ଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

କଲମ୍ବୋ,୧୪ ।୧୧: ଚାଇନାର ଆକ୍ରମକ ବିସ୍ତରାବାଦୀ ନୀତି ଓ ଋଣ ଜାଲରେ ଫସାଇବାର ଯୋଜନାକୁ ଦେଖି ଛୋଟ ଛୋଟ ଦେଶବି ମୁହଁ ଖୋଲିବା ଆରମ୍ଭ କରି ଦେଲେଣି । ଏବେ ଏଥିରେ ସାମିଲ ହୋଇଛି ଶ୍ରୀଲଙ୍କା । ଚାଇନା କମ୍ପାନୀର ଖରାପ ଗୁଣବତ୍ତା ବିଶିଷ୍ଟ ଅର୍ଗାନିକ ଫର୍ଟିଲାଇଜରର ୨୦ ହଜାର ଟନ ଖାଦ୍ୟକୁ ନେବାକୁ ମନା କରିଦେଇଛି ଶ୍ରୀଲଙ୍କା । ଏହାପରେ ଦୁଇ ଦେଶ ମଧ୍ୟରେ ଦୁର୍ଲଭ କୁଟନୀତିର ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏକ ଆକ୍ରମଣାତ୍ମକ ଢଙ୍ଗରେ ଚାଇନା ଶ୍ରୀଲଙ୍କାର ଏକ ବ୍ୟାଙ୍କକୁ ବ୍ଲାକଲିଷ୍ଟ କରିଦେଇଛି । ଏପଟେ ଶ୍ରୀଲଙ୍କାର ବିଶେଷଜ୍ଞମାନେ ଚାଇନା ଖାଦ୍ୟକୁ ବିରୋଧ କରିଛନ୍ତି । ଏହାସହ ଶ୍ରୀଲଙ୍କା ଚାଇନାର ୯ ମିଲିୟନ ଡଲାର ପ୍ରାପ୍ୟ ଅର୍ଥକୁ ମଧ୍ୟ ବନ୍ଦ କରିଦେଇଛି । ଏହାପରେ ଚାଇନା ରାଗିଯାଇ ଶ୍ରୀଲଙ୍କାର ଏକ ବ୍ୟାଙ୍କକୁ ବ୍ଲାକ ଲିଷ୍ଟ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲଙ୍କା ଏବେ ବିଶ୍ୱର ପ୍ରଥମ ଦେଶ ଭାବେ କେବଳ ଜୈବିକ ଖାଦ୍ୟ ଶସ୍ୟ ଉପରେ ଗୁରୁତ୍ୱ ଦେଉଥିବା ବେଳେ ମହିନ୍ଦା ରାଜପକ୍ଷେଙ୍କ ସରକାର ରାସାୟନିକ ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ ଏବେ ଚାଇନାରୁ ଆସିଥିବା ଖାଦ୍ୟରେ କ୍ଷତିକାରଣ ବ୍ୟାକ୍ଟ୍ରିୟା ଥିବା ବିଶେଷଜ୍ଞମାନେ ଜାଣିପାରିବା ପରେ ଚାଇନାର ୨୦ ହଜାର ଟନ ଖାଦ୍ୟ ଶସ୍ୟକୁ ନେବାକୁ ଶ୍ରୀଲଙ୍କା ମନା କରିଦେଇଛି । ବିଶେଷଜ୍ଞମାନେ କହିଛନ୍ତି କି ଚାଇନାରୁ ଆସିଥିବା ଖାଦ୍ୟରେ ଯେଉଁ ରାସାୟନିକ ପଦାର୍ଥ ମିଳିଛି ତାହା ମାଟି ତଳର ଖାଦ୍ୟ ଯେମିତିକି ଆଳୁ, ଗାଜର ଆଦିକୁ କ୍ଷତି ପହଞ୍ଚାଇପାରେ । ତେଣୁ ଏହାକୁ ଶ୍ରୀଲଙ୍କା ନେବାକୁ ମନା କରିଦେବା ପରେ ଖପ୍ପା ହୋଇଛି ଚାଇନା ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri