ବଡ଼ ଖବର: ୫ ମ୍ୟାଚ୍ରୁ ବାଦ୍ ପଡ଼ିଲେ ବୁମ୍ରା, ହଠାତ ଟିମ୍ ଇଣ୍ଡିଆ ନେଲା ବଡ଼ ପଦକ୍ଷେପ !
ନୂଆଦିଲ୍ଲୀ,୧୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା ସରିଥିବାବେଳେ ବର୍ତ୍ତମାନ ଦିନିକିଆ ଏବଂ ଟେଷ୍ଟ ସ୍କ୍ବାଡ୍ ଘୋଷଣାକୁ ଅପେକ୍ଷା କରାଯାଇଛି। ରିଷଭ ପନ୍ତ, ହର୍ଷିତ ରଣା ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଫିଟନେସ୍ ଅପଡେଟ୍ ମିଳିବା ପରେ ଆଗାମୀ…

