ଅର୍ଶଦୀପ ସିଂଙ୍କ ଆଘାତକୁ ନେଇ ବଡ଼ ଅପଡେଟ୍, ସଞ୍ଜୁ ସାମସନ୍ କହିଲେ ପଞ୍ଚମ ଟି-୨୦ ଖେଳି….
ନୂଆଦିଲ୍ଲୀ,୧୫।୧୦: ହାଇଦ୍ରାବାଦରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍ରେ ଆହତ ହୋଇଛନ୍ତି ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ମ୍ୟାଚ୍ର ଶେଷ ଓଭରରେ ବ୍ୟାଟିଂ କରୁଥିବାବେଳେ ତାଙ୍କ ବାମ କାନ୍ଧରେ ଦ୍ରୁତ ବୋଲର ଶମାର ଜୋସେଫଙ୍କ ଏକ…

