ଆବେଲ ପୁରସ୍କାର-୨୦୨୪ ଗଣିତ ପାଇଁ ଏକ ଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରସ୍କାର ହେଉଛି ଆବେଲ ପୁରସ୍କାର। ନରଓ୍ବେର ବିଖ୍ୟାତ ଗଣିତଜ୍ଞ ବିଲ୍ସ ହେରେନିକ୍ ଆବେଲଙ୍କ ନାମାନୁସାରେ ଏହା ନାମିତ ହୋଇଛି। ଆବେଲଙ୍କ ଦ୍ୱିଶତ ଜନ୍ମବାର୍ଷିକୀ ଉପଲକ୍ଷେ ନରଓ୍ବେ ସରକାର ଏହାକୁ ୨୦୦୨ ମସିହାରେ ସ୍ଥାପିତ...