ସୁନାର ରାସ୍ତାରେ ଚାଲିବେ ଲୋକେ, ଖୁବ୍ଶୀଘ୍ର ୨୪ କ୍ୟାରେଟ୍ ସୁନାରେ ହେବ ତିଆରି, ଜାଣନ୍ତୁ ପୂରା ପ୍ଲାନିଂ…
ଦୁବାଇ,୧୮ା୧୧: ଏଣିକି ଲୋକେ ଆଉ ପିଚୁ ରାସ୍ତାରେ ଚାଲିବେନି। ଏଥର ନିର୍ମାଣ ହେବ ସୁନାର ରାସ୍ତା। ଏପରି ରାସ୍ତା ଦେଖିବାକୁ ମିଳିବ କେବଳ ଦୁବାଇରେ। ଦୁବାଇ କେବେବି ନିଜର ଅନନ୍ୟ ଏବଂ ବିଶାଳ ଯୋଜନା ମାଧ୍ୟମରେ ବିଶ୍ୱକୁ ଚକିତ କରିବାର ସୁଯୋଗ…

