୩୨ ବର୍ଷର ଅପେକ୍ଷାର ଘଟିଲା ଅନ୍ତ: ନ୍ୟୁଜିଲାଣ୍ଡ ମାଟିରେ ବିରଳ ରେକର୍ଡ କଲେ ଜୟସ୍ବାଲ-ରାହୁଲ
ଓ୍ବେଲିଂଟନ୍,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଓପନିଂ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ନିଜର ଦମ୍ଦାର ପ୍ରଦର୍ଶନ ବଳରେ ଏକ ଐତିହାସିକ ରେକର୍ଡ ହାସଲ କରିଛନ୍ତି। ଉଭୟ ବ୍ୟାଟର୍ ପ୍ରଥମ ଉଇକେଟ୍ରେ ୧୩୦ ରନ୍ର ଶତକୀୟ ଭାଗୀଦାରି…

