F.M ଛାତ୍ରୀଙ୍କ ମୃତ୍ୟୁପରେ ଗର୍ଜିଲା ଛାତ୍ର କଂଗ୍ରେସ: ସିଧା ମୋହନ ମାଝିଙ୍କ ଫଟୋରେ ଲଗାଇଲେ ନିଆଁ

କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): ଫକୀର ମୋହନ ମହାବିଦ୍ୟାଳୟ  ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁନେଇ  ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମଙ୍ଗଳବାର କେସିଙ୍ଗା ମହାବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଏଥିରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆପାରଗତାକୁ ନେଇ ନାରାବାଜି ଦିଆଯିବା ସହ କୁଶପୁତ୍ତଳିକା ଦାହ କରାଯାଇଛି।ଏକ ଘଣ୍ଟା ପଯ୍ୟନ୍ତ ମହାବିଦ୍ୟାଳୟ ସମ୍ମୁଖରେ ହୋହଲ୍ଲା ହୋଇଥିଲା।
ଏଥିରେ ଜିଲା ଯୁବ କଂଗ୍ରେସର ସଭାପତି ଏମଡି ସହେବ, ଶୁଭମ ବାରିକଙ୍କ ସମେତ ବିଜୟ ଦୀପ, କାଉନସିଲର ରୋହିତ ଜୈନ, ପୂର୍ବତନ ନଗରପାଳ ରାମଜୀ ମାତଖଣ୍ଡିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ। ରାମଲାଲ ସୁନାନୀ,ପ୍ରମୁଖ ଶତାଧିକ ଯୁବ କଂଗ୍ରେସର  ଛାତ୍ରମାନେ ଅଂଶଗ୍ରହଣ କରି ରାଜ୍ୟ ସରକାରଙ୍କ ବିରୋଧେ ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ଚିତ୍ରରେ ନିଆଁ ଲଗାଇଥିଲେ

Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଭାରତ ଗସ୍ତକୁ ଦେଖି ଚିଡି ଗଲାଣି ପାକିସ୍ତାନ, କହିଲା ଆମର ବି ଏଠିକୁ ଆସୁଛନ୍ତି ରାଜା…

ଇସଲାମାବାଦ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାକିସ୍ତାନବାସୀଙ୍କୁ ଚିନ୍ତାରେ ପକାଇବା ସହ ବିଚଳିତ କରିଛି ଯେ ପୁଟିନ କାହିଁକି କେବେ ସେମାନଙ୍କ ଦେଶକୁ...

ଜଲଓ୍ବା ଦେଖାଇଲେ ନୀଳନୟନା: ମୋହିତ ପ୍ରଶଂସକ

ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ। ବଲିଉଡ୍‌ର ହଲିଉଡ ଯାଏ, ସବୁଠି ତାଙ୍କ ଜଲଓ୍ବା। ଇଏ ଏମିତି ଜଣେ ନାୟିକା, ଯିଏ ତାଙ୍କ ପର୍ସନାଲ ଏବଂ ପ୍ରଫେସନାଲ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

‘ନା ନଇଁବ ଭାରତ, ନା ଭାଙ୍ଗିବ ରୁଷିଆ’, ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ପ୍ରଥମ ପ୍ରତିକ୍ରିୟା

ବେଜିଂ/ନୂଆଦିଲ୍ଲୀ,୫।୧୨: ବିଶ୍ୱ ବର୍ତ୍ତମାନ ଦୁଇଟି ଅକ୍ଷରେ ବିଭକ୍ତ ହୋଇଥିବା ପରି ମନେ ହେଉଛି। ଗୋଟିଏ ପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟ ପଟେ...

ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ଲିକ୍‌ ହୋଇଗଲା ANM ପ୍ରଶ୍ନପତ୍ର, ଆଉ ତା’ ପରେ…

କଟକ,୫ା୧୨: ପୂର୍ବରୁ ଅନେକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବାବେଳେ ଆଜି ଅର୍ଥାତ୍‌ ଶୁକ୍ରବାର ANM ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଯାଇଛି। ପରୀକ୍ଷାର ୩ଘଣ୍ଟା ପୂର୍ବରୁ ଏହି...

‘ବିବାହଯୋଗ୍ୟ ବୟସ ନ ହୋଇଥିଲେ ମଧ୍ୟ ଦୁଇଜଣ ପ୍ରାପ୍ତବୟସ୍କ ନିଜ ଇଚ୍ଛାରେ ଲିଭ-ଇନ ସମ୍ପର୍କରେ ରହିପାରିବେ’: ହାଇକୋର୍ଟ

ଜୟପୁର,୫।୧୨: ରାଜସ୍ଥାନ ହାଇକୋର୍ଟ ରାୟ ଦେଇଛନ୍ତି ଯେ ବିବାହଯୋଗ୍ୟ ବୟସ ନ ହେବା ସତ୍ତ୍ୱେ ଏକାଠି ରହିବାକୁ ଚାହୁଁଥିବା ଦୁଇଜଣ ପ୍ରାପ୍ତବୟସ୍କ ଚାହିଁଲେ ଲିଭ-ଇନ ସମ୍ପର୍କରେ...

ପୁଟିନ ଆସୁଥିବା ବିମାନରେ ଚାଲୁଥିଲା ବଡ଼ ଖେଳ! ଦିଲ୍ଲୀରେ ଅବତରଣ କରିବା ପରେ ଖୋଲିଗଲା ବଡ଼ ରାଜ୍‌, ଶୁଣିଲେ…

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଛନ୍ତି। ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସିବା ସମୟରେ ତାଙ୍କ ବିମାନ ଗୁରୁବାର ସାରା...

Putin Family: ହାଇ ସିକ୍ୟୁରିଟି ଖାଦ୍ୟଠାରୁ….ପୁଟିନଙ୍କର ଅଛନ୍ତି କେତେ ଝିଅ, କ’ଣ କରନ୍ତି ସହଧର୍ମିଣୀ? ଜାଣନ୍ତୁ କିଛି ଅଜଣା କଥା

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ରେ ଦୁଇ ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ସାରା ବିଶ୍ୱ ତାଙ୍କ ଗସ୍ତ ଉପରେ ନଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri