Posted inଫୁରସତ

ପାଣିଦେଖି ହାତୀ ହେଉଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ୨ ବଡ଼ ହାତୀ ଓ ଗୋଟିଏ ଛୁଆ ହାତୀକୁ ଦେଖିବାକୁ ମିଳୁଛି। ପରେ ସେମାନେ ପାଣିରେ ଖେଳୁଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଗାଁରେ ୯ ବର୍ଷ ହେଲା ଖାଲି ଜନ୍ମ ନେଉଛନ୍ତି ଝିଅ, ପୁଅ ଜନ୍ମ ହେଲେ ମିଳିବ ପୁରସ୍କାର

ପୋଲାଣ୍ଡର ମିଜେସ୍କେ ଔନ୍ଦ୍ରଜେନ୍‌ସ୍କି ନାମକ ଏକ ଗାଁରେ ଦୀର୍ଘ ୯ ବର୍ଷ ହେବ କେବଳ ଝିଅ ଜନ୍ମ ହେଉଛନ୍ତି। ୨୦୧୦ ମସିହାରେ ଏହି ଗାଁରେ କେବଳ...

ଅଲଟ୍ରାଭାୟୋଲେଟ୍‌ ଲାଇଟ୍‌ରେ ନଷ୍ଟ ହେବ କରୋନା ଭୂତାଣୁ

ନ୍ୟୁୟର୍କ,୩୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଦେଖାଦେଇଛି। କରୋନା ଭୂତାଣୁକୁ ରୋକିବା ପାଇଁ ବହୁ ଗବେଷଣା ମଧ୍ୟ ଜାରି ରହିଛି। ବାୟୁ ମଣ୍ଡଳରେ...

ସମୁଦ୍ର ମଧ୍ୟରୁ ମିଳିଲା ଏହି ବିଚିତ୍ର ଜୀବ: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଉତ୍ତର ଓ୍ବେଲ୍ସର କେର୍ନାରଫନ୍‌ ସମୁଦ୍ର କୂଳରେ ଏକ ପରିବାର ବିଚିତ୍ର ସାମୁଦ୍ରିକ ଜୀବ ଦେଖିବାକୁ ପାଇଥିଲେ। ଯାହାକି ଅନ୍ୟ ସାମୁଦ୍ରିକ ଜୀବମାନଙ୍କଠାରୁ ମୂଲ୍ୟବାନ ଅଟେ। ଏହାର...

ଚଳନ୍ତା କାରର ହଠାତ୍‌ ଖୋଲିଗଲା ଗେଟ; ତଳେ ପଡ଼ିଗଲେ ଶିଶୁ, ଆଉ ତାପରେ…

କଥାରେ ଅଛି ରଖେ ହରି, ମାରେ କିଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏମିତି ଏକ ଭିଡିଓ...

ଏମିତି ସହର, ଯେଉଁଠି କୌଣସି ଗଳି କିମ୍ବା ରାସ୍ତାର ନାଁ ନାହିଁ

ଜର୍ମାନୀ: ଆଜିର ସମୟରେ ଗଳିକନ୍ଦି, ସାହିବସ୍ତିର ନାଁ ଥିବାବେଳେ ବିଶ୍ୱରେ ଏମିତି ଏକ ସହର ରହିଛି, ଯେଉଁଠି ମୁଖ୍ୟ ଛକକୁ ଛାଡ଼ିଦେଲେ ଅନ୍ୟ କୌଣସି ଛକ,...

ଆଇସ୍‌-ସ୍ନୋ ଫେଷ୍ଟିଭାଲ୍‌: ୧୪ ଦେଶର କଳାକାର ନିର୍ମାଣ କରିଛନ୍ତି ୨ ଶହ କଳାକୃର୍ତ୍ତି

ବେଜିଂ,୩।୧: ଚାଇନାରେ ଆଇସ୍‌-ସ୍ନୋ ଫେଷ୍ଟିଭାଲ୍‌ ଆରମ୍ଭ ହୋଇଛି। ସ୍ଥାନୀୟ ହେଲୋଙ୍ଗୟାଙ୍ଗ୍‌ ପ୍ରଦେଶର ହାର୍ବିନ୍‌ଠାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ୧୪ ଦେଶର କଳାକାର ଯୋଗଦେଇ ୨...

ପ୍ରତାରଣା କରିଥିବା କହି, ପ୍ରେମିକାଙ୍କୁ ମଝି ରାସ୍ତାରେ ନିସ୍ତୁକ ପିଟିଲେ ପ୍ରେମିକ

ପ୍ରତାରଣା କରିଥିବା ଅଭିଯୋଗରେ ପ୍ରେମିକାଙ୍କୁ ରାସ୍ତା ମଝିରେ ମାଡ଼ ମାରିଛନ୍ତି ପ୍ରେମିକ। ଏହି ଘଟଣା ସୋସିଆଲ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରେମିକା ହେଲେ...

ମେ ୩୦-୩୧ ଦୁଇ ଦିନ ହେବ ଆକାଶରୁ ଉଲ୍‌କା ବର୍ଷା…

ଓ୍ବାଶିଂଟନ, ୩୦।୫ : ସମଗ୍ର ବିଶ୍ୱର ମହାକାଶ ଗବେଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ମେ ୩୦ ଏବଂ ୩୧ ଦୁଇ ଦିନ...

Advertisement
Archives

Model This Week