Categories: ଖେଳ

ପ୍ରଜ୍ଞାନନ୍ଦଙ୍କୁ ଭେଟିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୧।୯: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀରେ ଚେସ ଖେଳାଳି ପ୍ରଜ୍ଞାନନ୍ଦ ଏବଂ ତାଙ୍କ ମା’ବାପାଙ୍କୁ ଭେଟଛନ୍ତି। ଏହି ସାକ୍ଷାତରେ ସେ ଭାରତୀୟ ଗ୍ରାଣ୍ଡମାଷ୍ଟରଙ୍କୁ ହିମାଚଳ କ୍ୟାପ ଏବଂ ଶାଲ ସହିତ ସମ୍ମାନିତ କରିଛନ୍ତି। ଏହା ପରେ ସେ ପ୍ରଜ୍ଞାନନ୍ଦଙ୍କୁ ଏକ ସ୍ବତନ୍ତ୍ର ଥାଳି ମଧ୍ୟ ଦେଇଛନ୍ତି, ଯେଉଁଥିରେ ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରି କରାଯାଇଛି।

Share