ସମର ଫ୍ୟାଶନ

ଖରାଦିନରେ ଆପଣ ପିନ୍ଧୁଥିବା କପଡ଼ା ଆରାମଦାୟକ ହେବା ସହ ହାଲୁକା ଏବଂ ଶର୍ଟ ହେବା ନିହାତି ଜରୁରୀ। ଅଫିସିଆଲ୍‌ ଏବଂ କାଜୁଆଲ୍‌ ଲୁକ୍‌ ପାଇଁ ଶର୍ଟ କୁର୍ତ୍ତି ଏକ ଭଲ ଅପ୍‌ସନ। ଏହାକୁ ଯେକୌଣସି ବୟସର ମହିଳା ଆପଣେଇ ପାରିବେ। ଏମିତିରେ ଆପଣଙ୍କ କପ୍‌ବୋର୍ଡରେ ଶର୍ଟକୁର୍ତ୍ତିକୁ ସାମିଲ କରିପାରିବେ। ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର ଶର୍ଟ କୁର୍ତ୍ତି ମିଳୁଛି। ଯାହାକୁ ପିନ୍ଧିଲେ ଆପଣ ନିଜ ଲୁକ୍‌କୁ ଆହୁରି ଷ୍ଟାଇଲିଶ୍‌ କରିପାରିବେ।
-ଆପଣ ଚାହିଁଲେ ବ୍ଲାକ୍‌ କିମ୍ବା ବ୍ଲୁ ଡେନିମ୍‌ ପ୍ୟାଣ୍ଟ ସହ ଆପଣ ହ୍ବାଇଟ କଲର ଶର୍ଟ କୁର୍ତ୍ତି ପିନ୍ଧିପାରିବେ।
-ଆପଣ ଚାହିଁଲେ କୁର୍ତ୍ତିକୁ ଟପ୍‌ ଇନ୍‌ କରିପାରିବେ। ଏହାଦ୍ୱାରା ଆପଣଙ୍କ ଲୁକ୍‌ ଆହୁରି ସୁନ୍ଦର ଲାଗିବ।
-ଆପଣ ନିଜକୁ ଓ୍ବେଷ୍ଟର୍ନ ଲୁକ୍‌ ଦେବାକୁ ଚାହୁଁଥିଲେ ଷ୍ଟେଟ୍‌ମେଣ୍ଟ ଇୟରରିଂସ୍‌ ଦ୍ୱାରା ନିଜକୁ ଷ୍ଟାଇଲିଶ ଲୁକ୍‌ ଦେଇପାରିବେ।
-ଶର୍ଟକୁର୍ତ୍ତିକୁ ଆପଣ ଟପ୍‌ ପେୟାର ଅପ୍‌ କରି ପିନ୍ଧିପାରିବେ। ଏହା ବ୍ୟତୀତ ଆପଣ ଷ୍ଟ୍ରେଟ୍‌ କଟନ୍‌ କୁର୍ତ୍ତି ସହ ଟପ ଇନ୍‌ କରି ସ୍କର୍ଟ ସହିତ ପିନ୍ଧିପାରିବେ।
-ଜିନ୍ସ ସହ ଟପ୍‌ ଇନ୍‌ କରି ଶର୍ଟ କୁର୍ତ୍ତି ପିନ୍ଧିଲେ ଏହା ଏଲିଗାଣ୍ଟ ଲୁକ୍‌ ଦେଇଥାଏ।
-ଏପରି ଆଉଟ୍‌ଫିଟ୍‌ ସହ ଆପଣ ଶୁଜ୍‌ କିମ୍ବା ସାଣ୍ଡାଲ ବ୍ୟବହାର କରିପାରିବେ। କାହିଁକି ନା ଏହା ଆପଣଙ୍କୁ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ଲୁକ୍‌ ଦେଇପାରିବ।
-ଖରାଦିନେ ଟ୍ରାଉଜର ପିନ୍ଧିବା ବହୁ ଆରାମଦାୟକ ହୋଇଥାଏ।
-ପ୍ରିଣ୍ଟେଡ୍‌ କୁର୍ତ୍ତି ସହ ପ୍ଲେନ୍‌ ଟ୍ରାଉଜର ଓ ପ୍ଲେନ୍‌ ଆଉଟଫିଟ୍‌ ସହ ପ୍ରିଣ୍ଟେଡ୍‌ ଆଉଟ୍‌ଫିଟ୍‌ର କମ୍ବିନେସନ୍‌ ସବୁଠାରୁ ବେଷ୍ଟ ଅପ୍‌ସନ ହେବ। ଏହି ଆଉଟ୍‌ଫିଟ୍‌ ସହ ଅକ୍ସିଡାଇଜ୍‌ ଓ ଷ୍ଟେଟ୍‌ମେଣ୍ଟ ଇୟରରିଂସ୍‌ ଅଧିକ ଷ୍ଟାଇଲିଶ ଲାଗିବେ।
-ଆଜିକାଲି ମାର୍କେଟ୍‌ରେ କୁର୍ତ୍ତି ସହ ପ୍ଲାଜୋ ସେଟ୍‌ ମିଳୁଛି । ଏହାକୁ ଆପଣ ନିଜ ଆଉଟ୍‌ଫିଟ୍‌ରେ ସାମିଲ କରିପାରିବେ।
-ପ୍ଲେନ୍‌ କୁର୍ତ୍ତି ସହ ଆପଣ ଅଲଗା ଅଲଗା କମ୍ବିନେସନ ଟ୍ରାଏ କରିପାରିବେ। କାଜୁଆଲ ହେଉକି ପାର୍ଟି ଓ୍ବେର ଏହା ଦୁଇଟି ଯାକରେ ବିଲ୍‌କୁଲ୍‌ ପର୍‌ଫେକ୍ଟ ମାନିଥାଏ। ଏଥିପାଇଁ ଆପଣ ଏହାକୁ ଖରାଦିନେ ପେୟାର ଅଫ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri