣୀ କଲେ ଅଖିଳେଶ

ଲକ୍ଷ୍ନୌ,୨୯।୧୦: ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ୨୯ତମ ମ୍ୟାଚ ରବିବାର ନଭେମ୍ବର ୨୯ରେ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଦେଖିବା ପାଇଁ ସମାଜବାଦୀ…

ଜାତିଗତ ଜନଗଣନାକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୨୧।୧୦: ଲୋକ ସଭା ନିର୍ବାଚନ ପୂର୍ବରୁ ଜାତି ଜନଗଣନାକୁ ନେଇ ରାଜନୀତି ମଧ୍ୟ ବୃଦ୍ଧି ପାଉଛି। କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଜାତିଗତ ଜନଗଣନା କରିବାକୁ ଦାବି କରୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଖୋଲାଖୋଲି ଭାବେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?