ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୦।୪: ୟୁଏଇର ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ବାମୀନାରାୟଣ ସଂସ୍ଥାର ମହନ୍ତ ସ୍ବାମୀ ମହାରାଜ ଉପସ୍ଥିତ ରହିବେ। ଏଥିରେ ସାରା ବିଶ୍ୱରୁ ମନ୍ଦିର ନିର୍ମାଣକାରୀ ସାମାଜିକ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱମାନେ ଯୋଗଦେବେ। ୪ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ହଜାର ହଜାର ସଂଖ୍ୟାରେ ଫୁଲ ଲାଗିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାଟା ଲିକ୍‌ କରି ଫସିଲେ ଏହି ୨ ପ୍ରସିଦ୍ଧ YouTuber, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆପଲ୍‌

ଓ୍ବାଶିଂଟନ,୧୯ା୭: ବିଶ୍ୱର ସର୍ବବୃହତ ଟେକ୍‌ କମ୍ପାନୀ ଆପଲ ପ୍ରସିଦ୍ଧ YouTuber ଜନ ପ୍ରୋସର୍‌ ଏବଂ ମାଇକେଲ ରାମାସିଓଟିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। କମ୍ପାନୀ ଆମେରିକାର...

ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପୂର୍ବରୁ ଯାହା କେହି କହି ନ ଥିଲେ, ତାହା କହିଦେଲେ ଟ୍ରମ୍ପ: ବିଶ୍ୱରେ ଖେଳିଗଲା…

ଓ୍ବାଶିଂଟନ୍‌,୧୯।୭: ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପୁଣି ଏକ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ମେ ମାସରେ ଭାରତ ଏବଂ...

ପୁଣି ଧରାପଡ଼ିଲା ପାକିସ୍ତାନର ମିଛ: PoKରେ ଖୋଳିଖୋଲି ବୁଲୁଛନ୍ତି ମାସୁଦ ଆଝାର

ନୂଆଦିଲ୍ଲୀ,୧୯ା୭:ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ଗିଲ୍‌ଗିଟ-ବାଲଷ୍ଟାନ୍‌ ଅଞ୍ଚଳର ସ୍କାର୍ଦୁସ୍ଥିତ ସଦପାରା ରୋଡ୍‌ରେ ଥିବା...

ପାକିସ୍ତାନକୁ ବଡ଼ ଝଟ୍‌କା ଦେଲା ବନ୍ଧୁ ଚାଇନା: ସାଥ୍‌ ଦେବାକୁ ସିଧା ସିଧା ମନା କରିଦେଲା

ବେଜିଂ,୧୯।୭: ଚାଇନା ବିଭିନ୍ନ ଦେଶକୁ ଆଞ୍ଚଳିକ ସୁରକ୍ଷା ପାଇଁ ଆତଙ୍କବାଦ ବିରୋଧରେ ସହଯୋଗ ବୃଦ୍ଧି କରିବାକୁ ଆହ୍ବାନ କରିଛି। ଆମେରିକା ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର...

ଥାଇଲ୍ୟାଣ୍ଡରେ ବୌଦ୍ଧ ଭିକ୍ଷୁଙ୍କ ଯୌନ କେଳେଙ୍କାରୀ: ‘ମିସ୍‌ ଗଲ୍ଫ’ ନାମକ ମହିଳାଙ୍କ ବ୍ଲାକମେଲିଂ ରାକେଟରେ ହଇଚଇ

ବ୍ୟାଙ୍କକ,୧୮ା୭: ଥାଇଲ୍ୟାଣ୍ଡରେ ଏକ ବିଶାଳ ଯୌନ କେଳେଙ୍କାରୀ ପ୍ରକାଶ ପାଇଛି, ଯାହା ଦେଶର ବୌଦ୍ଧ ଧର୍ମୀୟ ପ୍ରତିଷ୍ଠାନକୁ ବିବାଦରେ ଟାଣି ଆଣିଛି। ଜଣେ ମହିଳା, ଯିଏ...

ପାକିସ୍ତାନ-ତୁର୍କୀ ସହ ମିଶି ବଡ ଗେମ୍‌ ପ୍ଲାନ୍‌ କରୁଛନ୍ତି ୟୁନୁସ୍‌: ଟେନ୍‌ସନ୍‌ରେ ଭାରତ

ଢାକା,୧୮।୭: ବାଂଲାଦେଶରେ ବିଦ୍ରୋହ ପରେ, ସରକାରଙ୍କ ମନୋଭାବ ଦେଶ ଭିତରେ ଏବଂ ବାହାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ମହମ୍ମଦ ୟୁନୁସ ସରକାରଙ୍କ ଅଧୀନରେ, ବାଂଲାଦେଶ ଘରେ...

ତୃତୀୟ ବିଶ୍ୱଯୁଦ୍ଧ ହେବା ନିଶ୍ଚିତ! ପୂର୍ବତନ ରୁଷିଆ ରାଷ୍ଟ୍ରପତିଙ୍କ ଧମକକୁ ନେଇ ହଇଚଇ

ମସ୍କୋ,୧୮।୭: ପୂର୍ବତନ ରୁଷିଆ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ଦିମିତ୍ରୀ ମେଦଭେଦେବ ୟୁକ୍ରେନ ଯୁଦ୍ଧ ସହିତ ଜଡିତ ବିପଦକୁ ଇଙ୍ଗିତ କରିଛନ୍ତି।...

୩୯ ବର୍ଷୀୟା ଯୁବତୀଙ୍କ ହାତରେ ଦେଶର ଶାସନ ଭାର ଦେଇଦେଲେ ଜେଲେନ୍‌ସ୍କି

କିଭ୍‌,୧୮।୭: ରୁଷିଆ ଆକ୍ରମଣ ପରେ ପ୍ରଥମ ଥର ପାଇଁ, ୟୁକ୍ରେନର ଉପର କରିଡରରେ ଏକ ବଡ଼ ପରିବର୍ତ୍ତନ ଆସିଛି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏବେ ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri